ଦରମା ନେବାକୁ ମନା କଲେ ମୁକେଶ ଅମ୍ବାନୀ
ମୁମ୍ବାଇ,୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ମୁକେଶ ଅମ୍ବାନୀ ବ୍ୟବସାୟ ଏବଂ ଅର୍ଥନୀତି ଉପରେ...
ନୂଆ ପ୍ରଡକ୍ଟ ଘୋଷଣା କରିବ ଓଲା
ନୂଆଦିଲ୍ଲୀ,୮।୮: ଭାରତ ବଜାରରେ ଓଲାର ଇଭି ସେଗମେଣ୍ଟ ଦ୍ରୁତ ବୃଦ୍ଧି ପାଉଛି। କମ୍ପାନି ଅଗଷ୍ଟ ୧୫ରେ ତା’ର ଗ୍ରାହକଙ୍କୁ କିଛି ସରପ୍ରାଇଜ ଦେବ ବୋଲି ଜଣାପଡିଛି। ଏହା ପୂର୍ବରୁ କମ୍ପାନୀର ସିଇଓ ଭବେଶ ଅଗ୍ରୱାଲ ସୋସିଆଲ ମିଡିଆରେ ଏକ ଭିଡିଓ...
୨ଟି ବର୍ଗରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସ ସମ୍ମାନିତ
ଭୁବନେଶ୍ୱର,୮।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସ ୪୮ତମ ଇଣ୍ଡିଆ ଜେମ ଆଣ୍ଡ ଜୁଏଲେରି ଆଓ୍ବାର୍ଡ ବା ଆଇଜିଜେଏ-୨୦୨୧ରେ ୨ଟି ବର୍ଗରେ ସମ୍ମାନିତ ହୋଇଛି। ଜେମ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ ପ୍ରମୋଶନ କାଉନସିଲ (ଜିଜେଇପିସି) ପକ୍ଷରୁ...
ଏମ୍ଆର୍ଏଫ୍ ଟାୟାର୍ ଆଣ୍ଡ ସର୍ଭିସ୍ ଫ୍ରାଞ୍ଚାଇଜର ଶୁଭାରମ୍ଭ
କଟକ,୮।୮: ଦେଶର ପ୍ରମୁଖ ଟାୟାର ଉତ୍ପାଦନ କମ୍ପାନୀ ‘ଏମ୍ଆର୍ଏଫ୍’ର ସ୍ବୀକୃତି ପ୍ରାପ୍ତ ଡିଲର ଲିଙ୍କରୋଡସ୍ଥିତ ରଶ୍ମୀ ଅଟୋମୋବାଇଲ୍ସ ଆନୁକୂଲ୍ୟରେ ‘ଏମଆରଏଫ ଟାୟାର୍ ଆଣ୍ଡ ସର୍ଭିସ୍ ଫ୍ରାଞ୍ଚାଇଜ’ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଏମଆରଏଫର ଡିଏମ୍ ଲଳିତ ମହାପାତ୍ର, ଜେଡଏସଏମ ସୌଗତ...
ଓଡ଼ିଶାରେ ଜିଓ ଫାଇବର ସମ୍ପ୍ରସାରିତ ଜାରି
ଭୁବନେଶ୍ୱର,୮।୮: ଦେଶର ପ୍ରମୁଖ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀ କମ୍ପାନୀ ଜିଓ ତା’ର ଫାଇବର ସଂଯୋଗ ଓଡ଼ିଶାର ୩୫ରୁ ଅଧିକ ସହର ଓ ନଗରରେ ଉପଲବ୍ଧ କରାଇଛି। ଏପରିକି ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା ଏବଂ ବଡବିଲ ସହରର ପ୍ରମୁଖ...
ସୋଆ ପକ୍ଷରୁ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୮।୮: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୦ ନିମନ୍ତେ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ...
ଏୟାର ଇଣ୍ଡିଆରେ ସାମିଲ ହେବ ଆଉ ୧୦ ବିମାନ
ନୂଆଦିଲ୍ଲୀ,୮।୮: କୋଭିଡ କଟକଣା ଓ ଅନ୍ୟାନ୍ୟ କାରଣ ପାଇଁ ଏୟାର ଇଣ୍ଡିଆ ସଞ୍ଚାଳନରୁ ବାହାରେ ଥିବା ୧୦ ବୃହତ୍ ବିମାନଙ୍କୁ ପୁଣି ଥରେ ସେବାରେ ନିୟୋଜିତ କରାଯିବ ବୋଲି ରବିବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ୨୦୨୩ ପୂର୍ବରୁ...
କ୍ଷତି ସହୁଛନ୍ତି ତୈଳ କମ୍ପାନୀ
ନୂଆଦିଲ୍ଲୀ,୮।୮: ଗତ କିଛି ମାସ ହେବ ସାରା ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଘଟିନାହିଁ। ଫଳରେ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକର କ୍ଷତି ପରିମାଣ ୧୮,୪୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନିକଟରେ ତୈଳ...
ଆଲେକ୍ସାର ନୂଆ ନଁ। ‘ଜିଗି’
ଲଣ୍ଡନ,୮।୮: ମଲ୍ଟି ନ୍ୟାଶନାଲ ଟେକ୍ନୋଲଜି କମ୍ପାନୀ ଆମାଜନ୍ ଇକୋ ଡିଭାଇସ୍ ଆଲେକ୍ସାର ଆଉ ଏକ ନାମ ବା ଓ୍ବେକ୍ ଓ୍ବାର୍ଡ ସ୍ଥିର କରିଛି। ଏହି ନୂଆ ଓ୍ବେକ୍ ଓ୍ବାର୍ଡଟି ହେଉଛି ‘ଜିଗି’। ଇକୋ ଡିଭାଇସ୍ ଆଲେକ୍ସାର ଏହା ହେଉଛି ପଞ୍ଚମ...
ୟେସ୍ ବ୍ୟାଙ୍କର ପ୍ରମୁଖ ବଜାର ଓଡ଼ିଶା
ଭୁବନେଶ୍ୱର,୭।୮: ବହୁ ବାଦବିବାଦ ପରେ ୟେସ୍ ବ୍ୟାଙ୍କ ତା’ର ନୂତନ ବୋର୍ଡ ଜରିଆରେ ସାରା ଦେଶରେ ବ୍ୟାଙ୍କିଙ୍ଗ୍ ସେବା ପୂର୍ବପରି ଜାରି ରଖିଛି। ନିକଟରେ ବ୍ୟାଙ୍କ ତା’ର ଶାଖା ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ପଟିଆ ଅଞ୍ଚଳରେ ଏକ ନୂତନ ଶାଖାର...
ଏଲ୍ ଆଣ୍ଡ ଟି ସହ ଡ୍ରିମ୍ସର ଚୁକ୍ତିନାମା ସ୍ବାକ୍ଷର
ଭୁବନେଶ୍ୱର,୭।୮: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଡ୍ରିମ୍ସ ଏବଂ ଏଲ୍ ଆଣ୍ଡ ଟି ଏଡୁଟେକ୍ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଇଞ୍ଜିନିୟରିଂ ଛାତ୍ରମାନଙ୍କ ପାଇଁ ଶିଳ୍ପକୈନ୍ଦ୍ରିକ ପାଠ୍ୟକ୍ରମ ପ୍ରଦାନ କରିବା ପାଇଁ ଏହି ଚୁକ୍ତିନାମା କରାଯାଇଛି। ଡ୍ରିମ୍ସ ସ୍ବୟଂଶାସିତ...
ଆଭା ଶକ୍ତି ମହିଳାଙ୍କୁ ଏକ ସ୍ବତନ୍ତ୍ର ଓଡ଼ିଆ ପରିଚୟ
ଭୁବନେଶ୍ୱର,୭।୮: ଓଡ଼ିଶା ସରକାର ଓ ଟାଟା ପାୱାରର ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସକୁ ଆଖି ଆଗରେ ରଖି ଶନିବାର ସ୍ଥାନୀୟ ରାଜ୍ୟ ସଚିବାଳୟ (ଲୋକସେବା ଭବନ)ଠାରେ ଆୟୋଜିତ ଏକ...
Archives


