ଆଦର୍ଶ ନାଗରିକ ଗଢ଼ି ତୋଳିଥାଏ ଆକାଶ ବାଇଜୁସ୍
କଟକ,୩।୨:ଆକାଶ ବାଇଜୁସ୍ (କଟକ ସେଣ୍ଟର)ର ଛାତ୍ର ସମ୍ଭବ ମିଶ୍ରଙ୍କୁ ନିକଟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍ଆର୍ବିପି) ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି କଳା ଓ ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିକଟରେ ସମ୍ଭବଙ୍କୁ ଉକ୍ତ…
ସାମ୍ସଙ୍ଗ୍ର ଗ୍ୟାଲାକ୍ସି ‘ଏ’ ସିରିଜ୍ ଶୁଭାରମ୍ଭ
ନୂଆଦିଲ୍ଲୀ,୩।୨: ଦେଶର ସର୍ବବୃହତ୍ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍ ସାମ୍ସଙ୍ଗ୍ର ନୂଆ ଗ୍ୟାଲାକ୍ସି ଏ୧୪ ୫ଜି ଓ ଗ୍ୟାଲାକ୍ସି ଏ୨୩ ୫ଜି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବ୍ରାଣ୍ଡ୍ର ଲୋକପ୍ରିୟ ‘ଏ’ ସିରିଜ୍ରେ ଏହି ନୂତନ ଯୋଗ ଏକ ସୁଲଭ ମୂଲ୍ୟରେ ନୂତନ…
ମାଜା ପକ୍ଷରୁ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ
ନୂଆଦିଲ୍ଲୀ,୩।୨:ଅନ୍ତଃରାଷ୍ଟ୍ରୀୟ ମୃଦ୍ୟୁପାନୀୟ କମ୍ପାନୀ କୋକାକୋଲାର ପ୍ରମୁଖ ବ୍ରାଣ୍ଡ୍ ମାଜାର ନୂତନ ଅଭିଯାନ ‘ଆମ୍ ୱାଲି ଦିଲ୍ଦାରି,ବିନା ନାମ ୱାଲି ଦିଲ୍ଦାରି’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କୋକାକୋଲା ଇଣ୍ଡିଆର ଏକ ଘରୋଇ ଆମ୍ବ ପାନୀୟ ତଥା ଭାରତ ଏବଂ ଦକ୍ଷିଣ-ପଶ୍ଚିମ ଏସିଆର…
ଅମୃତକାଳରେ ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ
ଭୁବନେଶ୍ୱର,୩।୨:ଚଳିତ ଥରର ବଜେଟ ବେଶ ଲୋକାଭିମୁଖୀ ଓ ସନ୍ତୁଳିତ ହୋଇଥିବା ବେଳେ ଅମୃତକାଳରେ ଏହା ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ୍ ବୋଲି ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି। ଏପରିକି ଶିଳ୍ପର ଅଭିବୃଦ୍ଧି ସହ ଭାରତକୁ ଏକ ବିଶ୍ୱସ୍ତରୀୟ ଉପତ୍ାଦନ କେନ୍ଦ୍ରରେ ପରିଣତ…
ଜାନୁୟାରୀରେ ୨୯୬,୩୬୩ ୟୁନିଟ୍ ଗାଡ଼ି ବିକ୍ରି
ନୂଆଦିଲ୍ଲୀ,୩।୨:ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଚଳିତ ବର୍ଷ ଜାନୁୟାରୀର ଗାଡି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜାନୁୟାରୀରେ କମ୍ପାନୀ ମୋଟ ୨୯୬,୩୬୩ ୟୁନିଟ୍ ଗାଡି ବିକ୍ରି କରିଥିବା ଜଣାପଡିଛି। ବିଶେଷକରି କମ୍ପାନୀ ଦେଶ ଭିତରେ…
ଭାରତ-ଆମେରିକା ମିଳିତ ଭାବେ ତିଆରି କରିବେ ଡ୍ରୋନ-ସେମିକଣ୍ଡକ୍ଟର…
ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଆମେରିକାର ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରର ବଡ଼ କମ୍ପାନୀ ଜେନେରାଲ ଆଟୋମିକ୍ସ ଭାରତ ସହ ସହଭାଗିତାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବାକୁ ପ୍ରସ୍ତୁତ ହେଉଛି। ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡ୍ରୋନ…
ସବୁ ପକ୍ଷ ସହ ସମନ୍ବୟ ରକ୍ଷାକୁ ଗୁରୁତ୍ୱାରୋପ
ଭୁବନେଶ୍ୱର,୨।୨: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ବୁଧବାର ରେଲଓ୍ବେର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ଏବଂ ପାରାଦୀପ-ହରିଦାସପୁର ରେଳମାର୍ଗ ନିରୀକ୍ଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଓ ତାଙ୍କ ଟିମ୍ ବିଭିନ୍ନ ବିକାଶମୂଳକ କାର୍ଯ୍ୟ…
ଏସ୍ପିପିଏଲ୍ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର
ଭୁବନେଶ୍ୱର,୨।୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) ପକ୍ଷରୁ ବାଲେଶ୍ୱର ଜିଲାର ବସ୍ତା ନିକଟସ୍ଥ ସିଙ୍ଗଲାସ୍ଥିତ ପାଠଦୁର୍ଗା ସଂସ୍କୃତ କଲେଜ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏପରିକି ଉକ୍ତ ଶିବିରରେ ମୋଟ ୮୬୦ ରୋଗୀ ଅଂଶ ଗ୍ରହଣ…
ନୂତନ ଯୁଗର ବଜେଟ
ଭୁବନେଶ୍ୱର,୨।୨: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ଚଳିତ ଥରର ୟୁନିୟନ ବଜେଟ ଲାଇଭ୍ ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ମେହୁଲ ମୋହନକା କହିଛନ୍ତି, ୟୁନିୟନ ବଜେଟ ୨୦୨୩-୨୪କୁ ବେଶ୍ ପ୍ରଶଂସା କରାଯାଇପାରେ। କାରଣ…
ନାଲ୍କୋରେ ଯୋଗଦେଲେ ପଙ୍କଜ କୁମାର
ଭୁବନେଶ୍ୱର,୨।୨: ନବରତ୍ନ ଉଦ୍ୟୋଗ ନାଲ୍କୋର ନୂତନ ନିର୍ଦ୍ଦେଶକ (ଉତ୍ପାଦନ) ଭାବେ ପଙ୍କଜ କୁମାର ଶର୍ମା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶର୍ମା ଏନ୍ଏମ୍ଡିସିର ରାୟପୁରସ୍ଥିତ ବିଶ୍ୱ ଅନ୍ବେଷଣ କେନ୍ଦ୍ରଠାରେ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଏପରିକି ସେ…
ଅଦାନୀ ଗ୍ରୁପର ବଡ ନିଷ୍ପତ୍ତି, ୨୦ହଜାର କୋଟିର ଏଫପିଓ ରଦ୍ଦ, ଫେରିବ ନିବେଶକଙ୍କ ଅର୍ଥ
ନୂଆଦିଲ୍ଲୀ,୨ ।୨: ଅଦାନୀ ଗ୍ରୁପ ତା’ର ଏଫପିଓ ରଦ୍ଦ କରି ଦେଇଛି । ଅଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡର ଚେୟାରମ୍ୟାନ ଗୌତମ ଅଦାନୀ କହିଛନ୍ତି, ମାର୍କେଟରେ ଉତ୍ଥାନ ପତନକୁ ଦେଖି କମ୍ପାନୀର ବୋର୍ଡ ଏଫପିଓକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି । ସେ…
ପୁଣି ଗୌତମ ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ,୧।୨: ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ପୁଣି ଥରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ସର୍ବାଧିକ ନେଟଓ୍ବର୍ଥ ମୂଲ୍ୟ ଦୃଷ୍ଟିରୁ ମୁକେଶ ଅମ୍ବାନୀ ଆଦାନୀ ଗ୍ରୁପର ମାଲିକ ଗୌତମ ଆଦାନୀଙ୍କୁ ପଛରେ ପକାଇଦେଇଛନ୍ତି। ଏନେଇ ବୁଧବାର ଫୋର୍ବସ୍ ପକ୍ଷରୁ…

