ବାଣିଜ୍ୟ

ଶସ୍ତ୍ର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୦।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଶସ୍ତ୍ର ବିଶ୍ୱବିଦ୍ୟାଳୟ’ର ୩୬ତମ ସମାବର୍ତ୍ତନ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗାନ୍‌ଙ୍କ…

ରାଜସ୍ବ ହରାଉଛନ୍ତି ସରକାର

ଭୁବନେଶ୍ୱର,୧୯।୯: ସାରା ଦେଶରେ ବ୍ୟବସାୟିକ କ୍ଷେତ୍ରରେ କମର୍ସିଆଲ ଗ୍ୟାସ୍‌ ପରିବର୍ତ୍ତେ ଘରୋଇ ଗ୍ୟାସ୍‌ର ବହୁଳ ବ୍ୟବହାର ଯୋଗୁ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ସେହିଭଳି ଉଭୟ ସରକାରଙ୍କ ସମ୍ପୃକ୍ତ ବିଭାଗର ଅବହେଳା…

‘ବୀର୍‌’ ସ୍କିମ୍‌ ଆରମ୍ଭ କଲା ବଜାଜ ଆଲିଆଞ୍ଜ

ନୂଆଦିଲ୍ଲୀ,୧୯।୯: ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ପକ୍ଷରୁ ପ୍ରତିରକ୍ଷା ଓ କେନ୍ଦ୍ରୀୟ ସଶସ୍ତ୍ର ସେନା ବାହିନୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଅଭିଯାନ ‘ବୀର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ସେମାନଙ୍କ ପରିବାରର ଆର୍ଥିକ ସୁରକ୍ଷାକୁ…

ଆଇଡିଏଫ୍‌ସି ଇଣ୍ଡେକ୍ସ ଫଣ୍ଡ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୧୯।୯: ଆଇଡିଏଫ୍‌ସି ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଓପନ୍‌-ଏଣ୍ଡେଡ୍‌ ଇଣ୍ଡେକ୍ସ ସ୍କିମ୍‌ ଆଇଡିଏଫ୍‌ସି ନିଫ୍ଟି ୧୦୦ ଲୋ ଭୋଲାଟିଲିଟି ୩୦ ଇଣ୍ଡେକ୍ସ ଫଣ୍ଡ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ନିଫ୍ଟି୧୦୦ ଲୋ ଭୋଲାଟିଲିଟି ୩୦ଇଣ୍ଡେକ୍ସକୁ ନକଲ କରୁଥିବା ଲାର୍ଜକ୍ୟାପ୍‌ ୟୁନିଭର୍ସରୁ…

ସ୍ବାସ୍ଥ୍ୟଭିତ୍ତିକ ପ୍ଲାଟଫର୍ମ ଅଲିଭ ରିଡ୍‌ଲେର ଶୁଭାରମ୍ଭ

ଭୁବନେଶ୍ୱର,୧୯।୯: ବର୍ତ୍ତମାନ ସମୟରେ ଉଭୟ ଶାରୀରିକ ବିକାଶ ଓ ମାନସିକ ଶାନ୍ତି ପାଇଁ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏପରିକି କିଏ ଜିମ୍‌ ଯାଇ ବ୍ୟାୟାମ କରୁଛି ତ କିଏ ଯୋଗ ଓ ପ୍ରାଣାୟାମ ଆଦି କରୁଛନ୍ତି। ହେଲେ…

ଷଡ଼ଯନ୍ତ୍ର ବିରୋଧରେ ଖୁଲାସା କଲେ ରାମଦେବ

ନୂଆଦିଲ୍ଲୀ,୧୯।୯: ଦେଶର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ପତଞ୍ଜଳିର ସଫଳତାକୁ ସହ୍ୟ ନ କରି ପାରି କିଛି ମିଷ୍ଟଭାଷୀ ଏବଂ କ୍ଷଣ ପ୍ରକୃତିର ସଂସ୍ଥା ଓ ବ୍ୟକ୍ତିବିଶେଷ ପତଞ୍ଜଳି ଆୟୁର୍ବେଦର ଉତ୍ପାଦ ସର୍ମ୍ପକରେ ନାନା ପ୍ରକାରର ଅପପ୍ରଚାର ବିଭିନ୍ନ ପ୍ଲାଟଫର୍ମରେ କରୁଥିବା ପ୍ରତିଷ୍ଠାନର…

ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ନୂଆଦିଲ୍ଲୀ,୧୯।୯: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ପୁନଃ ଆରମ୍ଭ କରାଯାଇଥିବା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ନିକଟରେ ଅନୁଗୋଳ ଜିଲାରେ ପହଞ୍ଚତ୍ଛି। ଏହି ପରିପ୍ରେକ୍ଷୀରେ ଜିଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଆରଆଇଏମଆଇଟିଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।…

ଅଗ୍ରିମ ଟିକସ ଆଦାୟ ୧୭% ବଢ଼ିଛି

ନୂଆଦିଲ୍ଲୀ,୧୯।୯: ଦେଶର ବିକାଶ ଓ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଟିକସ ଆଦାୟ ଏକ ପ୍ରମୁଖ ଅଂଶ ବା ଭୂମିକା ନିର୍ବାହ କରିଥାଏ। ବିଶେଷକରି ରବିବାର କେନ୍ଦ୍ରୀୟ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ…

ପାଣ୍ଟାଲୁନ୍ସ ଶହୀଦନଗର ଷ୍ଟୋର ପୁନଃ ଉଦ୍‌ଘାଟିତ

ଭୁବନେଶ୍ୱର,୧୮।୯:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ରିଟେଲ ୟୁନିଟ୍‌ ପାଣ୍ଟାଲୁନ୍ସର ସ୍ଥାନୀୟ ଶହୀଦନଗର ଏକ୍ସକ୍ଲୁସିଭ ଷ୍ଟୋରର ନବକଳେବର ସହ ଷ୍ଟୋରର ପୁନଃ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପାଣ୍ଟାଲୁନ୍ସ ପକ୍ଷରୁ ଶନିବାର ଏକ ସ୍ବତନ୍ତ୍ର ଉଦ୍‌ଘାଟନୀ କାର୍ଯ୍ୟକ୍ରମର ଆୟୋଜନ…

ଟାଟାକୁ ପଛରେ ପକାଇଲା ଆଦାନୀ

ନୂଆଦିଲ୍ଲୀ,୧୮।୯: ବିଶ୍ୱର ୩ୟ ଧନୀ ବ୍ୟକ୍ତି ତଥା ଏସିଆର ପ୍ରଥମ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ଖୁବ୍‌ କମ୍‌ ଦିନ ମଧ୍ୟରେ ଅନେକ ସଫଳତା ହାସଲ କରିସାରିଛନ୍ତି। ନିକଟରେ ଦେଶର ସର୍ବପୁରାତନ ବାଣିଜି୍ୟକ ସଂସ୍ଥା…

ଶସ୍ତା ହୋଇପାରେ ତୈଳ ଦର

ନୂଆଦିଲ୍ଲୀ,୧୮।୯: ଗତ କିଛିଦିନ ହେବ କ୍ରମାଗତ ଭାବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଚାଲିଛି। ଫଳରେ ସରକାର ଦେଶ ମଧ୍ୟରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଉଇଣ୍ଡଫଲ ଲାଭ ଟିକସ ହ୍ରାସ କରିଛନ୍ତି। ଏହାଛଡ଼ା ଡିଜେଲ ଓ ବିମାନ…

ଆଜିଓ ଅଲ୍‌ଷ୍ଟାର୍‌ ସେଲ୍‌ର ଶୁଭାରମ୍ଭ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ଅନ୍‌ଲାଇନ ଫ୍ୟାଶନ ଇ-ରିଟେଲର ଆଜିଓ ଅଲ୍‌ ଷ୍ଟାର୍‌ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଏହା ଅନେକ ତାରକା ଖଚିତ ଅଫରକୁ ନେଇ ଆସିଛି। ଏପରିକି ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଷ୍ଟାର ବ୍ରାଣ୍ଡ୍‌ ସମୂହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?