ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର ଏହାର ମୁଦ୍ରା ନୀତି ଜାରି ନିଷ୍ପତ୍ତି ଜାରି କରିଛି। ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରାନୀତି କମିଟି(ଏମପିସି) ବୈଠକରେ ରେପୋ ହାରକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହା ବ୍ୟତୀତ, ରିଭର୍ସ ରେପୋ...
୪୮,୦୦୦ ଇଭି ଚାର୍ଜର ଷ୍ଟେଶନ ପ୍ରତିଷ୍ଠା ହେବ
ନୂଆଦିଲ୍ଲୀ, ୭ା୪: ଆଗାମୀ ୩-୪ ବର୍ଷ ମଧ୍ୟରେ ଦେଶରେ ୧୪,୦୦୦ କୋଟି ଟଙ୍କା ବନିମୟରେ ୪୮,୦୦୦ ଅଧିକ ଇଲେକ୍ଟ୍ରିକ୍ ଭେହିକିଲ୍ (ଇଭି) ଚାର୍ଜର ଷ୍ଟେସନ ପ୍ରତିଷ୍ଠା କରାଯିବ। ଦେଶର ଇନ୍ଭେଷ୍ଟମେଣ୍ଟ ଇନ୍ଫର୍ମେସନ୍ ଆଣ୍ଡ୍ କ୍ରେଡିଟ୍ ରେଟିଂ ଏଜେନ୍ସି (ଆଇସିଆର୍ଏ) ପକ୍ଷରୁ...
ଜି’ରେ ୭.୮% ଅଂଶଧନ ବିକ୍ରି କରିବ ଇନ୍ଭେସ୍କୋ
ନୂଆଦିଲ୍ଲୀ, ୭ା୪: ଜି’ ଏଣ୍ଟର୍ଟେନ୍ମେଣ୍ଟ ଏଣ୍ଟରପ୍ରାଇଜେସ୍ର ବଡ଼ ଅଂଶଧାରକ ଇନ୍ଭେସ୍କୋ ଡେଭେଲପ୍ମେଣ୍ଟ ମାର୍କେଟ୍ସ ଗୁରୁବାର ଦିନ ବ୍ଲକ୍ ଡିଲ୍ ଜରିଆରେ ଜି’କୁ ୭.୮% ଅର୍ଥାତ୍ ୨,୨୦୦ କୋଟିର ଅଂଶଧନ ବିକ୍ରି କରିବ। ପୂର୍ବରୁ ଜି’ରେ ଇନ୍ଭେସ୍କୋର ୧୮.୮% ଅଂଶଧନ ରହିଛି।...
ବିଶ୍ୱରେ ୨ୟ ସର୍ବବୃହତ୍ ସିଇ ମାର୍କେଟ୍ ହେବ ଭାରତ
ଭୁବନେଶ୍ୱର,୭ା୪: କନ୍ଫେଡେରେଶନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ବୁଧବାର ସିଆଇଆଇଏକ୍ସକନ୍ ସମ୍ପର୍କରେ ଘୋଷଣା କରାଯାଇଛି। ଏ ନେଇ ମଧ୍ୟ ସହରରେ ଏକ ରୋଡ୍ଶୋ’ର ଆୟୋଜନ ମଧ୍ୟ କରାଯାଇଥିଲା। ଯେଉଁଥିରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସମେତ ଶିଳ୍ପନେତା ଏବଂ ଇନ୍ଫ୍ରାଷ୍ଟ୍ରକ୍ଚର...
୭.୫% ରହିବ ଜିଡିପି ଅଭିବୃଦ୍ଧି
ନୂଆଦିଲ୍ଲୀ, ୭ା୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଗ୍ଲୋବାଲ୍ ଇକୋନୋମି ସଙ୍କଟ ମଧ୍ୟରେ ଭାରତର ବିକାଶ ଦର ୭.୫% ରହିବ। ତେବେ ଦକ୍ଷିଣ ଏସିଆର ମୋଟ୍ ବିକାଶ ହାର ୭% ରହିବ ବୋଲି ଏସିଆନ୍...
ଦର ବଢ଼ାଇବ ମାରୁତି ସୁଜୁକି
ନୂଆଦିଲ୍ଲୀ, ୭ା୪: ଦେଶର ଅଗ୍ରଣୀ କାର୍ ନିର୍ମାଣ କର୍ମାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍ଏସ୍ଆଇ) ଏପ୍ରିଲ୍ରେ ନିଜ ଗାଡ଼ିଗୁଡ଼ିକର ଦର ବୃଦ୍ଧି କରିବ। ମାରୁତି ସୁଜିକି ପକ୍ଷରୁ ଶେୟାର ବଜାରକୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ଏକ ବର୍ଷ ହେଲା...
ପୁଣି ବଢ଼ିଲା ସିଏନ୍ଜି ଦର, ୬ ଦିନରେ ୩ ଥର…
ନୂଆଦିଲ୍ଲୀ,୭।୪: ଦୈନିକ ବଢ଼ିବାରେ ଲାଗିଲାଣି ସିଏନ୍ଜି ଦର। ବୁଧବାର ଭଳି ଗୁରୁବାର ଦିଲ୍ଲୀରେ ସିଏନ୍ଜିର କେଜି ପିଛା ଦାମ ୨.୫ ଟଙ୍କା ମହଙ୍ଗା ହୋଇଛି। ଚଳିତ ମାସରେ ସିଏନ୍ଜି ଦାମ ୩ ଥର ବଢ଼ିଛିି। ଗତ ୬ ଦିନ ମଧ୍ୟରେ...
ଏଲନ ମସ୍କଙ୍କୁ ଟୁଇଟର ବୋର୍ଡରେ ନିଯୁକ୍ତି
ନୂଆଦିଲ୍ଲୀ,୫।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ସହ ଯୋଡ଼ି ହୋଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ। ତାଙ୍କୁ ଟୁଇଟର ବୋର୍ଡରେ ମଙ୍ଗଳବାର ନିଯୁକ୍ତି ମିଳିଛି। ଏ ନେଇ ଟୁଇଟର ସିଇଓ ପରାଗ ଅଗ୍ରୱାଲ...
ପେଟ୍ରୋଲ-ଡିଜେଲ ଦାମ୍ କାହିଁକି ବଢୁଛି ୮୦ ପଇସା, ୧୫ ଦିନରେ ବଢ଼ିଲାଣି ୯ ଟଙ୍କା ୨୦…
ନୂଆଦିଲ୍ଲୀ, ୫।୪ : ଭାରତରେ ପେଟ୍ରୋଲ-ଡିଜେଲ ଦାମ୍ ମାର୍ଚ୍ଚ ୨୨ଠାରୁ ଏପ୍ରିଲ୍ ୫ ମଧ୍ୟରେ ଗତ ୧୫ ଦିନ ମଧ୍ୟରେ ୧୩ ଥର ଦାମ୍ ବୃଦ୍ଧି ପାଇ ମୋଟ ୯ ଟଙ୍କା ୨୦ ପଇସା ବଢ଼ିଛି। ଏହି ସମୟ ମଧ୍ୟରେ...
ଭୁବନେଶ୍ୱରରେ ଡିଜେଲ ୧୦୦ ଟପିଲା
ଭୁବନେଶ୍ୱର,୪।୪: କ୍ରମାଗତ ଦ୍ୱିତୀୟ ଦିନ ଲାଗି ତୈଳଦର ଉଚ୍ଚ ପରିମାଣରେ ବୃଦ୍ଧି ପାଇଛି। ଏପରିକି ଗତ ୧୩ଦିନ ମଧ୍ୟରେ ୧୧ଥର ତୈଳ ଦରରେ ପରିବର୍ତ୍ତନ ଘଟିଲାଣି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ...
ଯୁଦ୍ଧର ପ୍ରଭାବ, ୧୦୦ କମ୍ପାନୀର ୩.୪୦ ଲକ୍ଷ କୋଟି ଚୁକ୍ତି ବାତିଲ…
ଓ୍ବାଶିଂଟନ/ମସ୍କୋ/କ୍ୱିଭ୍, ୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ପୃଥିବୀର ବହୁ କମ୍ପାନୀ କ୍ଷତି ସହିଛନ୍ତି। ବିଶ companies ର କମ୍ପାନୀଗୁଡିକ ମଧ୍ୟ କ୍ଷତି ସହିଛନ୍ତି। ଯୁଦ୍ଧର ପ୍ରଭାବ ଯୋଗୁ ପୃଥିବୀର ପ୍ରାୟ ୧୦୦ କମ୍ପାନୀ ୩.୪୦ ଲକ୍ଷ କୋଟିରୁ (୪୫...
ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର; ୧୩ ଦିନରେ ୮ ଟଙ୍କା ମହଙ୍ଗା
ନୂଆଦିଲ୍ଲୀ,୩।୪: ଜାତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୨ ମାର୍ଚ୍ଚରୁ ଏଯାବତ ଅର୍ଥାତ ୧୩ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୮ଟଙ୍କା ବଢ଼ିସାରିଛି। ରବିବାର ମଧ୍ୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ...
Archives


