ହଲ୍ ଅଫ୍ ଫେମ୍ ୨.୦ ରେ ୨୫ ଷ୍ଟାର୍ଟଅପ
ଭୁବନେଶ୍ୱର,୨୨।୧୧: ଷ୍ଟାର୍ଟଅପ ଓଡ଼ିଶା ଓ ଟିଆଇଇ ଭୁବନେଶ୍ୱର ପକ୍ଷରୁ ‘ହଲ୍ ଅଫ୍ ଫେମ୍ ୨.୦’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋମବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ଏକ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ ଓଡ଼ିଶାର ଏକଜିକ୍ୟୁଟିଭ ଚେୟାରମ୍ୟାନ…
‘ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ନେତୃତ୍ୱ ସମ୍ମାନ’
ଭୁବନେଶ୍ୱର,୨୧।୧୧: ରାଜ୍ୟର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ତଥା ରୁଚି ଫୁଡ଼୍ଲାଇନ୍ର ସହଯୋଗୀ ସଂସ୍ଥା (କମ୍ପାନୀ) ବିଶ୍ୱେଶ୍ୱର ଫୁଡ୍ସର ନିର୍ଦ୍ଦେଶିକା ରଶ୍ମି ସାହୁଙ୍କୁ ନିକଟରେ ଏକ ଆନ୍ତର୍ଜାତିକ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ସ୍ପେନର ରାଜଧାନୀ ମାଦ୍ରିଦ୍ଠାରେ ଆୟୋଜିତ ‘ଆନ୍ତର୍ଜାତିକ ମହିଳା…
କେଏଫ୍ସିର ପପ୍କର୍ଣ୍ଣ ମ୍ୟାଗି ବାଉଲ୍
ନୂଆଦିଲ୍ଲୀ,୨୧।୧୧: ଅନ୍ତଃରାଷ୍ଟ୍ରୀୟ ଫାଷ୍ଟଫୁଡ ବ୍ରାଣ୍ଡ୍ କେଏଫସି ପ୍ରଥମ ଥର ପାଇଁ ନେସ୍ଲେ ସହଭାଗିତାରେ ଏକ ସ୍ବତନ୍ତ୍ର ଡିସ୍ ‘ପପ୍କର୍ଣ୍ଣ ମ୍ୟାଗି ବାଉଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ବିଶେଷକରି କେଏଫ୍ସି ଇଣ୍ଡିଆ ମ୍ୟାଗିରୁ ପ୍ରସ୍ତୁତ କେଏଫ୍ସି ପପ୍କର୍ଣ୍ଣ ବାଉଲ୍ର ସ୍ବାଦ ଗ୍ରାହକଙ୍କୁ…
ଅସ୍ଥିଶଲ୍ୟ ଚିକିତ୍ସା ସମ୍ପର୍କିତ ଜାତୀୟ କର୍ମଶାଳା
କଟକ,୨୧।୧୧: ଓଡ଼ିଶା ଅସ୍ଥିଶଲ୍ୟ ଚିକିସତ୍କ ସଂଘ ଏବଂ ଓସ୍କାରର ମିଳିତ ଆନୁକୂଲ୍ୟରେ ‘ବୟସଗତ ଆଣ୍ଡୁଜନିତ ସମସ୍ୟାର ଅସ୍ଥିଶଲ୍ୟ ଚିକିସତ୍ା’ ଶୀର୍ଷକ ବିଷୟ ବସ୍ତୁ ଉପରେ ଏକଦିବସୀୟ ଜାତୀୟ କର୍ମଶାଳା ଶନିବାର ସ୍ଥାନୀୟ ଟାଙ୍ଗୀସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲଠାରେ ଆୟୋଜିତ ହୋଇଯାଇଛି। ଏହି…
ଏସ୍ପ୍ଲାନେଡ୍ ମଲ୍ରେ ହିଲିଅସ୍ ଆଉଟ୍ଲେଟ୍
ଭୁବନେଶ୍ୱର,୨୧।୧୧: ଟାଟା ଗ୍ରୁପ୍ର ଲାଇଫ୍ ଷ୍ଟାଇଲ୍ କମ୍ପାନୀ ‘ହିଲିଅସ୍’ର ଆଉ ଏକ ପ୍ରିମିୟମ ଆଉଟ୍ଲେଟ୍ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ନେକ୍ସସ ଏସ୍ପ୍ଲାନେଡ୍ ମଲ୍ରେ ହିଲିଅସ୍ର ନୂତନ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏଠାରେ ପ୍ରିମିୟମ୍, ଫ୍ୟାଶନେବଲ, ସ୍ବିସ୍ ଏବଂ ସ୍ମାର୍ଟୱାଚ୍ର ବିଶାଳ…
‘ମହିନ୍ଦ୍ରାର ନୂଆ ଜି ୭୫ ସ୍ମାର୍ଟ ମୋଟର୍ ଗ୍ରେଡର୍’
ଭୁବନେଶ୍ୱର,୨୧।୧୧: ମହିନ୍ଦ୍ରା ଗ୍ରୁପ୍ର ସହଯୋଗୀ ସଂସ୍ଥା ମହିନ୍ଦ୍ରା କନ୍ଷ୍ଟ୍ରଶନ ଇକ୍ୟୁପ୍ମେଣ୍ଟ (ଏମ୍ସିଇ) ଡିଭିଜନର ନୂତନ ଉତ୍ପାଦ ‘ଜି ୭୫ ସ୍ମାର୍ଟ ମୋଟର୍ ଗ୍ରେଡର୍’ର ଉନ୍ମୋଚନ କରାଯାଇଛି। ଏପରିକି କମ୍ପାନୀର ‘ନ୍ୟୁ ମହିନ୍ଦ୍ରା ରୋଡ୍ମାଷ୍ଟର୍ ଜି ୭୫ ସ୍ମାର୍ଟ ‘ପ୍ରଫିଟ୍ କା ପାର୍ଟନର୍’ର…
‘ଆସନ୍ତା ବର୍ଷରେ ଅର୍ଥନୀତି ୬-୭%କୁ ବୃଦ୍ଧି ପାଇବ’
ନୂଆଦିଲ୍ଲୀ,୨୧।୧୧: ସାରା ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛିି। ଏପରିକି ବିଶ୍ୱ ବିମୁଦ୍ରାକରଣ ଆଡକୁ ଗତି କରୁଥିବା ବେଳେ ଭାରତରେ ତା’ର (ବିମୁଦ୍ରୀକରଣ) କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତର ପୂର୍ବତନ ନୀତି ଆୟୋଗ ଉପାଧ୍ୟକ୍ଷ…
ଅଜା ହେଲେ ମୁକେଶ ଅମ୍ବାନୀ: ଯମଜ ସନ୍ତାନ ଜନ୍ମ ଦେଲେ ଝିଅ ଇଶା
ମୁମ୍ବାଇ,୨୦।୧୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଯମଜ ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ଦ୍ୱାରା ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ଇଶା ୧୯ ନଭେମ୍ବରରେ ଯମଜ…
ଆଇସିପିଏର ନୂତନ ଉତ୍ପାଦ
ନୂଆଦିଲ୍ଲୀ ,୨୦।୧୧: ଦେଶର ପ୍ରମୁଖ ଫାର୍ମା କମ୍ପାନୀ ‘ଆଇସିପିଏ ହେଲ୍ଥ ପ୍ରଡକ୍ଟ୍ସ ଲିମିଟେଡ୍ (ଆଇସିପିଏ)ର ନୂତନ ଉତ୍ପାଦ ‘ହେକ୍ସିମେଟ୍ରୋ’ର ସର୍ବଭାରତୀୟ ସ୍ତରରେ ଉନ୍ମୋଚିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ ସୋସାଇଟି ଅଫ୍ ପେରିଓଡୋଣ୍ଟୋଲୋଜି (ଆଇଏସ୍ପି)ର ବାର୍ଷିକ ସମ୍ମିଳନୀ ଅବସରରେ କମ୍ପାନୀର ଉକ୍ତ ଉତ୍ପାଦକୁ…
୩୦ରୁ ୩ୟ ଏମ୍ଆଇଓ ମହାକୁମ୍ଭ
ଭୁବନେଶ୍ୱର,୨୦।୧୧: ଚଳିତ ମାସ ୩୦ରୁ ୩ୟ ମେକ୍ ଇନ୍ ଓଡ଼ିଶା (ଏମ୍ଆଇଓ) କନ୍କ୍ଲେଭ ସ୍ଥାନୀୟ ଜନତା ମଇଦାନଠାରେ ହେବାକୁ ଯାଉଛି। ଏପରିକି ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏମ୍ଆଇଓ କନ୍କ୍ଲେଭକୁ ସଫଳତାର ସହ…
ଇସ୍ପାତ ଉପରୁ ହଟିଲା ରପ୍ତାନି ଶୁଳ୍କ
ନୂଆଦିଲ୍ଲୀ,୨୦।୧୧: ଗତ ୬ମାସ ତଳେ କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୁହା ପଥରର ପରିମାଣ (ଲୌହ ମାତ୍ରା) ଉପରେ ରପ୍ତାନୀ ଶୁକ୍ଳ ଲାଗୁ କରିବାକୁ ଏକ ବିସ୍ତୃତ ଯୋଜନା କରିଥିଲେ। ହେଲେ ଏହି କ୍ଷେତ୍ରରେ କାର୍ଯ୍ୟକରୁଥିବା ଉଭୟ ସରକାରୀ ଓ ଘରୋଇ…
ଡାଟା ସୁରକ୍ଷା ବିଲ୍: ଆଇନ ଭଙ୍ଗକଲେ ସରକାରଙ୍କୁ ବି ଜରିମାନା…
ନୂଆଦିଲ୍ଲୀ,୧୯।୧୧ : ଭାରତ ସରକାର ଏକ ନୂତନ ଡାଟା ସୁରକ୍ଷା ବିଲକୁ ନେଇ ପ୍ରସ୍ତାବ ଆଗତ କରିଛନ୍ତି। ଏହି ଆଇନରେ ତଥ୍ୟ ଉଲ୍ଲଂଘନ ମାମଲାରେ ସରକାରଙ୍କୁ ମଧ୍ୟ ଛାଡ ଦିଆଯାଇ ନାହିଁ। ଏହି ସୂତ୍ର ଅନୁଯାୟୀ ତଥ୍ୟ ଉଲ୍ଲଂଘନ ପାଇଁ ସରକାର…
Archives


