ଭଞ୍ଜନଗର ସହରରେ ଟ୍ରେଣ୍ଡ୍ସର ଏକ୍ସକ୍ଲୁସିଭ ଷ୍ଟୋର
ଭୁବନେଶ୍ୱର,୧।୯: ଗଞ୍ଜାମ ଜିଲାର ଭଞ୍ଜନଗର ସହରରେ ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସର ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି। ଏହା ଜରିଆରେ କମ୍ପାନୀ ଗ୍ରାହକଙ୍କ ସମ୍ପର୍କ ସୁଦୃଢ଼ ସହ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭକରି ଟିୟର-୧,ଟିୟର-୨...
ରାଜ୍ୟଗୁଡ଼ିକୁ ରିହାତି ଦରରେ ଡାଲି ଦେବ କେନ୍ଦ୍ର
ନୂଆଦିଲ୍ଲୀ,୧।୯: ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ରିହାତି ଦରରେ କେନ୍ଦ୍ର ସରକାର ଡାଲି ଯୋଗାଇ ଦେବେ ବୋଲି ଜଣାପଡିଛି। ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ବୈଠକରେ...
୧ମ ତ୍ରୈମାସରେ ୧୩.୫% ହାରରେ ଜିଡିପି ବୃଦ୍ଧି
ନୂଆଦିଲ୍ଲୀ,୧।୯: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ୧ମ ତ୍ରୈମାସର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବିସ୍ତୃତ ସୂଚନା କେନ୍ଦ୍ର ସରକାର ବୁଧବାର ଜାରି କରିଛନ୍ତି। ଉକ୍ତ ସୂଚନା ଅନୁଯାୟୀ ଗତ ୪ଟି ତ୍ରୈ ମାସିକଠାରୁ ଚଳିତ ଆର୍ଥିକ ବର୍ଷର ୧ମ...
ଓସିଆର୍ ଜରିଆରେ ସ୍ପଟ୍ ବିଲିଂ ବିକଳ୍ପ ଚୟନ
ଭୁବନେଶ୍ୱର,୩୧ା୮: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ ଘରୋଇ ସଂସ୍ଥା ଏନିଲାଇନ୍ ସହ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ର ସହଯୋଗିତା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି କମ୍ପାନୀର ମିଟର ରିଡିଂ ପାଇଁ ଅପ୍ଟିକାଲ୍ କ୍ୟାରେକ୍ଟର...
୮୬୧କୋଟି ଟଙ୍କାର ବୋନସ୍ ଘୋଷଣା
ନୂଆଦିଲ୍ଲୀ,୩୧ା୮: ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ଟାଟା ଏଆଇଏ ଲାଇଫ୍ ପକ୍ଷରୁ ସମସ୍ତ ଯୋଗ୍ୟ ପଲିସିଧାରକଙ୍କ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୮୬୧ କୋଟି ଟଙ୍କାର ବୋନସ୍ ଘୋଷଣା କରାଯାଇଛି। ଏପରିକି କ୍ରମାଗତ ୫ମ ବର୍ଷ...
ୟୁନିୟନ ରିଟାୟାରମେଣ୍ଟ ଫଣ୍ଡର ପ୍ରଚଳନ
ନୂଆଦିଲ୍ଲୀ,୩୧ା୮: ୟୁନିୟନ ଏଏମସି ପକ୍ଷରୁ ୟୁନିୟନ ରିଟାୟାରମେଣ୍ଟ ଫଣ୍ଡର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଏକ ଓପନ-ଏଣ୍ଡେଡ ଅବସରକାଳୀନ ସମାଧାନ ଭିତ୍ତିକ ଯୋଜନା, ଯେଉଁଥିରେ ୫ବର୍ଷର ଲକ୍-ଇନ୍ ଅଥବା ଅବସର ବୟସ ପର୍ଯ୍ୟନ୍ତ (ଯେଉଁଟି ଶୀଘ୍ର ହେବ) ପାଣ୍ଠି...
ଡିସିବି ବ୍ୟାଙ୍କ ନୂଆ ଅନ୍ଲାଇନ୍ ପ୍ଲାଟଫର୍ମ ‘ଡିସିବି ଇଜିବି’
ନୂଆଦିଲ୍ଲୀ,୩୧ା୮: ଡିସିବି ବ୍ୟାଙ୍କର ନୂଆ ଅନଲାଇନ୍ ମ୍ୟୁଚୁଆଲ୍ ଫଣ୍ଡ୍ ପ୍ଲାଟଫର୍ମ ‘ଡିସିବି ଇଜିବି’ ନିବେଶକମାନଙ୍କୁ ଯେ କୌଣସି ସମୟରେ ଏବଂ ଯେ କୌଣସିଠାରେ ନିଜ ମ୍ୟୁଚୁଆଲ୍ ଫଣ୍ଡ୍କୁ ନିରୀକ୍ଷଣ କରିବା ଓ ନିୟନ୍ତ୍ରଣ କରିବାରେ ସହାୟକ ହେଉଛି। ଏହା ନିବେଶକମାନଙ୍କୁ...
ଜେଏସ୍ଏଲ୍କୁ ‘ଏମର୍ଜିଂ ଷ୍ଟିଲ୍ କମ୍ପାନୀ ଅଫ୍ ଦି ଇୟର’ପୁରସ୍କାର
ନୂଆଦିଲ୍ଲୀ,୩୧ା୮: ଷ୍ଟିଲ ୟୁଜର୍ସ ଫେଡେରେଶନ୍ ଅଫ୍ ଇଣ୍ଡିଆ (ଏସ୍ୟୁଏଫଆଇ) ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସହଯୋଗରେ ମୁମ୍ବାଇରେ ଆୟୋଜିତ ‘ଇଣ୍ଡିଆ ଷ୍ଟିଲ କନ୍ଫରେନ୍ସ-୨୦୨୨ ଏବଂ ଏସୟୁଏଫଆଇ ଷ୍ଟିଲ୍ ଆୱାର୍ଡସ୍ ୨୦୨୧’ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟେନଲେସ୍କୁ ‘ଏମର୍ଜିଂ...
ବାଣିଜ୍ୟ କର ତଥା ଜିଏସ୍ଟି କମିଶନର ଭାବେ ସଞ୍ଜୟ ସିଂହଙ୍କ ଦାୟିତ୍ୱ ଗ୍ରହଣ
ଭୁବନେଶ୍ୱର,୩୧ା୮: ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ମଙ୍ଗଳବାର ଅପରାହ୍ନରେ କଟକସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ବାଣିଜ୍ୟ କର ଏବଂ ଜିଏସ୍ଟି କମିଶନର ଭାବେ ଅତିରିକ୍ତ ଦାୟିତ୍ୱ...
ଶେୟାର ବଜାରରେ ଉତ୍ସାହ
ମୁମ୍ବାଇ,୩୧ା୮: ଗତ କିଛି ମାସ ପରେ ଦଲାଲ ଷ୍ଟ୍ରିଟରେ ଏକ ବଡଧରଣର କାରବାର ହୋଇଥିବା ଜଣାପଡିଛି। ଫଳରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ବର୍ଷ ମେ ୨୦ ପରେ ଏହା ସର୍ବବୃହତ ବଜାର ଲାଭ ବୋଲି...
ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ
ନୂଆଦିଲ୍ଲୀ,୩୦।୮: ଭାରତର ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ ଗୌତମ ଆଦାନୀ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ସେ ପଛରେ ପକାଇ ଦେଇଛନ୍ତି ଏହି ସ୍ଥାନ ହାସଲ କରିଛନ୍ତି। ଗୌତମ ଆଦାନୀ ହେଉଛନ୍ତି ପ୍ରଥମ ଏସୀୟ...
ହିଣ୍ଡ୍ୱେର ପକ୍ଷରୁ ନୂତନ ଉତ୍ପାଦର ଶୁଭାରମ୍ଭ
ନୂଆଦିଲ୍ଲୀ,୩୦।୮: ହିଣ୍ଡ୍ୱେର ଲିମିଟେଡ୍ର ଲକ୍ଜୁରି ବାଥ୍ରୁମ୍ ବ୍ରାଣ୍ଡ୍ କ୍ୟୁଓ ପକ୍ଷରୁ ଲକ୍ଜୁରି ଫାଉସେଟ୍ ଓ ସାନିଟାରି ୱେର୍ର ଏକ ନୂତନ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏହି ନୂଆ ରେଞ୍ଜ୍ରେ ‘ଫୋର୍ଜା’ ନାମକ ପ୍ରିଷ୍ଟିନ୍ ଫାଉସେଟ୍ର ଏକ ସମ୍ପୂର୍ଣ୍ଣ ପୋର୍ଟଫୋଲିଓ ମଧ୍ୟ...
Archives


