ଡିସିବି ବ୍ୟାଙ୍କ ନୂଆ ଅନ୍‌ଲାଇନ୍‌ ପ୍ଲାଟଫର୍ମ ‘ଡିସିବି ଇଜିବି’

ନୂଆଦିଲ୍ଲୀ,୩୧ା୮: ଡିସିବି ବ୍ୟାଙ୍କର ନୂଆ ଅନଲାଇନ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପ୍ଲାଟଫର୍ମ ‘ଡିସିବି ଇଜିବି’ ନିବେଶକମାନଙ୍କୁ ଯେ କୌଣସି ସମୟରେ ଏବଂ ଯେ କୌଣସିଠାରେ ନିଜ ମ୍ୟୁଚୁଆଲ୍‌ ଫଣ୍ଡ୍‌କୁ ନିରୀକ୍ଷଣ କରିବା ଓ ନିୟନ୍ତ୍ରଣ କରିବାରେ ସହାୟକ ହେଉଛି। ଏହା ନିବେଶକମାନଙ୍କୁ ଶାଖା ପରିଦର୍ଶନ ବିନା ବିବିଧ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ଶୀଘ୍ର ଓ ନିରବଚ୍ଛିନ୍ନ ଭାବେ ନିବେଶ କରିବା, ସ୍ବୟଂକ୍ରିୟ ପେମେଣ୍ଟ ସୁବିଧା ଏବଂ ନିବେଶ, ରିଡିମ୍‌ ଓ ତତ୍କାଳ ସ୍ବିଚ୍‌ କରିବାର ସୁବିଧା ପ୍ରଦାନ କରୁଛି। ସେଥିରେ ସାମିଲ ରହିଛି କୌଣସି ପଞ୍ଜୀକରଣ ଫି ଓ କାରବାର ଚାର୍ଜ ନାହିଁ, ପରିଚିତ ଏଏମ୍‌ସିରେ ନିବେଶ କରିବା ଲାଗି ସହଜରେ ମ୍ୟୁଚୁଆଲ ଫଣ୍ଡ୍‌ ଚୟନ ବିକଳ୍ପ, ସବୁ ଫଣ୍ଡ୍‌ର ରିସ୍କ ରେଟିଂ ଓ ଫ୍ୟାକ୍ଟ ସିଟ୍‌ ହାସଲ କରିବା, କେୱାଇସିକୁ ଅନଲାଇନ୍‌ରେ ଅପ୍‌ଲୋଡ୍‌ କରିବା ଏବଂ ଏନଏସଡିଏଲ୍‌ରୁ କନସୋଲିଡେଟେଡ୍‌ ଆକାଉଣ୍ଟ୍‌ ଷ୍ଟେଟମେଣ୍ଟ୍‌ ଡାଉନ୍‌ଲୋଡ୍‌ କରିବା ଇତ୍ୟାଦି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ପରେ ମୁଦ୍ରାସ୍ପୀତି ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ,୧୪-୮: ଜୁଲାଇରେ କଞ୍ଜ୍ୟୁମର ପ୍ରାଇସ୍‌ ଇଣ୍ଡେକ୍ସ(ସିପିଆଇ) ଅର୍ଥାତ୍‌ ଖୁଚୁରା ମୁଦ୍ରାସ୍ଫୀତି ଗତ ୬ ମାସ ପରେ ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ...

ଇ-ଶ୍ରମରେ ୧୪ କୋଟି ସଦସ୍ୟ

ନୂଆଦିଲ୍ଲୀ,୨୭।୧୨: ଦେଶର ଅଣ ସଂଗଠିତ କ୍ଷେତ୍ରର କାର୍ଯ୍ୟ କରୁଥିବା ପ୍ରତି ୩ ଜଣରେ ଜଣେ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ କରିଥିବା କୁହାଯାଇଛି। ବର୍ତ୍ତମାନ ସୁଦ୍ଧା...

ପୁଣି ୧୦ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୩୧।୮: ଚଳିତ ମାସ ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଲିଟର ପିଛା ୧୦ ପଇସା ବଢି ୮୨.୫୯ ଟଙ୍କା...

ନିବେଶକ ହରାଇଲେ ୧.୬୫ ଲକ୍ଷ କୋଟି

ମୁମ୍ବାଇ,୨୦-୯: ଆମେରିକା ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ହ୍ରାସ ସମ୍ପର୍କରେ ଘୋଷଣା ବିଦେଶ ସମେତ ଭାରତୀୟ ଷ୍ଟକ୍‌ ବଜାରରେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ...

୮୩୧ କୋଟିର ଜିଏସ୍‌ଟି ଠକେଇ

ନୂଆଦିଲ୍ଲୀ,୪।୧: ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ୮୩୧ କୋଟି ଟଙ୍କା ଟିକସ ଠକେଇର ପର୍ଦ୍ଦାଫାଶ କରିଛନ୍ତିି। ଗୁଟ୍‌ଖା, ପାନମସଲା ଏବଂ ତମାଖୁ ପ୍ରଡକ୍ଟର ମାନୁଫାକଚର ଏବଂ ଯୋଗାଣ କରୁଥିବା...

ଡିଜିଟାଲ ପେମେଣ୍ଟ ବୃଦ୍ଧି ଲାଗି ପଦକ୍ଷେପ

ନୂଆଦିଲ୍ଲୀ,୬-୭: କ୍ୟାଶଲେସ ନେଣଦେଣକୁ ବଢାଇବା ଲାଗି ସରକାର ବଜେଟରେ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥି ଅନ୍ତର୍ଗତ ଯେଉଁ କମ୍ପାନୀଗୁଡିକର ବାର୍ଷିକ କାରବାର ୫୦ କୋଟି...

ଇ-ଯାନ କିଣିବାକୁ ୯୦% ଆଗ୍ରହୀ

ନୂଆଦିଲ୍ଲୀ, ୨୬।୭: ପେଟ୍ରୋଲ ଏବଂ ଡିଜେଲର ଲଗାତର ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଏ କ୍ଷେତ୍ରରେ ଇ-ଯାନ ଏକ ପ୍ରମୁଖ ବିକଳ୍ପ ଭାବେ ଉଭା...

ଫନୀ ପ୍ରଭାବିତଙ୍କୁ ଏଚ୍‌ପିସିଏଲ୍‌ ଦେଲା ୫ କୋଟି

ଭୁବନେଶ୍ୱର,୨୨।୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକ ଲାଗି ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚ୍‌ପିସିଏଲ୍‌) ପକ୍ଷରୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଏଲ୍‌ପିଜି...

Advertisement
Archives

Model This Week