ପୁଣି ବଢ଼ିପାରେ ଷ୍ଟିଲ୍‌ ଦର

ନୂଆଦିଲ୍ଲୀ,୩୦।୬: ବର୍ତ୍ତମାନ କଞ୍ଚାମାଲ୍‌ ଦରବୃଦ୍ଧି ଜାରି ରହିଥିବା କାରଣରୁ ଜୁଲାଇ ପହିଲାରୁ ପୁଣିଥରେ ଷ୍ଟିଲ୍‌ ଦର ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି। ଏପରିକି ଜେଏସ୍‌ପିଏଲ୍‌ର ମ୍ୟାନେଜିଂ ଡାଇରେକ୍ଟର ବି.ଆର୍‌ ଶର୍ମା, ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଦର ବୃଦ୍ଧି ସମ୍ପର୍କରେ ସମ୍ୟକ ସୂଚନା ଦେଇଛନ୍ତି। ସେହିଭଳି କୋଇଲା ଟନ୍‌ ପିଛା ୧୭,୦୦୦ ଟଙ୍କା ଥିବା ବେଳେ ପ୍ରମୁଖ ସପ୍ଲାୟର ଓଡ଼ିଶା ଖଣିଜ ନିଗମର ଷ୍ଟିଲ୍‌ ଦର ବର୍ତ୍ତମାନ ଅଧିକ ରହିଛି। ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଏବଂ କୋଇଲା ଉପଲବ୍ଧତାରେ ହ୍ରାସ କାରଣରୁ ଦର ବୃଦ୍ଧି ଦେଖା ଦେବ ବୋଲି ସେ ସେ ମତ ବ୍ୟକ୍ତ କରିଛନ୍ତି। ଏହାଛଡ଼ା ସେକେଣ୍ଡ୍‌ କ୍ଲାସ୍‌ ଷ୍ଟିଲ୍‌ ଉତ୍ପାଦନକାରୀମାନେ ଗତ ୪ ଦିନ ତଳେ ଟନ୍‌ ପିଛା ୨୦୦୦ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ବର୍ଦ୍ଧିତ ଦର ଟନ୍‌ ପିଛା ୫୫,୦୦୦ ଟଙ୍କାରେ ପହଞ୍ଚିଥିବା ଶର୍ମା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆର ବିକ୍ରି ପ୍ରୟାସ: ପଦୋନ୍ନତି, ନୂଆ ନିଯୁକ୍ତି ବନ୍ଦ

ନୂଆଦିଲ୍ଲୀ,୨୨ା୭: ଋଣରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ସରକାରଙ୍କ ପ୍ରୟାସ ଜୋର୍‌ଦାର ହୋଇଛି। ଏହି ରାଷ୍ଟ୍ରୀୟ ବିମାନ କମ୍ପାନୀରେ କର୍ମଚାରୀଙ୍କୁ ପଦନ୍ନୋତି...

ଅକ୍ଟୋବରରେ ଦରଦାମ୍‌ ବୃଦ୍ଧିରୁ ମିଳିପାରେ ମୁକ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା…

ନୂଆଦିଲ୍ଲୀ, ୯।୭ : ଅକ୍ଟୋବର ୨୦୨୨ରୁ ସାଧାରଣ ଲୋକ ଦରଦାମ୍‌ ବୃଦ୍ଧିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ...

ରକ୍ତସଞ୍ଚାଳନ ଠିକ୍‌ କରାଇବ ଡାଇବେଟିକ ଜୋତା

ଭୁବନେଶ୍ୱର, ୧୭ା୧୨: ଅନିୟମିତ ଜୀବନଶୈଳୀ ଯୋଗୁ ବିଶ୍ୱରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହାକି ଚିନ୍ତାର କାରଣ ପାଲଟିଛି। ଆମେରିକାରେ ଏବେ ୧୬ନିୟୁତ...

ଜିଏସ୍‌ଟି ଚୋରି ଉପରେ ରୋକ ଲାଗିବ

ନୂଆଦିଲ୍ଲୀ,୨୯ା୯ – ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ଟିକସ ଠକେଇ ମାମଲା ସାମ୍ନାକୁ ଆସୁଛି। ଏହି ମାମଲାଗୁଡିକରେ ବୃହତ୍‌ ପରିମାଣର...

ହୋଣ୍ଡା ଟୁହ୍ବିଲର୍ସ-ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଚୁକ୍ତି

ଭୁବନେଶ୍ୱର,୧୫-୫: ଗ୍ରାହକଙ୍କୁ ଫାଇନାନ୍ସର ଅଧିକ ବିକଳ୍ପ ପ୍ରଦାନ କରିବା ଲକ୍ଷ୍ୟରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ସହ...

ଆଜିଠୁ ଷ୍ଟାର କିରଣରେ ‘ବଡ଼ଦିନ ବଡ଼ ସପ୍ତାହ’

ଭୁବନେଶ୍ୱର,୨୪।୧୨: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲେ ଷ୍ଟାର କିରଣର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବଡ଼ଦିନ ବଡ଼ ସପ୍ତାହ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ...

୧.୭୫ ଲକ୍ଷ କମ୍ପାନୀ,ବ୍ୟକ୍ତି କାଢ଼ିଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା

ନୂଆଦିଲ୍ଲୀ,୯-୭: ବ୍ୟାଙ୍କରୁ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ କ୍ଷେତ୍ରରେ ୨ ପ୍ରତିଶତ ଟିଡିଏସ୍‌( ସ୍ରୋତ ଉପରେ କଟାଯାଇଥିବା ଟିକସ) ଦେବାକୁ ହେବ।...

୩ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଶୁକ୍ରବାର ବଡ଼ଦିନ ପଡୁଥିବାରୁ ଏହିଦିନ ଉଭୟ ଘରୋଇ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ୨୬ ଏବଂ ୨୭ ତାରିଖ ମଧ୍ୟ ବ୍ୟାଙ୍କ...

Advertisement
Archives

Model This Week