ରାଜ୍ୟରେ ବେଲଗାମ ପେଟ୍ରୋଲ ଦର: ସବୁଠି ୧୦୦ ଟପିଛି
ଭୁବନେଶ୍ୱର,୫।୭: ଦିନକର ବିରତି ପରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ସାରା ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି। ସେହିଭଳି କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନୂଆପଡ଼ା,...
ହୋଣ୍ଡା କାର୍ ଦର ବଢ଼ିବ
ନୂଆଦିଲ୍ଲୀ, ୫।୭:: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ ଭାରତରେ ଏହାର ବିଭିନ୍ନ ମଡେଲ କାର ଦର ବଢାଇବାକୁ ଯାଉଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କଞ୍ଚାମାଲ ଦର ବଢିବା ଯୋଗୁ ଏଭଳି ଦର ବୃଦ୍ଧି...
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଓସିଆ’ର ବିରୋଧ
ଭୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କୁ ଏମ୍ଏସ୍ଏମ୍ଇ ବର୍ଗରେ ସାମିଲ କରି ସରକାରଙ୍କ ସହାୟତା ପ୍ରଦାନ ପାଇଁ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ଓଡ଼ିଶା କ୍ଷୁଦ୍ର...
ଆର୍ବିଆଇ ନୋଟ ପ୍ରିଣ୍ଟ ନ କରୁ
ମୁମ୍ବାଇ: ସରକାରଙ୍କ ବିତ୍ତୀୟ ନିୟଣ୍ଟ (ସରକାରଙ୍କ ଆୟ-ବ୍ୟୟ ମଧ୍ୟରେ ପାର୍ଥକ୍ୟ)କୁ କମ୍ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ନୋଟ୍ ପ୍ରିଣ୍ଟ ନ କରୁ। ଏହା ବିତ୍ତୀୟ ଅପବ୍ୟୟ ହେବ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ପିନାକୀ ଚକ୍ରବର୍ତ୍ତୀ ରବିବାର...
୧୩,୨୬୨ କୋଟିର ଏଫ୍ପିଆଇ ନିବେଶ
ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ)ଙ୍କ ନିବେଶ ଜୁନ ମାସରେ ୧୩,୨୬୨ କୋଟି ଟଙ୍କା ରହିଛି। ବିଦେଶୀ ନିବେଶକମାନେ ଭାରତୀୟ ବଜାରରେ ନିବେଶ ଧାରା ଜାରି ରଖିଛନ୍ତି। କୋଭିଡ୍ ମାମଲା କମୁଥିବା ବେଳେ ଅର୍ଥ ବ୍ୟବସ୍ଥା ଖୋଲିବା...
ସଂକ୍ରମଣରେ ବଢ଼ିଛି ଡିଜିଟାଲ କାରବାର
ନୂଆଦିଲ୍ଲୀ: କୋଭିଡ୍-୧୯ ଯୋଗୁ ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଛି। ମନରେ ସଂକ୍ରମଣର ଭୟ ରହିଥିବାରୁ ଲୋକମାନେ ଘରୁ କମ୍ ବାହାରିବା ସହ ସିଧାସଳଖ ଆଗ ଭଳି କୌଣସି କାରବାର କରୁନାହାନ୍ତି। ଫଳରେ ଲୋକମାନେ...
୨୦ଦିନରେ ହ୍ରାସ ପାଇଛି ୧୯ ବିଲିୟନ ଡଲାର, ଟପ୍-୨୦ ଧନୀ ତାଲିକାରୁ ଆଦାନୀ ବାଦ୍
ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କର ପ୍ରାୟ ୧୯ ବିଲିୟନ ଡଲାର (୧୮.୮) ସମ୍ପତ୍ତି ବିଭିନ୍ନ କାରଣ ଯୋଗୁ ହ୍ରାସ ପାଇଛି। ଫଳରେ ସେ ବିଶ୍ବ ଧନୀ ତାଲିକାରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି। ଫୋର୍ବସ୍ ପକ୍ଷରୁ ପ୍ରକାଶିତ ରିଅଲ ଟାଇମ ବିଲିୟନେୟାର୍ସରେ...
ଏଫ୍ଡି ଉପରେ ନିୟମ ବଦଳାଇଲେ ଆର୍ବିଆଇ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଶୁକ୍ରବାର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଓ ନିୟମାବଳୀ ସମ୍ପର୍କିତ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ବ୍ୟାଙ୍କରେ ବିଭିନ୍ନ କାରଣ ଯୋଗୁ ଠିକ୍ ସମୟରେ ଅଭିଯୋଗ ନ ହୋଇପାରିବାରୁ ଅନେକ ସମସ୍ୟା ଉପୁଜିଥିବା ଲକ୍ଷ୍ୟ...
ଜିଓ ପକ୍ଷରୁ ବଡ଼ ଅଫର
ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ସମୟରେ ରିଲାଏନ୍ସ ଜିଓ ତା’ର ଗ୍ରାହକଙ୍କ ପାଇଁ ଆଣିଛି ବଡ଼ ଉପହାର। ଏବେ ଗ୍ରାହକଙ୍କ ଡାଟା ପ୍ୟାକ୍ ଶେଷ ହୋଇଯିବା ପରେ ଆଉ ଚିନ୍ତା କରିବାର ନାହିଁ। ରିଲାଏନ୍ସ ଜିଓ ‘ଏମରଜେନ୍ସି ଡାଟା ଲୋନ୍’ ପ୍ଲାନ୍...
ପ୍ରଥମ ଦଫାରେ ୩ କୋଟି ପୋଷ୍ଟ ଡିଲିଟ୍
ନୂଆଦିଲ୍ଲୀ: ଦେଶର ଗରିମା ଓ ସଭ୍ୟତା ସହ ସଂସ୍କୃତିକୁ ସୁରକ୍ଷା ଦେବା ହେଉଛି ସରକାରଙ୍କ କାମ। ଭାରତର ଗରିମାକୁ ନଷ୍ଟ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଗତ କିଛି ବର୍ଷ ହେବ ବିଭିନ୍ନ...
୨୦୦ ସହରରେ ପେଟିମ୍ ଦେବ ୫୦ କୋଟିର କ୍ୟାସ୍ବ୍ୟାକ୍…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅନ୍ଲାଇନ୍ରେ ଡିଜିଟାଲ କାରବାର କରିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ପେଟିମ୍ ଏହାର ୟୁଜରମାନଙ୍କ ପାଇଁ ୫୦ କୋଟି ଟଙ୍କାର କ୍ୟାସ୍ବ୍ୟାକ୍ ଘୋଷଣା କରିବାକୁ ଯାଉଥିବା କମ୍ପାନୀର ସିଇଓ ବିଜୟ...
ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ ଦର
ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ୧୦୦ ଟପିଛି ପେଟ୍ରୋଲ ଦର। ତେବେ ଡିଜେଲ ଦର ବଢ଼ି ନ ଥିବା ଜଣାପଡ଼ିଛି। ପେଟ୍ରୋଲ ଲିଟର ପିଛା ୧୦୦.୦୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୭.୨୫ ଟଙ୍କା ରହିଛି।...
Archives


