ଟିପିସିଓଡିଏଲ୍ ପକ୍ଷରୁ ବାତ୍ୟା ପ୍ରସ୍ତୁତି
ଭୁବନେଶ୍ୱର: ଆଇଏମ୍ଡିର ରିର୍ପୋଟ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ପୂର୍ବ କେନ୍ଦ୍ର୍ରୀୟ ବଙ୍ଗୋପସାଗରରେ ମେ ୨୨ରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଆହୁରି ତ୍ରୀବ ରୂପ ଧାରଣ କରି ମେ ୨୫ରେ ଏକ...
ଅକ୍ସିଜେନ କନସେନ୍ଟ୍ରେଟର ଉପରେ ଲାଗିପାରେ ୧୨% ଜିଏସ୍ଟି
ନୂଆଦିଲ୍ଲୀ: ଆସନ୍ତା ୨୮ରେ ବସିବାକୁ ଥିବା ଜିଏସ୍ଟି କାଉନସିଲ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ବୈଠକରେ ଆମଦାନୀ ହେଉଥିବା ଅକ୍ସିଜେନ କନସେନ୍ଟ୍ରେଟର ଉପରେ ୧୨% ଜିଏସ୍ଟି ଲାଗିପାରେ ବୋଲି ଚର୍ଚ୍ଚା ହେଉଛି।
କେୟର୍ନ ମାମଲାରେ ଭାରତର ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ବ୍ରିଟେନ କମ୍ପାନୀ କେୟର୍ନ ଏନର୍ଜି ପିଏଲ୍ସିକୁ ୧.୨ ବିଲିୟନ ଡଲାର ଫେରାଇବା ଲାଗି ଭାରତ ସରକାରଙ୍କ ବିରୋଧରେ ଅନ୍ତଃରାଷ୍ଟ୍ରୀୟ ମଧ୍ୟସ୍ଥତା ଅଦାଲତ ଶୁଣାଣି କରିଥିଲେ। ଏହି ଶୁଣାଣି ବିରୋଧରେ ଭାରତ ସରକାର ଚ୍ୟାଲେଞ୍ଜ କରିଥିବା ଜଣାପଡିଛି। ଟିକସ ବିବାଦ ମାମଲାରେ...
ଦୀପ୍ତିଙ୍କୁ ୨ କୋଟିର ପ୍ୟାକେଜ
ହାଇଦ୍ରାବାଦ: ହାଇଦ୍ରାବାଦର ମେଧାବୀ ଛାତ୍ରୀ ଦୀପ୍ତି ନାରକୁଟୀ ଆମେରିକାର ଅଗ୍ରଣୀ ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଗ୍ରେଡ୍-୨ ପୋଷ୍ଟ ପାଇଁ ମନୋନୀତ ହୋଇଛନ୍ତି। ସେ ବାର୍ଷିକ ୨ କୋଟି ଟଙ୍କା ବେତନ ପାଇବେ ବୋଲି ସୂଚନା ମିଳିଛି। ସେ କମ୍ପାନୀର...
ଇପିଏଫ୍ଓରେ ଯୋଡ଼ିହେଲେ ୧୧.୨୨ ଲକ୍ଷ ନୂଆ ସଦସ୍ୟ
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଚଳିତ ମାସ ପ୍ରାୟ ୧୧.୨୨ ଲକ୍ଷ ନୂଆ ସଦସ୍ୟ କର୍ମଚାରୀ ଭବିଷ୍ୟନିଧି ସଂଗଠନ( ଇପିଏଫ୍ଓ)ରେ ଯୋଡ଼ିହୋଇଥିବା ଜଣାପଡ଼ିଛି। ଏହି ସଂଖ୍ୟା ଗତ ମାସ ଅପେକ୍ଷା କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ସଂସ୍ଥା ସହ...
୮୦% ରିଟେଲ ଷ୍ଟୋର ବନ୍ଦ
ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଅର୍ଥ ବ୍ୟବସ୍ଥାକୁ ସଙ୍କଟ ସ୍ଥିତିକୁ ଠେଲି ଦେଇଛି। ଏହାର ପ୍ରଭାବ ମଧ୍ୟ ଦେଶର ରିଟେଲ ଶିଳ୍ପ ଉପରେ ପଡ଼ିଛି। ଫଳରେ ଏହି ଶିଳ୍ପ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ସମସ୍ୟାରେ ଥିବା ଏହି ଶିଳ୍ପ...
ଏବେ ବାଇକ୍-କାର୍ ପାଇଁ କରିହେବ ନୋମିନି…
ନୂଆଦିଲ୍ଲୀ,୨୦।୫: ବ୍ୟାଙ୍କରେ ଖାତା ଖୋଲିବା ସମୟରେ ନୋମିନିର ଆବଶ୍ୟକତା ପଡ଼ିଥାଏ। ଏଭଳି ନିୟମ ଏବେ ବାଇକ୍ ଅବା କାର୍ ପାଇଁ ମଧ୍ୟ କରାଯାଇପାରିବ। କେନ୍ଦ୍ରୀୟ ମୋଟର ଭେହିକିଲ ଆଇନରେ କେତେକ ପରିବର୍ତ୍ତନ କରାଯାଇ ଥିବାରୁ ଏଭଳି ସୁବିଧା ଏବେ ଗାନି...
‘ଆର୍ବିଆଇ ପଦକ୍ଷେପ ଶୀଘ୍ର କାର୍ଯ୍ୟକାରୀ କରାଯାଉ’
ମୁମ୍ବାଇ: ନିକଟରେ ଘୋଷଣା କରାଯାଇଥିବା ପଦକ୍ଷେପ ସବୁକୁ ବ୍ୟାଙ୍କଗୁଡିକ ଶୀଘ୍ର କାର୍ଯ୍ୟକାରୀ କରାଇବାକୁ ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର କହିଛନ୍ତି। ସେହିଭଳି ବ୍ୟାଙ୍କଗୁଡ଼ିକର ବାଲାନ୍ସ ଶିଟ୍ରେ ରହିଥିବା ସମସ୍ୟାକୁ ମଧ୍ୟ ନଜର ରଖିବାକୁ ସେ ପରାମର୍ଶ ଦେଇଥିବା ଜଣାପଡିଛି।...
ସାର ସବ୍ସିଡି ବୃଦ୍ଧିକଲେ ସରକାର
ନୂଆଦିଲ୍ଲୀ: ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା ତାଙ୍କ ସମ୍ମୁଖରେ ରଖାଯାଇଥିଲା। ବୈଠକରେ ଚାଷୀଙ୍କ ହିତ ଲାଗି ସରକାର ସାର ସବ୍ସିଡି...
ଜିଏସ୍ଟି ରିଫଣ୍ଡ ଲାଗି ସିବିଆଇସିର ପଦକ୍ଷେପ
ମୁମ୍ବାଇ: କ୍ଲିୟର ହୋଇ ପାରି ନ ଥିବା ଜିଏସ୍ଟି ରିଫଣ୍ଡକୁ ତ୍ୱରିତ ଭାବେ ପ୍ରଦାନ କରିବା ଲାଗି କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନିଆଯାଇଛି। ମାସ ଶେଷ ସୁଦ୍ଧା...
ଏୟାରଟେଲ୍ର ମାଗଣା ପ୍ୟାକ୍
ମୁମ୍ବାଇ: ଏୟାରଟେଲ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ବିଶେଷ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ୫୫ ନିୟୁତରୁ ଅଧିକ ନିମ୍ନ ଆୟବର୍ଗର ଗ୍ରାହକଙ୍କୁ ଏହାର ୪୯ ଟଙ୍କାର ପ୍ୟାକ୍ ମାଗଣାରେ ଯୋଗାଇଦେବ। ଏହା ୨୮ ଦିନର ବୈଧତା ସହିତ ୩୮...
ଜିଡିପି ୯% ରହିବ: କେୟାର ରେଟିଂ
ଭୁବନେଶ୍ୱର: କରୋନା ମହାମାରୀର ୨ୟ ଲହର ଭାରତ ବଜାର ଉପରେ ଗଭୀର ପ୍ରଭାବ ପକାଇଛି। ସଂକ୍ରମଣକୁ ରୋକିବା ପାଇଁ ଦେଶ ମଧ୍ୟରେ ଲକ୍ଡାଉନ ଓ ଶଟ୍ଡାଉନ ଜାରି ହୋଇଛି। ଏଭଳି ସ୍ଥିତିରେ ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଦେଶର ଜିଡିପି ପ୍ରାୟ...
Archives


