ଆଇଡିବିଆଇ ସହ ହୋଣ୍ଡାର ରାଜିନାମା
ନୂଆଦିଲ୍ଲୀ,୨୬।୧୧: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍) ଓ ଆଇଡିବିଆଇ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ରାଜିନାମା ସ୍ବାକ୍ଷର ହୋଇଯାଇଛି। ବିଶେଷକରି ଏଚ୍ସିଆଇଏଲ୍ ଗ୍ରାହକଙ୍କୁ ବିବିଧ ଆର୍ଥିକ ଯୋଜନା ପ୍ରଦାନ କରିବାକୁ ଆଇଡିବିଆଇ…
ସୋଆର ଷ୍ଟାନ୍ଫୋର୍ଡ ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ୧୬ ଜଣ ଗବେଷକ ପୃଥିବୀର ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବିଶେଷକରି ୟୁଏସ୍ର ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ୨୦୨୨ ମସିହା ପାଇଁ ପୃଥିବୀର…
ଆପୋଲୋ ଭୁବନେଶ୍ୱର ଶ୍ରେଷ୍ଠ ଘରୋଇ ହସ୍ପିଟାଲ
ଭୁବନେଶ୍ୱର,୨୬।୧୧: ଦି ୱିକ୍ ମାଗାଜିନ୍ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରକୁ ‘ବେଷ୍ଟ ମଲ୍ଟି ସ୍ପେଶାଲିଟି ପ୍ରାଇଭେଟ୍ ହସ୍ପିଟାଲ ୨୦୨୨’ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ଦି ୱିକ୍ ପକ୍ଷରୁ ନିୟୋଜିତ ଏକ ସ୍ବାଧୀନ ସଂସ୍ଥା ଦ୍ୱାରା ବିଗତ ୨ମାସ ଧରି…
ଏଫ୍ପିଓ ଜରିଆରେ ୨୦,୦୦୦ କୋଟି ସଂଗ୍ରହ କରିବ ଆଦାନୀ ଗ୍ରୁପ୍
ନୂଆଦିଲ୍ଲୀ,୨୬।୧୧: ଆଦାନୀ ଗ୍ରୁପ୍ର ସହଯୋଗୀ ସଂସ୍ଥା ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଫଲୋ-ଅନ୍ ପବ୍ଲିକ ଅଫର (ଏଫ୍ପିଓ) ଜରିଆରେ ୨୦,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ଏଫ୍ପିଓରୁ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ୍କୁ ବ୍ୟାପକ ସହାୟତା ମିଳିବ ବୋଲି କୁହାଯାଉଛି।…
ଓଡ଼ିଶାକୁ ମିଳିଲା ୫୨୪ କୋଟିର ଜିଏସ୍ଟି କ୍ଷତିପୂରଣ
ନୂଆଦିଲ୍ଲୀ,୨୬।୧୧: ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସ (ଏପ୍ରିଲରୁ ଜୁନ୍)ର ଅବଧି ପାଇଁ କେନ୍ଦ୍ର ସରକାର ବଳକା ଜିଏସ୍ଟି କ୍ଷତିପୂରଣ ଆକାରରେ ଓଡ଼ିଶାକୁ ୫୨୪ କୋଟି ଟଙ୍କା ନିକଟରେ ପ୍ରଦାନ କରିଛନ୍ତି। ଏପରିକି କେନ୍ଦ୍ର ସରକାର ମଧ୍ୟ ବଳକା ଜିଏସ୍ଟି…
କାନନର ଫଟୋକପି ମଡେଲ ପ୍ରଦର୍ଶିତ
କଟକ,୨୫।୧୧:କାନନ ଇଣ୍ଡିଆ ଓ ଗାୟତ୍ରୀ ଡକ୍ୟୁଟେକ୍ସ ପ୍ରାଇଭେଟ ଲିମିଟେଡ୍ର ମିଳିତ ଉଦ୍ୟମରେ ସ୍ଥାନୀୟ ବାଦାମବାଡ଼ି ନିକଟସ୍ଥ ଏକ ହୋଟେଲ ପରିସରରେ କାନନ ଫଟୋ କପି ମଡେଲର ପ୍ରଦର୍ଶନୀ କରାଯାଇଥିଲା। ଏଥିରେ କାନନର ଅତ୍ୟାଧୁନିକ ଫଟୋକପି ମଡେଲ ଆଇଆର୍ସି ୩୨୨୬ ସାଙ୍ଗକୁ ଆଇଆର୍ସି…
ପୁଣେରେ ଜିଓ ଟ୍ରୁ -୫ଜି ସେବା ଉପଲବ୍ଧ
ମୁମ୍ବାଇ,୨୫।୧୧:ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ଜିଓର ଜିଓ ଟ୍ରୁ-୫ଜି ସେବା ବର୍ତ୍ତମାନ ମହାରାଷ୍ଟ୍ରର ପୁଣେ ସହରରେ ଉପଲବ୍ଧ ହେଉଛି ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ପୁଣେବାସୀ ଜିଓର ୧ଜିବିପିଏସ୍ରୁ ଅଧିକ ପର୍ଯ୍ୟନ୍ତର ସ୍ପିଡ୍ ସହ ଅସୀମିତ ୫ଜି ଡାଟା…
‘ଟେଲିକମ୍ କ୍ଷେତ୍ରରେ ଇଏସ୍ଜି ପ୍ରଦର୍ଶନ’
ମୁମ୍ବାଇ,୨୫।୧୧: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓକୁ ନିକଟରେ ଆଉ ଏକ ସମ୍ମାନଜନକ ‘ଟେଲିକମ୍ କ୍ଷେତ୍ରରେ ଇଏସ୍ଜି ପ୍ରଦର୍ଶନ’ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇଠାରେ ଟ୍ରାନ୍ସଫରମାନ୍ସ ଫୋରମ୍ସ ପକ୍ଷରୁ ଆୟୋଜିତ ୨ୟ ଇଏସ୍ଜି ସମିଟ୍ ଆଣ୍ଡ୍ ଆୱାର୍ଡସ୍ କାର୍ଯ୍ୟକ୍ରମରେ…
ବିସ୍ଲେରିକୁ କିଣିପାରେ ଟାଟା
ନୂଆଦିଲ୍ଲୀ,୨୫।୧୧:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଟାଟା ଗ୍ରୁପ୍ ପ୍ରାୟ ୭୦୦୦ କୋଟି ଟଙ୍କାରେ ପ୍ୟାକେଜିଂ ଓ୍ବାଟର କମ୍ପାନୀ ବିସ୍ଲେରିକୁ କିଣିପାରେ ବୋଲି ଚର୍ଚ୍ଚା ହେଉଛି। ଏପରିକି ଟାଟା କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍ (ଟିସିପିଏଲ୍) ପ୍ରାୟ ୬୦୦୦ରୁ ୭୦୦୦ କୋଟି ଟଙ୍କାରେ ଉକ୍ତ…
ସର୍ବୋଚ୍ଚ ସ୍ତରରେ ସେନ୍ସେକ୍ସ
ନୂଆଦିଲ୍ଲୀ,୨୫।୧୧:ଭାରତୀୟ ଶେୟାର ବଜାରର କାରବାର ପୁଣି ଥରେ ଶିଖରରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିବସର କାରବାର ଅର୍ଥାତ୍ ଗୁରୁବାର ସେନ୍ସେକ୍ସ ୭୬୨.୧୦ ପଏଣ୍ଟ ବଢ଼ି ୬୨,୨୭୨.୬୮ ଅଙ୍କ ସହ ସର୍ବକାଳୀନ ଉଚ୍ଚ ସ୍ତରରେ ବନ୍ଦ ହୋଇଛି। ହେଲେ କାରବାର…
ରାଜସ୍ବ ବୃଦ୍ଧି ଯୋଜନା : ନୂଆ ସମ୍ପତ୍ତିର ଚିହ୍ନଟ ପାଇଁ ସମସ୍ତ ମନ୍ତ୍ରଣାଳୟକୁ କେନ୍ଦ୍ରର ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୪।୧୧ : କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନୂତନ ସମ୍ପତ୍ତି ଚିହ୍ନଟ କରିବାକୁ କହିଛନ୍ତି ଯାହା ଦ୍ୱାରା ସେସବୁର ଶୀଘ୍ର ମୁଦ୍ରୀକରଣ ହୋଇପାରିବେ। ଯାହାଦ୍ୱାରା ମୁଦ୍ରୀକରଣ ପ୍ରକ୍ରିୟାକୁ ପୁନର୍ବାର ଟ୍ରାକରେ ରଖାଯାଇପାରିବ। ଏହି ଆର୍ଥିକ ବର୍ଷ ପାଇଁ ବଜେଟ…
ଆକ୍ସିସ ବ୍ୟାଙ୍କ-ଫ୍ଲିପ୍କାର୍ଟର ସହଯୋଗିତା
ନୂଆଦିଲ୍ଲୀ,୨୪।୧୧: ଆକ୍ସିସ ବ୍ୟାଙ୍କ ଓ ଫ୍ଲିପ୍କାର୍ଟ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗିତା ସ୍ଥାପନ କରାଯାଇଛି। ସୁପର ଇଲାଇଟ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ ଲାଗି ଏହି ସହଯୋଗିତା ସ୍ଥାପନ କରାଯାଇଥିବା ଜଣାପଡ଼ିଛି। ଏପରିକି ଫ୍ଲିପ୍କାର୍ଟ ସୁପର କଏନ୍ସ ରିୱାର୍ଡ ପ୍ରୋଗ୍ରାମକୁ ବ୍ୟାପକ…
Archives


