ହିଣ୍ଡ୍‌ୱେର ପକ୍ଷରୁ ନୂତନ ଉତ୍ପାଦର ଶୁଭାରମ୍ଭ

ନୂଆଦିଲ୍ଲୀ,୩୦।୮: ହିଣ୍ଡ୍‌ୱେର ଲିମିଟେଡ୍‌ର ଲକ୍‌ଜୁରି ବାଥ୍‌ରୁମ୍‌ ବ୍ରାଣ୍ଡ୍‌ କ୍ୟୁଓ ପକ୍ଷରୁ ଲକ୍‌ଜୁରି ଫାଉସେଟ୍‌ ଓ ସାନିଟାରି ୱେର୍‌ର ଏକ ନୂତନ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏହି ନୂଆ ରେଞ୍ଜ୍‌ରେ ‘ଫୋର୍‌ଜା’ ନାମକ ପ୍ରିଷ୍ଟିନ୍‌ ଫାଉସେଟ୍‌ର ଏକ ସମ୍ପୂର୍ଣ୍ଣ ପୋର୍ଟଫୋଲିଓ ମଧ୍ୟ ସାମିଲ ରହିଛି। ସେହିପରି ଆକର୍ଷଣୀୟ ସାନିଟାରି ୱେର ପୋର୍ଟଫୋଲିଓରେ ଟ୍ୟାଙ୍କଲେସ୍‌ ଇଡବ୍ଲ୍ୟୁସି, ୱାନ୍‌-ପିସ ୱାଟର୍‌ କ୍ଲୋଜେଟ୍‌, ୱାଲ୍‌ ମାଉଣ୍ଟେଡ୍‌ ଇଡବ୍ଲ୍ୟୁସି ଓ ଓଭର୍‌ ଦ କାଉଣ୍ଟର୍‌ ବେସିନ୍‌ ପାଇଁ ଏକ ପ୍ରଡକ୍ଟ ସିରିଜ୍‌ ରେଞ୍ଜ୍‌ ଅନ୍ତର୍ଭୁକ୍ତ ରହିଛି। ସେହିଭଳି କମ୍ପାନୀର ଲକ୍‌ଜୁରି ବାଥ୍‌ୱେର ସେଗ୍‌ମେଣ୍ଟ୍‌ରେ ଏହାର ଉପତ୍ାଦଗୁଡିକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି ା ନୂଆ ବାଥ୍‌ରୁମ୍‌ ରେଞ୍ଜ୍‌ ୟୁରୋପିଆନ୍‌ ବାଥ୍‌ ଲାଉଞ୍ଜ୍‌ଗୁଡିକର ପ୍ରିମିୟମ ଓ ମିନିମାଲିଷ୍ଟିକ୍‌ ଉପସ୍ଥାପନା ସୃଷ୍ଟି କରୁଛି। ଏ ସମ୍ପର୍କରେ ହିଣ୍ଡ୍‌ୱେର ଲିମିଟେଡ୍‌ର ବାଥ୍‌ ଆଣ୍ଡ୍‌ ଟାଇଲ୍ସ ଡିଭିଜନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁଧାଂଶୁ ପୋଖ୍‌ରିଆଲ କହିଛନ୍ତି, ସାନିଟାରି ୱେର ଓ ଫାଉସେଟ୍‌ ସେଗ୍‌ମେଣ୍ଟ୍‌ରେ ଏକ ଅଗ୍ରଣୀ ପ୍ଲେୟର ଭାବେ ଆମେ ନୂଆ ଟ୍ରେଣ୍ଡ୍‌ ଓ ଅଭିଜ୍ଞତା ଧାର୍ଯ୍ୟ କରିବାରେ ସବୁବେଳେ ଆଗଧାଡିରେ ରହିଆସିଛୁ। ଏହି ସମାନ ବିଚାର ଆଜିର ଆମର ଲଞ୍ଚ ଉପରେ ମଧ୍ୟ ପ୍ରତିଫଳିତ ହୋଇଛି, ଉପଭୋକ୍ତାମାନେ ଏବେ ହିଣ୍ଡ୍‌ୱେର ଲିମିଟେଡ୍‌ର ପ୍ରିମିୟମ ବ୍ରାଣ୍ଡ୍‌ କ୍ୟୁଓ ସହ ନିଜ ଘରର ଆରାମରେ ୟୁରୋପିଆନ୍‌ ବାଥ ଲାଉଞ୍ଜ୍‌ର ଅନୁଭୂତି ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଉତକେଲାରୁ ବିଶାଖାପାଟଣା ବିମାନ ସେବା ସମ୍ପ୍ରସାରଣ ଦାବି: ଏମ୍‌ପିଙ୍କୁ ଦାବି ଜଣାଇଲେ

କେସିଙ୍ଗା, ୨୫।୫ (ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡାଣ ପ୍ରଥମେ ସପ୍ତାହକୁ ଦୁଇ ଦିନ ଥିବା ବେଳେ ପରେ ସପ୍ତାହକୁ ଛଅ ଦିନ ହୋଇଥିଲା। ସୋମବାର…

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି, ସାରା ଦେଶରେ କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,,୨୫।୫: ଭାରତ ୯୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରେ। ଏହି ଆମଦାନୀର ଅଧିକାଂଶ ଆରବ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ତଥାପି ଫେବୃଆରୀ ୨୮ ତାରିଖରୁ, ମଧ୍ୟପ୍ରାଚ୍ୟରେ…

ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…

ପେଟ୍ରୋଲ-ଡିଜେଲ ଦର ବଢିବା ପରେ କଂଗ୍ରେସ କହିଲା, ‘Inflation Man’s Extortion…’

ନୂଆଦିଲ୍ଲୀ,୨୫।୫: ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଚତୁର୍ଥ ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ଏହାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ…

‘ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ କାର୍ଯ୍ୟବନ୍ଦ କର’

ଭୁବନେଶ୍ୱର,୨୫।୫(ରବିନାରାୟଣ ଜେନା): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି…

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା, ଦିନରାତି ଜଳୁଛି ଇଟାଭାଟି

ରସୁଲପୁର,୨୫ା୫(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି। ବାୟୁମଣ୍ଡଳ ତାପମାତ୍ରା ୪୨ଂ ଉପରେ ରହୁଥିବାବେଳେ ଅସାଧୁ ଇଟା ବ୍ୟବସାୟୀ ବେଧଡ଼କ ଇଟାଭାଟିରେ…

ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୬ ମୃତ ଆଶଙ୍କା

ମୁମ୍ବାଇ,୨୫।୫: ବିଳମ୍ବିତ ରାତିରେ, ମହାରାଷ୍ଟ୍ରର ଧୂଲେ ତାଲୁକାର ଲାଲିଙ୍ଗ ଘାଟରେ ମୁମ୍ବାଇ-ଆଗ୍ରା ରାଜପଥରେ ତିନୋଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ, ଏକ ଡମ୍ପର ଏକ ଟ୍ରକ…

ଭାଜପାର ବିଜୟକୁ ନେଇ ବର୍ଷିଲେ ଅଭିଷେକ ବାନାର୍ଜୀ !

କୋଲକାତା,୨୫।୫: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ, ଭାଜପାର ଦେବାଂଶୁ ପଣ୍ଡା ସିପିଆଇ(ଏମ)ର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶମ୍ଭୁ ନାଥ କୁର୍ମିଙ୍କୁ ୧୦୯,୦୨୧ ଭୋଟର ବିପୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri