ବାଣିଜ୍ୟ

ମାଲାବାର ପକ୍ଷରୁ ଛାତ୍ରୀ ବୃତ୍ତି ପ୍ରଦାନ

ଭୁବନେଶ୍ୱର,୪।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ର ଓଡ଼ିଶା ୟୁନିଟ୍‌ (ଭୁବନେଶ୍ୱର)ର ଶହୀଦନଗର ଷ୍ଟୋର ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧, କମଳା ନେହେରୁ ମହିଳା ମହାବିଦ୍ୟାଳୟ (କେଏନ୍‌ଡବ୍ଲ୍ୟୁସି)ର କ୍ୟାମ୍ପସ ପରିସରରେ ବୁଧବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।…

ଫଚ୍ୟୁନ୍‌ ଗ୍ଲୋବାଲ ୫୦୦ ତାଲିକାରେ ଏଲ୍‌ଆଇସି

ନୂଆଦିଲ୍ଲୀ, ୪ା୮ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ଜୀବନ ବୀମା ନିଗମ (ଏଲ୍‌ଆଇସି) ଫର୍ଚ୍ୟୁନ୍‌ ଗ୍ଲୋବାଲ ୫୦୦ ତାଲିକାରେ ସ୍ଥାନିତ ହୋଇଛି। ନିକଟରେ ଶେୟାର ବଜାରରେ ପଞ୍ଜୀକୃତ ହୋଇଥିବା ଏଲ୍‌ଆଇସି ଚଳିତ ଆର୍ଥିକ ବର୍ଷରେ ୯୭.୨ ବିଲିୟନ ଡଲାର ରାଜସ୍ବ…

ରଞ୍ଜିତ ରଥ ଅଏଲ ଇଣ୍ଡିଆ ସିଏମ୍‌ଡି

ନୂଆଦିଲ୍ଲୀ, ୪ା୮: ଦେଶର ଦ୍ୱିତୀୟ ବୃହତ୍ତମ ତୈଳ ଓ ବାଷ୍ପ ଉତ୍ପାଦନକାରୀ ସଂସ୍ଥା ଅଏଲ ଇଣ୍ଡିଆର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ରଞ୍ଜିତ ରଥ ନିଯୁକ୍ତି ପାଇଛନ୍ତି। ଆଇଆଇଟି ବମ୍ବେ, ଆଇଆଇଟି ଖଡଗପୁର ଓ ଉତ୍କଳ ୟୁନିଭର୍ସିଟିର ପୂର୍ବତନ ଛାତ୍ର ରଞ୍ଜିତ…

ମାଇଁ ମେଡିସିନ ପଲିକ୍ଲିନିକ ଉଦ୍‌ଘାଟିତ

ଭୁବନେଶ୍ୱର,୩ା୮: ସ୍ବଳ୍ପ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ସହ ଅର୍ଥାଭାବରୁ ବଞ୍ଚିତ ହେଉଥିବା ଲୋକମାନଙ୍କ ପାଖରେ ଚିକିତ୍ସା ସୁବିଧା ଯୋଗାଇଦେବାର ଲକ୍ଷ୍ୟ ନେଇ ମାଇଁ ମେଡିସିନ ପଲିକ୍ଲିନିକର ଶୁଭାରମ୍ଭ ସ୍ଥାନୀୟ ଲୁଇସ୍‌ ରୋଡ୍‌ଠାରେ ଆରମ୍ଭ ହୋଇଯାଇଛି। ଏଠାରେ ପ୍ରାୟ ସବୁ ବିଭାଗର ବହୁ…

କାଜଲ ଅଗ୍ରୱାଲ ମୋବିଲାର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ

ନୂଆଦିଲ୍ଲୀ,୩ା୮: ଅଗ୍ରଣୀ ମୋବାଇଲ ଆସେସୋରିଜ ବ୍ରାଣ୍ଡ ମୋବିଲାର ମାର୍କେଟିଂ ଓ ବ୍ରାଣ୍ଡିଂ ପଦକ୍ଷେପ ମାଧ୍ୟମରେ ଏହାର ବଜାର ସ୍ଥିତିକୁ ମଜଭୁତ କରିବାରେ ଲାଗିଛି। କମ୍ପାନୀର ସ୍ଥିତିକୁ ଅଧିକ ମଜଭୁତ କରିବା, ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଓ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ…

ଜୁଲାଇରେ ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୩ା୮: ଜୁଲାଇରେ ଭାରତର ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି ପାଇଛି। ସେହିଭଳି ରପ୍ତାନିରେ କ୍ରମାଗତ ହ୍ରାସ ଏବଂ ବିକଶିତ ଅର୍ଥନୀତିରେ ବିମୁଦ୍ରୀକରଣର ଧାରା ଓ ବାଣିଜ୍ୟ ଦ୍ରବ୍ୟର ବୃଦ୍ଧି ଘଟାଇଛି। ମଙ୍ଗଳବାର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଜୁଲାଇରେ…

ଓଏମ୍‌ସିରେ ନିରାପତ୍ତା ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୩ା୮: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ସେଫ୍ଟି କନ୍‌କ୍ଲେଭ-୨୨’ ଶୀର୍ଷକ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିଗମର ଅଧ୍ୟକ୍ଷ ଡି. କେ. ସିଂହ ଓ ଏମ୍‌ଡି ବଲ୍‌ୱନ୍ତ ସିଂହ ସମ୍ମାନିତ ଅତିଥି…

୫ଜି ନେଟ୍‌ୱର୍କ ପ୍ରଚଳନ ପାଇଁ ପ୍ରସ୍ତୁତ ହେଉଛି ଜିଓ

ମୁମ୍ବାଇ,୩ା୮: ଦେଶର ସର୍ବବୃହତ୍‌ ଟେଲିକମ୍‌ ସେବା ବା ଡିଜିଟାଲ ସେବା ଯୋଗାଣକାରୀ କମ୍ପାନୀ ଜିଓ, ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଦ୍ୱାରା ପରିଚାଳିତ ୫ଜି ନିଲାମରେ ଭାଗନେଇ ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬…

ପ୍ରକୃତି ଆମର ସଂସ୍କୃତିର ପରିଚୟ: ରାମଦେବ

ନୂଆଦିଲ୍ଲୀ,୩ା୮: ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ ଏବଂ ପତଞ୍ଜଳି ବିଶ୍ୱବିଦ୍ୟାଳୟ ହରିଦ୍ୱାରର ମିଳିତ ପ୍ରୟାସରେ ୪ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ନିକଟରେ ଆରମ୍ଭ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ୨ୟ ଦିନରେ ପାରମ୍ପରିକ ଭାରତୀୟ ଚିକିତ୍ସାର ଆଧୁନିକୀକରଣ, ଜନସ୍ବାସ୍ଥ୍ୟ ଏବଂ ଶିଳ୍ପ ଦୃଷ୍ଟିକୋଣ ଶୀର୍ଷିକ…

ଜୁନ୍‌ରେ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟସଆପ୍‌ ଆକାଉଣ୍ଟ୍‌ ନିଷିଦ୍ଧ…

ନୂଆଦିଲ୍ଲୀ, ୨।୮ : ଜୁନ ୨୦୨୨ରେ ହ୍ଟାଟସ୍‌ଆପ୍‌ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଛି। ବ୍ୟବହାରକାରୀଙ୍କଠାରୁ ଆସିଥିବା ଅଭିଯୋଗ ଆଧାରରେ ଏବଂ ନୀତିକୁ ଉଲ୍ଲଂଘନକୁ ଚିହ୍ନଟ କରିବା ନେଇ ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

‘ପାରମ୍ପରିକ ଭାରତୀୟ ଔଷଧର ଆଧୁନିକୀକରଣ’

ନୂଆଦିଲ୍ଲୀ,୨।୮ ଦେଶର ପ୍ରମୁଖ ଘରୋଇ ଅନୁଷ୍ଠାନ ‘ପତଞ୍ଜଳି ଅନୁସନ୍ଧାନ ଫାଉଣ୍ଡେଶନ’ ହରିଦ୍ୱାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବର୍ତ୍ତମାନର ଚିକିତ୍ସା ବ୍ୟବସ୍ଥାକୁ ‘ପାରମ୍ପରିକ ଭାରତୀୟ ଔଷଧର ଆଧୁନିକୀକରଣ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ୪ ଦିନିଆ ଜାତୀୟ ସ୍ତରର କର୍ମଶାଳା ସୋମବାରଠାରୁ ଆରମ୍ଭ ହୋଇଯାଇଛି।…

ମହାମାରୀ ସତ୍ତ୍ୱେ ଏଫ୍‌ଡିଆଇ ଦେଶରେ ଆକର୍ଷିତ କରିଛି: ୫ ରାଜ୍ୟକୁ ସର୍ବାଧିକ

ନୂଆଦିଲ୍ଲୀ,୨୯।୭ ଭାରତର ଉତ୍ପାଦନ ସେକ୍ଟର ୨୦୨୧-୨୨ ଆର୍ଥିକ ବର୍ଷରେ ୨୧.୩୪ ବିଲିୟନ ଡଲାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକର୍ଷିତ କରିଛି। ଏହା ପୂର୍ବବର୍ଷ ତୁଳନାରେ ୭୬ ପ୍ରତିଶତ ଅଧିକ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୦-୨୧ରେ ଏଫ୍‌ଡିଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?