ସୁନା ଦର ଆକାଶଛୁଆଁ: ୧୮ ମାସର ରେକର୍ଡ ଭାଙ୍ଗିଲା
ନୂଆଦିଲ୍ଲୀ,୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ବଜାର ଉପରେ ପଡ଼ିବାରେ ଲାଗିଛି। ଯୁଦ୍ଧର ୧୪ତମ ଦିନରେ ସୁନା ଏବଂ ଅଶୋଧିତ ତୈଳ ରେକର୍ଡସ୍ତରରେ ପହଞ୍ଚିଛି। ବିଶେଷକରି ସୁନା ୧୮ ମାସର ରେକର୍ଡ ଭାଙ୍ଗିଛି।...
ଶେଷରେ କ୍ଷମା ମାଗିଲା ଫ୍ଲିପ୍କାର୍ଟ
ନୂଆଦିଲ୍ଲୀ,୯।୩: ଆକର୍ଷଣୀୟ ଅଫର୍ ନେଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ଆଜିକାଲିର ଅନ୍ଲାଇନ୍ ସପିଂ କମ୍ପାନୀଗୁଡ଼ିକର ଫର୍ମୁଲା। ହେଲେ ବେଳେବେଳେ ଏହି ଅଫର୍ କମ୍ପାନୀଗୁଡ଼ିକୁ ମହଙ୍ଗା ପଡ଼ୁଛି। ଏଭଳି କିଛି ଘଟିଛି ଅନ୍ଲାଇନ୍ ସପିଂ କମ୍ପାନୀ ଫ୍ଲିପ୍କାର୍ଟ ସହ। ମଙ୍ଗଳବାର ଅନ୍ତର୍ଜାତୀୟ...
ସରକାରୀ କମ୍ପାନୀର ଜମି ବିକିବେ ସରକାର…
ନୂଆଦିଲ୍ଲୀ,୯।୩ : ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ (ସିପିଏସଏସ) କିମ୍ବା ସରକାରୀ ଏଜେନ୍ସି ହେଉ, ସରକାର ସେମାନଙ୍କ ଖାଲି ଜମି, କୋଠା କିମ୍ବା ସମ୍ପତ୍ତି ବିକ୍ରୟ କରି ପାଣ୍ଠି ସଂଗ୍ରହ କରିବାର ଯୋଜନା କରିଛନ୍ତି। ଏହି କାର୍ଯ୍ୟ ପାଇଁ କେନ୍ଦ୍ର...
‘ଇମୋଶନାଲ ଟଚ୍’ ବଜାୟ ରଖୁ
ରିୟଲ୍ ଇଷ୍ଟେଟ୍ ହେଉଛି ତାଙ୍କ ପାରିବାରିକ ବ୍ୟବସାୟ। ହେଲେ ଅଳଙ୍କାର କ୍ଷେତ୍ରରେ କିଛି ନୂଆ କରିବା ଲକ୍ଷ୍ୟ ରଖି ବଡ଼ଭାଇ ଓମ୍ପ୍ରକାଶ ମିଶ୍ରଙ୍କ ସହଯୋଗରେ ଆରମ୍ଭ କରିଥିଲେ ହଲ୍ମାର୍କ ଅର୍ନାମେଣ୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍। ଜୁଏଲେରି କ୍ଷେତ୍ରରେ ଅଭିଜ୍ଞତା ନ ଥିବାରୁ...
ଫିଚର ଫୋନ୍ରେ ଡିଜିଟାଲ ପେମେଣ୍ଟ
ମୁମ୍ବାଇ,୯ା୩: ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ପ୍ରଚଳନର ପ୍ରାୟ ୬ ବର୍ଷ ପରେ ଏବେ ସାଧାରଣ ଫିଚର ଫୋନ୍ରେ ମଧ୍ୟ ଡିଜିଟାଲ ପେମେଣ୍ଟ ଅର୍ଥାତ୍ ଟଙ୍କା ଦେଣନେଣ କରିହେବ। ଏନେଇ ନୂଆ ଡିଜିଟାଲ ଫିଚର ‘ୟୁପିଆଇ ୧୨୩ପେ’ ଉପଲବ୍ଧ ହୋଇଛି,...
ପେଟ୍ରୋଲ-ଡିଜେଲ ଦାମ ଦୁଇଗୁଣା ହେବା ଆଶଙ୍କା ଘନେଇଲା…
ନୂଆଦିଲ୍ଲୀ/ଓ୍ବାଶିଂଟନ/ମସ୍କୋ,୮।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସୋମବାରରେକର୍ଡ ସ୍ତରରେ ପହଞ୍ଚିଛି। ୨୦୦୮ ଗତ ୧୪ ବର୍ଷ ପରେ ଏହା ସର୍ବୋଚ୍ଚ ସ୍ତର ଛୁଇଁଛି। ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ...
ମାରୁତି ସୁଜିକି ଆରେନା’ର ‘ଦି ନ୍ୟୁ ଓ୍ବାଗନର’ର ଉନ୍ମୋଚିତ
ଭୁବନେଶ୍ୱର,୮ା୩ :ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜିକି ଆରେନା’ର ବହୁ ପ୍ରତିକ୍ଷୀତ ‘ଦି ନ୍ୟୁ ଓ୍ବାଗନର’ ମଡେଲର ବଜାର ପ୍ରବେଶ ସମ୍ପର୍କରେ ନିକଟରେ ଘୋଷଣା କରାଯାଇଥିଲା। ଅତ୍ୟାଧୁନିକ ଜ୍ଞାନକୌଶଳ ସହ ସରକାରଙ୍କ ନୂତନ ଯାନବାହନ ନିୟମ ଅନୁଯାୟୀ ପ୍ରସ୍ତୁତ...
ନିମାପଡା ସହରରେ ଟ୍ରେଣ୍ଡସ’ର ନୂଆ ଆଉଟଲେଟ ଉଦଘାଟିତ
ଭୁବନେଶ୍ୱର,୮ା୩ : ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରିଲାଏନ୍ସ ରିଟେଲର ଆପାରେଲ ଏବଂ ଆସେସରି ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ’ର ନୂତନ ଆଉଟ୍ଲେଟ ନିକଟରେ ପୁରୀ ଜିଲାର ନିମାପଡା ସହରରେ ଶୁଭାରମ୍ଭ ହୋଇଯାଇଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖୀ...
ହାଇବ୍ରିଡ୍ ଶିକ୍ଷା ମଡେଲ୍ର ଲାଭ ଉଠାନ୍ତୁ ଛାତ୍ରୀଛାତ୍ର
ଅନ୍ଲାଇନ୍ ଶିକ୍ଷା ଦ୍ୱାରା ପିଲାମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମାତ୍ର ଅନ୍ଲାଇନ୍ ଶିକ୍ଷା ପ୍ରଚଳିତ ହେବା ପରଠାରୁ ଛାତ୍ରୀଛାତ୍ର ହାଇବ୍ରିଡ୍ ଶିକ୍ଷା ମଡେଲ୍ (ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ ମୋଡ୍ର ମିଶ୍ରିତ ଶିକ୍ଷଣ ବ୍ୟବସ୍ଥା)କୁ ଅଧିକ ପସନ୍ଦ କରୁଛନ୍ତି। ଆଗ୍ରହୀ...
ଯୁଦ୍ଧର ପ୍ରଭାବ, ଭାରତୀୟ ଶେୟାର ବଜାରରେ ସଙ୍କଟ…
ମୁମ୍ବାଇ,୭।୩ : ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁ ସୋମବାର ସପ୍ତାହର ପ୍ରଥମ ବାଣିଜ୍ୟ ଦିବସରେ ଭାରତୀୟ ଷ୍ଟକ ବଜାରରେ ହ୍ରାସ ସହ କାରବାର ଆରମ୍ଭ ହୋଇଛି। ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ଇଣ୍ଡେକ୍ସ ସେନସେକ୍ସ ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି...
ଅଶୋଧିତ ତୈଳ ଦର ୧୪ ବର୍ଷ ପରେ ରେକର୍ଡସ୍ତରରେ…
ଓ୍ବାଶିଂଟନ,୭।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ୨୦୦୮ ଗତ ୧୪ ବର୍ଷ ପରେ ଏହା ସର୍ବୋଚ୍ଚ ସ୍ତର ଛୁଇଁଛି। ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ...
ପିଲାଙ୍କ ମନୋବଳ ବଢ଼ାଇବାକୁ ପଡ଼ିବ: ଶ୍ରୀରାମ ପଣ୍ଡା
କୋଭିଡ୍ ଯୋଗୁ ଅଫ୍ଲାଇନ୍ ଶିକ୍ଷା ବନ୍ଦ ହେବାରୁ ଅନ୍ଲାଇନ୍ ଶିକ୍ଷା ପିଲାଙ୍କୁ ଅଳସୁଆ କରିଦେଇଛି । ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷାନୁଷ୍ଠାନର ପରିବେଶ, ଶିକ୍ଷକ, ସାଙ୍ଗସାଥୀମାନଙ୍କଠାରୁ ଦୂରେଇ ରହିଥିବା ପିଲାମାନଙ୍କୁ ପୁଣିଥରେ ନିଜ ଶିକ୍ଷାନୁଷ୍ଠାନ ସହିତ...
Archives


