ପୂର୍ବାଞ୍ଚଳର ଶକ୍ତି ଉତ୍ପାଦନ ୮% ବୃଦ୍ଧି
କୋଲକାତା,୧୮ା୧୦: ଚଳିତ ଆର୍ଥତ୍କ ବର୍ଷ ଅକ୍ଟୋବର ସୁଦ୍ଧା ଦେଶର ପୂର୍ବ ଭାଗରେ ଶକ୍ତି ଉତ୍ପାଦନ ୮.୪୮% ଅଭିବୃଦ୍ଧି ଘଟିଛି। ଅପରପକ୍ଷରେ ଅନ୍ୟ ପ୍ରାନ୍ତଗୁଡ଼ିକରେ ଶକ୍ତି ଉତ୍ପାଦନ ୫%କମିଥିବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି ଡାଟାରୁ ଜଣାପଡିଛି। ସାରା ଦେଶରେ ତାଜପ ବିଦ୍ୟୁତ ଶକ୍ତି...
ଏଫ୍ପିଆଇ ଉଠାଇ ନେଲେ ୧୪୭୨ କୋଟି
ମୁମ୍ବାଇ,୧୮ା୧୦: ଚଳିତ ମାସ ଅଦ୍ୟାବଧି ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ)ମାନେ ଦେଶର ପୁଞ୍ଜି ବଜାରରୁ ୧୪୭୨ କୋଟି ଟଙ୍କା ଉଠାଇ ନେଇଛନ୍ତି। ଏହାର ପୂର୍ବ ୨ ମାସରେ ନିବେଶକମାନେ ନେଟ୍ ଭିତ୍ତିରେ ନିବେଶ କରିଥିଲେ। ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ...
ଦୃଢ଼ ହେଉଛି ଆର୍ଥିକ ସୁଧାର ପ୍ରକ୍ରିୟା
ନୂଆଦିଲ୍ଲୀ,୧୮ା୧୦: କରୋନା ଦ୍ୱାରା ପ୍ରଭାବିତ ଭାରତୀୟ ଅର୍ଥ ବ୍ୟବସ୍ଥାର ସୁଧାର ପ୍ରକ୍ରିୟା ଦୃଢ଼ ହେଉଛି। ଘରୋଇ ବଜାରର ଚାହିଦାରେ ଉନ୍ନତି ଆସିଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ କୋଭିଡ୍ ପୂର୍ବ ସ୍ଥିତିକୁ ଫେରିଥିବା ବର୍ହିବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ରବିବାର କହିଛନ୍ତି।...
ଏକ ଯୋଡ଼ା ବିଶେଷ ଟ୍ରେନ୍ର ଚଳାଚଳ ବାତିଲ
ଭୁବନେଶ୍ୱର,୧୭।୧୦: ରାଜ୍ୟରେ କୋଭିଡ୍ ସଂକ୍ରମଣର ସଂଖ୍ୟା ବୃଦ୍ଧି ସହ କେତେକ ଟ୍ରେନ୍ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକ ଯୋଡ଼ା ବିଶେଷ ଟ୍ରେନ୍ର ଚଳାଚଳକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୍ର ଚଳାଚଳ...
ବିଶ୍ୱ ଋଣ ଭାର ୨୨୬ ଲକ୍ଷ କୋଟି
ନୂଆଦିଲ୍ଲୀ,୧୭।୧୦: କୋଭିଡ୍-୧୯ ଯୋଗୁ ସାରା ବିଶ୍ୱ ବିଭିନ୍ନ କ୍ଷେତ୍ରରେ ମାନ୍ଦା ରହିବା ସାଙ୍ଗକୁ ଅନେକ ସମସ୍ୟା ଦେଇ ଗତି କରିଛି। ସେହିଭଳି ସଂକ୍ରମଣରୁ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ସହିତ ଆର୍ଥିକାବସ୍ଥାର ଉନ୍ନତି ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହାକୁ...
ଲିଟର ପିଛା ୧୧୧ ଛୁଇଁଲା ପେଟ୍ରୋଲ ଦର
ନୂଆଦିଲ୍ଲୀ, ୧୭।୧୦: କ୍ରମାଗତ ଭାବେ ବଢ଼ିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର। ରବିବାର ପୁଣି ତୈଳ ଦାମ ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ...
ମାଲବାର ପକ୍ଷରୁ ଚେନ ଆଣ୍ଡ୍ ବେଙ୍ଗଲ ଫେଷ୍ଟିଭାଲର ଶୁଭାରମ୍ଭ
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଦେଶର ପ୍ରମୁଖ ସୁନା ଏବଂ ହୀରା ଅଳଙ୍କାର ନିର୍ମାତା ମାଲବାର ଗୋଲ୍ଡ ଏଣ୍ଡ ଡାଏମଣ୍ଡସ୍ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ଚେନ ଏବଂ ବାଙ୍ଗେଲ ଫେଷ୍ଟିଭାଲର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ସହିଦ ନଗର ସ୍ଥିତ ମାଲାବାର ଷ୍ଟୋର ପରିସରରେ...
ପୁଣି ବଢ଼ିଲା ତୈଳଦର, ଭୁବନେଶ୍ୱରରେ…
ନୂଆଦିଲ୍ଲୀ,୧୪।୧୦: ପୁଣି ବଢ଼ିଲା ତୈଳଦର। ଦଶହରାର ଗୋଟିଏ ଦିନ ପୂର୍ବରୁ ଗୁରୁବାର ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ଉଭୟ ତୈଳ ୩୫ ପଇସା ଲେଖାଏ ବଢ଼ିଛି। ଫଳରେ ଲିଟର ପିଛା ପେଟ୍ରୋଲର ଦାମ ୧୦୪.୭୯...
ଘର ଖାଲି କରିବାକୁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ନିର୍ଦ୍ଦେଶ, ହରତାଳ କରିବେ କର୍ମଚାରୀ…
ନୂଆଦିଲ୍ଲୀ,୧୪।୧୦: ଏୟାର ଇଣ୍ଡିଆର ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ଏୟାର ଇଣ୍ଡିଆ ଟାଟା ସନ୍ସଙ୍କ ହାତକୁ ଯିବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆର ୟୁନିଅନ ଧର୍ମଘଟ କରିବାକୁ ଯୋଜନା କରିଛି। ଏୟାର ଇଣ୍ଡିଆର...
ରେକର୍ଡ ସ୍ତରରେ ପୁଞ୍ଜିବଜାର
ମୁମ୍ବାଇ,୧୪।୧୦: ଲଗାତାର ତୃତୀୟ ଦିନ ଲାଗି ଭାରତୀୟ ପୁଞ୍ଜି ବଜାରର କାରବାର ଉର୍ଦ୍ଧ୍ୱଗାମୀ ରହିଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍ଇ) ସେନ୍ସେକ୍ସ ୪୫୨ ପଏଣ୍ଟ ଉର୍ଦ୍ଧ୍ୱରେ ରହି ୬୦,୭୩୭ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି) ୧୭୦...
ମେଟ୍ରୋରେ ଟମାଟୋ କିଲୋ ୭୨
ନୂଆଦିଲ୍ଲୀ,୧୪।୧୦: ଦେଶର ମେଟ୍ରୋ ସହରଗୁଡ଼ିକରେ ଟମାଟୋର ରିଟେଲ ଦର ୭୨ଟଙ୍କା ଛୁଇଁଛି। ଅଦିନିଆ ବର୍ଷା ଯୋଗୁ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ଫସଲ ଉତ୍ପାଦନ ପ୍ରଭାବିତ ହୋଇଛି। ଯୋଗାଣରେ ସମସ୍ୟା ଯୋଗୁ ଟମାଟୋ ଦର ବଢ଼ିଥିବା ଜଣାପଡ଼ିଛି। କୋଲକାତାରେ...
ଏୟାର ଇଣ୍ଡିଆ ପରେ ଏବେ ସିଇଏଲ୍ ପାଳି…
ନୂଆଦିଲ୍ଲୀ,୧୩।୧୦: ଏୟାର ଇଣ୍ଡିଆ ବିକ୍ରି ପରେ ଏବେ ସେଣ୍ଟ୍ରାଲ ଇଲୋକ୍ଟ୍ରୋନିକ୍ସ୍ ଲିମିଟେଡ୍ (ସିଇଏଲ୍) ବିକ୍ରି ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ସିଇଏଲ୍ର ଶତ ପ୍ରତିଶତ ଅଂଶଧନ ଏବଂ ମ୍ୟାନେଜମେଣ୍ଟ୍ କଣ୍ଟ୍ରୋଲ ହସ୍ତାନ୍ତର କରିବା ଲାଗି ଫାଇନାନ୍ସିଆଲ ବିଡ୍ ହାସଲ ହୋଇଛି।...
Archives


