ଫ୍ଲାଗ୍ କୋଡ୍ ସଂଶୋଧନ ସୁଦୂରପ୍ରସାରୀ : ନବୀନ
ଭୁବନେଶ୍ୱର,୨୬।୭: ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ପ୍ରତୀକ ତ୍ରିରଙ୍ଗାକୁ ଉତ୍ତୋଳନ କରିବାର ଅଧିକାର ନିକଟରେ ଜନସାଧାରଣଙ୍କୁ ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆର ସଂଶୋଧନକୁ ନବୀନ ଜିନ୍ଦଲ ସ୍ବାଗତ କରିବା ସହ ବର୍ତ୍ତମାନ ଏହାକୁ ନିଜ ଘର…
୩୦୬ ପଏଣ୍ଟ ଖସିଲା ସେନ୍ସେକ୍ସ
ନୂଆଦିଲ୍ଲୀ,୨୬।୭: ଗତ କିଛି ମାସ ହେବ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାରଣ ଯୋଗୁ ଭାରତୀୟ ଶେୟାର ବଜାରର କାରବାର ଉପର ତଳ ହେଉଛି। ଫଳରେ କେଉଁ ସପ୍ତାହରେ ବଜାର କାରବାର ଭଲ ରହୁଥିବା ବେଳେ ଆଉ କେଉଁ ସପ୍ତାହରେ ଖରାପ…
ବିଲ ଗେଟ୍ସଙ୍କୁ ପଛରେ ପକାଇ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ
ନୂଆଦିଲ୍ଲୀ,୨୧।୭: ଭାରତର ସବୁଠାରୁ ଧନୀ ଶିଳ୍ପପତି ଗୌତମ ଆଦାନୀ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇଛନ୍ତି। ଏହି କ୍ରମରେ ସେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ପଛରେ ପକାଇଛନ୍ତି। ଏବେ କେବଳ ଏଲୋନ ମସ୍କ, ବର୍ନାଡ ଆନାଲ୍ଟ ଏବଂ ଜେଫ ବେଜୋସ…
ବିମାନ କମ୍ପାନୀଙ୍କୁ ୨୮ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଲେ ଡିଜିସିଏ…
ନୂଆଦିଲ୍ଲୀ, ୧୯।୭ : ଉଡ଼ାଣ ସମୟରେ ବିମାନରେ ଘଟୁଥିବା ତ୍ରୁଟି କ୍ରମାଗତ ବଢ଼ିବାରେ ଲାଗିଛି। ଏସମ୍ପର୍କରେ ଡିଜିସିଏ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଡିଜିସିଏ ଜୁଲାଇ ୨୮ ପର୍ଯ୍ୟନ୍ତ ସମସ୍ତ ବିମାନ କମ୍ପାନୀକୁ ସମୟ ଦେଇଛି । ପ୍ରତ୍ୟେକ ବିମାନ ଉଡ଼ାଣ…
ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ
ନୂଆଦିଲ୍ଲୀ,୧୯।୭: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବକାଳୀନ ଦୁର୍ବଳ ହୋଇଛି। ମଙ୍ଗଳବାର ବଜାର ୭୯.୯୯ରେ ଖୋଲିବା ପରେ ଡଲାର ତୁଳନାରେ ଟଙ୍କା ୮୦.୦୨ ରେ ପହଞ୍ଚିଥିଲା। ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ଏହାର ପ୍ରଭାବ ଭାରତୀୟ…
ଆଜିଠୁ ପରିବର୍ତ୍ତିତ ଜିଏସ୍ଟି
ଭୁବନେଶ୍ୱର,୧୮ା୭: ଗତ କିଛି ଦିନ ତଳେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) କାଉନସିଲ ବୈଠକର ନିଷ୍ପତ୍ତି ଅନୁସାରେ ଜୁଲାଇ ୧୮ରୁ ସାରା ଦେଶରେ ନୂଆ ପରୋକ୍ଷ କର ହାର ଲାଗୁ ହେବାକୁ ଯାଉଛି। ଫଳରେ ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୂର୍ବ…
୪,୩୮୯ କୋଟିର ଆମଦାନୀ ଶୁଳ୍କ ଠକେଇ: ଓପୋକୁ ନୋଟିସ
ନୂଆଦିଲ୍ଲୀ, ୧୪ା୭: ଚାଇନା ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ଓପୋକୁ ୪,୩୮୯ କୋଟି ଟଙ୍କା ଆମଦାନୀ ଶୁଳ୍କ ଠକେଇ ଅଭିଯୋଗରେ ଭାରତ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା…
ମହଙ୍ଗା ପଡୁଛି ଅନ୍ଲାଇନରୁ ଖାଦ୍ୟ ମଗାଇବା
ନୂଆଦିଲ୍ଲୀ : ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସବୁ ବର୍ଗର ଲୋକ ମୋବାଇଲ ଜରିଆରେ ଅନ୍ଲାଇନରେ ଖାଦ୍ୟ ମଗାଇବାକୁ ଖୁବ୍ ପସନ୍ଦ କରୁଛନ୍ତି। ଏପରିକି ଦେଶର ପ୍ରମୁଖ ଫୁଡ୍ ଡେଲିଭରିଂ ସଂସ୍ଥାଗୁଡ଼ିକ ମଧ୍ୟ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ସେବା ଯୋଗାଇ ଦେଉଛନ୍ତି। ହେଲେ…
ଏନ୍ବିସିସିର ପୂର୍ବତନ ଅଧିକାରୀଙ୍କ ଘରେ ଆୟକର ଚଢ଼ାଉ
ନୂଆଦିଲ୍ଲୀ,୧୦।୭: ଜାତୀୟ ବିଲ୍ଡିଂ ନିର୍ମାଣ କର୍ପୋରେଶନ (ଏନ୍ବିସିସି)ର ପୂର୍ବତନ ସିଜିଏମ୍ ଡି.କେ.ମିତ୍ତଲଙ୍କ ଘରେ ଶନିବାର ଆୟକର ବିଭାଗ ଚଢ଼ାଉ କରିଛି। ଏପରିକି ଚଢ଼ାଉ ସମୟରେ ତାଙ୍କ ଘରୁ ନଗଦ କୋଟି କୋଟି ଟଙ୍କା, ଅଳଙ୍କାର, ଏବଂ ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ ମିଳିଥିବା…
ଅକ୍ଟୋବରରେ ଦରଦାମ୍ ବୃଦ୍ଧିରୁ ମିଳିପାରେ ମୁକ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା…
ନୂଆଦିଲ୍ଲୀ, ୯।୭ : ଅକ୍ଟୋବର ୨୦୨୨ରୁ ସାଧାରଣ ଲୋକ ଦରଦାମ୍ ବୃଦ୍ଧିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ…
ପ୍ରତିରକ୍ଷା ରପ୍ତାନୀରେ ଭାରତର ରେକର୍ଡ, ଗୋଟିଏ ବର୍ଷରେ ୧୩ ହଜାର କୋଟି ଛୁଇଁଲା…
ନୂଆଦିଲ୍ଲୀ, ୯।୭ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଭାରତର ପ୍ରୟାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶେଷ କରି ଘରୋଇ ଟେକ୍ନୋଲୋଜିର ବିକାଶ ଏବଂ ଏହାକୁ ବିଶ୍ୱସ୍ତରୀୟ କରିବା ଉଦ୍ୟମ ଅନ୍ତର୍ଗତ ଦେଶର ପ୍ରତିରକ୍ଷା କ୍ଷେତ୍ର କ୍ରମାଗତ ଭାବେ ଅଗ୍ରଗତି କରୁଛି।…
ହାଇକୋର୍ଟର ଦ୍ୱାରସ୍ଥ ହେଲା ‘ଭିଭୋ’
ନୂଆଦିଲ୍ଲୀ,୮।୭: ଇଡି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ‘ଭିଭୋ ଇଣ୍ଡିଆ’। କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ସିଜ କରିବା ପ୍ରତିବାଦରେ ହାଇକୋର୍ଟରେ ଅଭିଯୋଗ କରିଛି ଭିଭୋ। କମ୍ପାନୀ ପକ୍ଷରୁ ମାମଲା ଲଢୁଥିବା ଓକିଲ ସିଦ୍ଧାର୍ଥ ଲୁଥ୍ରା କୋର୍ଟଙ୍କୁ ଜଣାଇଛନ୍ତି, ଭାରତରେ ଭିଭୋର…

