ବାଣିଜ୍ୟ

‘ମହିଳାଙ୍କୁ ନୂଆ ପରିଚୟ ଦେଇଛି ମିଶନ ଶକ୍ତି’

ଭୁବନେଶ୍ୱର,୧୫।୧: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ସହଯୋଗୀ ପ୍ରତିଷ୍ଠାନ ଓର୍‌ମାସ ପକ୍ଷରୁ ଜାତୀୟସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ-୨୦୨୩’ର ଆୟୋଜନ କରାଯାଇଛି। ଚଳିତ ବର୍ଷ ସ୍ଥାନୀୟ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ଶନିବାର ଏହାର…

ପୁଣି ଗ୍ରାହକଙ୍କୁ ଝଟ୍‌କା ଦେଲା ଏସ୍‌ବିଆଇ, ଋଣ ହେଲା ମହଙ୍ଗା…

ନୂଆଦିଲ୍ଲୀ,୧୪।୧: ଗ୍ରାହକଙ୍କୁ ଝଟ୍‌କା ଦେଇଛି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)। ବ୍ୟାଙ୍କ ଏହାର ଋଣ ହାର ଅର୍ଥାତ ଏମ୍‌ସିଏଲ୍‌ଆର୍‌କୁ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛି। ଏହି ହାର ଏକ ବର୍ଷର ଅବଧି ବିଶିଷ୍ଟ ଋଣ ପାଇଁ ବୃଦ୍ଧି କରାଯାଇଛି। ଏମ୍‌ସିଏଲ୍‌ଆର୍‌…

ମାତ୍ର ୨୪ ଘଣ୍ଟାରେ ସ୍ଥିତି ବଦଳିଗଲା: ପୁଣିଥରେ ବିଶ୍ୱର ତୃତୀୟ ଧନୀ ପାଲଟିଲେ ଆଦାନୀ

ନୂଆଦିଲ୍ଲୀ,୧୪।୧: ବିଶ୍ୱର ଶ୍ରେଷ୍ଠ-୧୦ ଧନୀବ୍ୟକ୍ତିଙ୍କ ତାଲିକାରେ ଗୁରୁବାର ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆମାଜନ୍‌ ସହ-ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ପଛରେ ପକାଇ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ପାଲଟିଥିଲେ। ହେଲେ ୨୪ ଘଣ୍ଟା ମଧ୍ୟରେ…

ପାକିସ୍ତାନ ଭାତଥାଳିରୁ ଡାଲି ଅଦୃଶ୍ୟ,ବନ୍ଦରରେ ପଡ଼ି ରହିଛି ୬ ହଜାରରୁ ଅଧିକ କଣ୍ଟେନର…

ଇସଲାମାବାଦ,୧୪।୧ : ଅନ୍ୟ ଏକ ଅତ୍ୟାବଶ୍ୟକ ରୋଷେଇ ସାମଗ୍ରୀ ପାକିସ୍ତାନରେ ମୁଦ୍ରାସ୍ଫୀତି ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ମହଙ୍ଗା ହେବା ଆରମ୍ଭ କରିଛି। ଡନ ଖବରକାଗଜ ରିପୋର୍ଟ ଅନୁଯାୟୀ, ବନ୍ଦରରେ ଆମଦାନୀ ହୋଇଥିବା ସାମଗ୍ରୀଗୁଡିକ କ୍ଲିୟରାନ୍ସ ନହେବା କାରଣରୁ ଦେଶରେ ଡାଲିର…

୫ବର୍ଷରେ ୨୫,୦୦୦ ଚାର୍ଜିଂ ପଏଣ୍ଟ

ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫ ବର୍ଷରେ ଦେଶରେ ୨୫,୦୦୦ ଇଭି ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କମ୍ପାନୀ ରଖିଥିବା…

ଜେଏସ୍‌ପିକୁ ଗୋଲ୍‌ଡେନ୍‌ ପିକକ୍‌ ସିଏସ୍‌ଆର୍‌ ଆଓ୍ବାର୍ଡ

ମୁମ୍ବାଇ,୧୪।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଗୋଲ୍‌ଡେନ୍‌ ପିକକ୍‌ ସିଏସ୍‌ଆର୍‌ ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଇସ୍ପାତ ଶିଳ୍ପ କ୍ଷେତ୍ରରେ ଜେଏସ୍‌ପିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)…

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୪।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ସ୍ଥାନୀୟ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଭାରତୀୟ ଷ୍ଟକ୍‌ ମାର୍କେଟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକଙ୍କ ସମ୍ପତ୍ତି ପ୍ରାୟ ୧%ରୁ ଅଧିକ ବୃଦ୍ଧି ଘଟିଛି।…

ଆଇଓବି ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ

ଭୁବନେଶ୍ୱର,୧୪।୧: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଗୌରବ ଭରଦ୍ୱାଜ ଓ ସହାୟକ ମହା ପ୍ରବନ୍ଧକ ଶଶିକାନ୍ତ ଭାରତୀଙ୍କ ମିଳିତ ନେତୃତ୍ୱରେ…

ହ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୪।୧: ଜାତୀୟ ଓ ଅନ୍ତର୍ଜାତୀୟ ଭୌଗୋଳିକ ସମସ୍ୟା ସାଙ୍ଗକୁ ନୂଆ କୋଭିଡ୍‌ ସଂକ୍ରମଣର ଭୟ ଉଭୟ ବଜାର ବ୍ୟବସ୍ଥା ଓ ଅର୍ଥନୀତି ଉପରେ ପ୍ରଭାବ ପକାଇଛି। ଫଳରେ କ୍ରମାଗତ ଭାବେ ବୈଦେଶିକ ମୁଦ୍ରାଭଣ୍ଡାର ହ୍ରାସ ପାଉଛି। ଏପରିକି ଚଳିତ ବର୍ଷ ଜାନୁୟାରୀ…

ବିଓଆଇ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ

ଭୁବନେଶ୍ୱର,୧୩।୧:ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଉପ-ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନା, ରାଷ୍ଟ୍ରୀୟ ବ୍ୟାଙ୍କିଙ୍ଗ୍‌ ସମୂହ (ଏନ୍‌ବିଜି) ଓଡ଼ିଶାର ସହାୟକ ମହାପ୍ରବନ୍ଧକ ନବଦୀପ…

ଲକ୍ଷାଧିକ ଚାଷୀଙ୍କୁ ସହାୟତା କରିଛି ମାଷ୍ଟରକାର୍ଡ

ନୂଆଦିଲ୍ଲୀ,୧୩।୧:ମାଷ୍ଟରକାର୍ଡ ନିକଟରେ ଏକ ବିରଳ ରେକର୍ଡ ହାସଲ କରିବାରେ ସକ୍ଷମ ହୋଇଛି। ବିଶେଷକରି କମ୍ପାନୀ ଭାରତରେ ନିଜର ବିସ୍ତୃତ ଗ୍ରାମାଞ୍ଚଳ ଓ କୃଷି ଡିଜିଟାଲୀକରଣ ସମାଧାନ, ଫାର୍ମ ପାସ୍‌ ମାଧ୍ୟମରେ ଏକ ମିଲିୟନରୁ ଅଧିକ କ୍ଷୁଦ୍ରଚାଷୀଙ୍କୁ ଲାଭାନ୍ବିତ କରିବାର ମାଇଲଖୁଣ୍ଟ ଅତିକ୍ରମ…

ବୃଦ୍ଧି ପାଇଛି ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ,୧୩।୧:ଗତବର୍ଷ ନଭେମ୍ବର ମାସରେ ୭.୧% ଶିଳ୍ପ ଉପତ୍ାଦନ ବୃଦ୍ଧି ପାଇଛି ବୋଲି ଗୁରୁବାର ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୨ ନଭେମ୍ବରରେ ଇଣ୍ଡଷ୍ଟ୍ରିଆଲ୍‌ ପ୍ରଡକ୍ସନ ଇଣ୍ଡେକ୍ସ (ଆଇଆଇପି) ୧% ବୃଦ୍ଧି ହୋଇଛି। ଉଲ୍ଲେଖଯୋଗ୍ୟ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?