ଓଡ଼ିଶାରେ ଜିଓ ଫାଇବର ସମ୍ପ୍ରସାରିତ ଜାରି
ଭୁବନେଶ୍ୱର,୮।୮: ଦେଶର ପ୍ରମୁଖ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀ କମ୍ପାନୀ ଜିଓ ତା’ର ଫାଇବର ସଂଯୋଗ ଓଡ଼ିଶାର ୩୫ରୁ ଅଧିକ ସହର ଓ ନଗରରେ ଉପଲବ୍ଧ କରାଇଛି। ଏପରିକି ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା ଏବଂ ବଡବିଲ ସହରର ପ୍ରମୁଖ ଅଞ୍ଚଳରେ…
ସୋଆ ପକ୍ଷରୁ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୮।୮: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୦ ନିମନ୍ତେ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର…
ଏୟାର ଇଣ୍ଡିଆରେ ସାମିଲ ହେବ ଆଉ ୧୦ ବିମାନ
ନୂଆଦିଲ୍ଲୀ,୮।୮: କୋଭିଡ କଟକଣା ଓ ଅନ୍ୟାନ୍ୟ କାରଣ ପାଇଁ ଏୟାର ଇଣ୍ଡିଆ ସଞ୍ଚାଳନରୁ ବାହାରେ ଥିବା ୧୦ ବୃହତ୍ ବିମାନଙ୍କୁ ପୁଣି ଥରେ ସେବାରେ ନିୟୋଜିତ କରାଯିବ ବୋଲି ରବିବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ୨୦୨୩ ପୂର୍ବରୁ କିମ୍ବା…
କ୍ଷତି ସହୁଛନ୍ତି ତୈଳ କମ୍ପାନୀ
ନୂଆଦିଲ୍ଲୀ,୮।୮: ଗତ କିଛି ମାସ ହେବ ସାରା ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଘଟିନାହିଁ। ଫଳରେ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକର କ୍ଷତି ପରିମାଣ ୧୮,୪୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନିକଟରେ ତୈଳ କମ୍ପାନୀଗୁଡିକ…
ଆଲେକ୍ସାର ନୂଆ ନଁ। ‘ଜିଗି’
ଲଣ୍ଡନ,୮।୮: ମଲ୍ଟି ନ୍ୟାଶନାଲ ଟେକ୍ନୋଲଜି କମ୍ପାନୀ ଆମାଜନ୍ ଇକୋ ଡିଭାଇସ୍ ଆଲେକ୍ସାର ଆଉ ଏକ ନାମ ବା ଓ୍ବେକ୍ ଓ୍ବାର୍ଡ ସ୍ଥିର କରିଛି। ଏହି ନୂଆ ଓ୍ବେକ୍ ଓ୍ବାର୍ଡଟି ହେଉଛି ‘ଜିଗି’। ଇକୋ ଡିଭାଇସ୍ ଆଲେକ୍ସାର ଏହା ହେଉଛି ପଞ୍ଚମ ଓ୍ବେକ୍…
ୟେସ୍ ବ୍ୟାଙ୍କର ପ୍ରମୁଖ ବଜାର ଓଡ଼ିଶା
ଭୁବନେଶ୍ୱର,୭।୮: ବହୁ ବାଦବିବାଦ ପରେ ୟେସ୍ ବ୍ୟାଙ୍କ ତା’ର ନୂତନ ବୋର୍ଡ ଜରିଆରେ ସାରା ଦେଶରେ ବ୍ୟାଙ୍କିଙ୍ଗ୍ ସେବା ପୂର୍ବପରି ଜାରି ରଖିଛି। ନିକଟରେ ବ୍ୟାଙ୍କ ତା’ର ଶାଖା ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ପଟିଆ ଅଞ୍ଚଳରେ ଏକ ନୂତନ ଶାଖାର ଶୁଭାରମ୍ଭ…
ଏଲ୍ ଆଣ୍ଡ ଟି ସହ ଡ୍ରିମ୍ସର ଚୁକ୍ତିନାମା ସ୍ବାକ୍ଷର
ଭୁବନେଶ୍ୱର,୭।୮: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଡ୍ରିମ୍ସ ଏବଂ ଏଲ୍ ଆଣ୍ଡ ଟି ଏଡୁଟେକ୍ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଇଞ୍ଜିନିୟରିଂ ଛାତ୍ରମାନଙ୍କ ପାଇଁ ଶିଳ୍ପକୈନ୍ଦ୍ରିକ ପାଠ୍ୟକ୍ରମ ପ୍ରଦାନ କରିବା ପାଇଁ ଏହି ଚୁକ୍ତିନାମା କରାଯାଇଛି। ଡ୍ରିମ୍ସ ସ୍ବୟଂଶାସିତ ଇଞ୍ଜିନିୟରିଂ…
ଆଭା ଶକ୍ତି ମହିଳାଙ୍କୁ ଏକ ସ୍ବତନ୍ତ୍ର ଓଡ଼ିଆ ପରିଚୟ
ଭୁବନେଶ୍ୱର,୭।୮: ଓଡ଼ିଶା ସରକାର ଓ ଟାଟା ପାୱାରର ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସକୁ ଆଖି ଆଗରେ ରଖି ଶନିବାର ସ୍ଥାନୀୟ ରାଜ୍ୟ ସଚିବାଳୟ (ଲୋକସେବା ଭବନ)ଠାରେ ଆୟୋଜିତ ଏକ ସ୍ବତନ୍ତ୍ର…
ରୁଚି-ଫ୍ରୋଜିଟ୍ର ୨ ନୂଆ ଆଉଟ୍ଲେଟ୍
ଭୁବନେଶ୍ୱର,୭।୮: ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡ଼ିଶାର ୧ନଂ. ମସଲା ଉଦ୍ୟୋଗ ରୁଚି ଦ୍ୱାରା ପରିଚାଳିତ ଫ୍ରୋଜିଟ୍ର ୨ଟି ନୂଆ ଫୁଡ୍ ଆଉଟ୍ଲେଟ୍ ଶନିବାର ସ୍ଥାନୀୟ ପୁରୀଘାଟ ଓ ରାମଦାସପୁରଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଓଲିଉଡ୍…
୨୨ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ କଟନ ଫାବ୍
ଭୁବନେଶ୍ୱର,୭।୮: ୧୩ ତମ କଟନ ଫାବ୍ ମେଳାର ଚାହିଦା ଓ ଲୋକଙ୍କ ଉତ୍ସାହକୁ ନଜରରେ ରଖି ଆୟୋଜକଙ୍କ ପକ୍ଷରୁ ପ୍ରଦର୍ଶନୀର ସମୟସୀମାକୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଜାରି ରହିଥିବା କଟନ ଫାବ୍-୨୦୨୨ରେ ପାରମ୍ପରିକ ହସ୍ତତନ୍ତ…
ନୋକିଆ ୮୨୧୦ ୪ଜି ଉନ୍ମୋଚିତ
ନୂଆଦିଲ୍ଲୀ ,୭।୮: ଏଚ୍ଏମ୍ଡି ଗ୍ଲୋବାଲ ପକ୍ଷରୁ ଭାରତରେ ନୂଆ ନୋକିଆ ୮୨୧୦ ୪ଜିକୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ସ୍ମରଣୀୟ ଡିଜାଇନ୍, ଦୀର୍ଘସ୍ଥାୟିତ୍ୱ ଓ ଲମ୍ବା ବ୍ୟାଟେରି ଜୀବନର ମିଶ୍ରଣ ଓ ଏଥିରେ ବଡ଼ ଡିସ୍ପ୍ଲେ, ଏକ ଏମ୍ପି ୩ ପ୍ଲେୟାର…
ଏମ୍ଏସ୍ଏ ସହ ଓଏମ୍ଇସିଏଲ୍ର ଚୁକ୍ତିନାମା
ଭୁବନେଶ୍ୱର,୬।୮: ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାରେ ପରିଚାଳିତ ‘ଓଡ଼ିଶା ମିନେରାଲ୍ ଏକ୍ସପ୍ଲୋରେଶନ କର୍ପୋରେଶନ ଲିମିଟେଡ୍ (ଓଏମ୍ଇସିଏଲ୍) ଏବଂ କନ୍ସୋର୍ଟିୟମ୍ ଏମ୍ଏସ୍ଓ ସହ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଫଳସ୍ବରୂପ ରାଜ୍ୟରେ ବିଭିନ୍ନ ଖଣିଜ ପଦାର୍ଥର ନିଲାମ ଯୋଗ୍ୟ ଖଣିଜ ଜମା ଅନୁସନ୍ଧାନକୁ…

