ବାଣିଜ୍ୟ

କାନାରା ବ୍ୟାଙ୍କ ପକ୍ଷରୁ ଶ୍ରେଣୀଗୃହର ପୁନର୍ନିମାଣ

ଭୁବନେଶ୍ୱର,୬।୨: କାନାରା ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍କୁଲର ଶ୍ରେଣୀଗୃହର ମରାମତି କରାଯାଇଛି। ସ୍ଥାନୀୟ ପଳାଶପଲ୍ଲୀଠାରେ ଅବସ୍ଥିତ ଓଡ଼ିଶା ଆସୋସିଏଶନ ଅଫ୍‌ ଦି ଡେଫ୍‌ ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ସ୍କୁଲର ଶ୍ରେଣୀଗୃହ ଗତ ଫନୀ ବାତ୍ୟାରେ ଏକ…

ଆଗ୍ରୋ କ୍ଷେତ୍ର ବିକାଶକୁ ଗୁରୁତ୍ୱାରୋପ

ଭୁବନେଶ୍ୱର, ୬।୨: ଆଗ୍ରୋକ୍ଷେତ୍ର ମାର୍କଟେକ୍‌ ପ୍ରାଇଭେଟ ଲିମିଟେଡ଼୍‌ ପକ୍ଷରୁ ନିକଟରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ସ୍ଥାନୀୟ ରେଡ଼କ୍ରସ୍‌ ଭବନରେ ଅନୁଷ୍ଠିତ ହୋଇଥିଲା। ବିଶେଷ କରି କେନ୍ଦ୍ର ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିୀନସ୍ଥ ସାରାଦେଶରେ ଗଠନ ହେଉଥିବା…

ଆଇଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଏମ୍‌ଏସ୍‌ବିର ଉନ୍ନତ ପ୍ରଦର୍ଶନ

ନୂଆଦିଲ୍ଲୀ,୬।୨: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଲଭଲି ପ୍ରଫେସନାଲ ୟୁନିଭରସିଟି(ଏଲପିୟୁ)ର ସହଯୋଗୀ ଶିକ୍ଷାନୁଷ୍ଠାନ ମିତ୍ତଲ ସ୍କୁଲ ଅଫ୍‌ ବିଜନେସ୍‌ (ଏମ୍‌ଏସ୍‌ବି)ର ଉତ୍ତମ ପ୍ରଦର୍ଶନ ଜାରି ରହିଛି। ଏପରିକି ନିକଟରେ ପ୍ରକାଶିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଶନାଲ୍‌ ର଼୍ୟାଙ୍କିଙ୍ଗ ଫ୍ରେମୱାର୍କ (ଆଇଆଇଆର୍‌ଏଫ୍‌)-୨୦୨୩ରେ ଭଲ ସ୍ଥାନ…

୩ୟ ତ୍ରୈମାସରେ ୬୧୦ କୋଟିର ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୬।୨: ୱେଷ୍ଟଲାଇଫ୍‌ ଫୁଡ୍‌ୱାଲର୍‌ଡ ଲିମିଟେଡ୍‌ ପକ୍ଷରୁ ୨୦୨୦-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉକ୍ତ ତ୍ରୈମାସରେ କମ୍ପାନୀର ବିକ୍ରି ସଂଖ୍ୟା ବାର୍ଷିକ ଆଧାରରେ ୨୮% ବୃଦ୍ଧି ଘଟି ୬୧୦ କୋଟି ଟଙ୍କାରେ ପହଞ୍ଚତ୍ଛି।…

‘ଶେୟାର ବଜାର ଉପରେ ନଜର’

ନୂଆଦିଲ୍ଲୀ,୬।୨: ଅନ୍ତଃରାଷ୍ଟ୍ରୀୟ ମାର୍କେଟ ରିସର୍ଚ୍ଚ ୟୁନିଟ୍‌ ହିଣ୍ଡନ୍‌ବର୍ଗର ରିପୋର୍ଟ ପ୍ରକାଶ ପରେ ଭାରତୀୟ ଶେୟାର ମାର୍କେଟରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଏପରିକି ଗତ କିଛି ସପ୍ତାହ ହେବ ଶେୟାର ବଜାର କାରବାର ମଧ୍ୟ ସେହି ଅନୁଯାୟୀ ପରିବର୍ତ୍ତନ ହୋଇଚାଲିଛି।…

ଘରୋଇ ଅଶୋଧିତ ତୈଳ ଉପରେ ବଢ଼ିଲା ଅପ୍ରତ୍ୟାଶିତ ଲାଭ ଟିକସ…

ନୂଆଦିଲ୍ଲୀ,୫।୨ : ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏକ କ୍ରମରେ, ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ତଥା ଡିଜେଲ ଏବଂ ଏଟିଏଫ ରପ୍ତାନି ଉପରେ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି: ୭ମ ବେତନ କମିଶନରେ ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୫।୨ : କେନ୍ଦ୍ର ସରକାରଙ୍କ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଖବର ଆସିବାକୁ ଯାଉଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି ଦେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ…

ନୂଆପଡ଼ାରେ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୫।୨: ରିଲାଏନ୍ସ ରିଟେଲର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନୂଆପଡା ଜିଲାର ପ୍ରମୁଖ ବଜାର ନୂଆପଡା ଟାଉନଠାରେ ଉକ୍ତ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ସେହିଭଳି ୭୧୯୨…

‘ଆଦାନୀ ମାମଲାରେ ଦେଶର ଛବି ପ୍ରଭାବିତ ହୋଇନାହିଁ’

ନୂଆଦିଲ୍ଲୀ,୫।୨: ଗତ କିଛି ଦିନ ହେବ ସାରା ଦେଶ ଏପରିକି ବିଶ୍ୱରେ ମଧ୍ୟ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଦୀର୍ଘ ଦିନ ଧରି ଚୁପ ରହିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଆଦାନୀ ଗ୍ରୁପ ପ୍ରସଙ୍ଗରେ…

୧୩% ବୃଦ୍ଧି ପାଇଛି କୋଇଲା ଉତ୍ପାଦନ

ନୂଆଦିଲ୍ଲୀ,୪।୨: ପୂର୍ବବର୍ଷ ତୁଳନାରେ ଦେଶରେ ସାମଗ୍ରିକ କୋଇଲା ଉପତ୍ାଦନ ୧୨.୯୪ ପ୍ରତିଶତ ବୃଦ୍ଧି ହୋଇ ୮୯.୯୬ ମିଲିୟନ୍‌ ଟନ୍‌ରେ ପହଞ୍ଚଛି ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, କୋଲ୍‌ ଇଣ୍ଡିଆ ଲିମିଟେଡ଼୍‌ ଦ୍ୱାରା ୧୧.୪୪ ପ୍ରତିଶତ କୋଇଲା ଉପତ୍ାଦନ ହୋଇଥିବା…

ଏସ୍‌ବିଆଇର ୩ୟ ତ୍ରେିମାସିକ ଫଳାଫଳ

ନୂଆଦିଲ୍ଲୀ, ୪।୨: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସର୍ମ୍ପକରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ ନେଟ୍‌ ଲାଭ ୬୮.୫% ବୃଦ୍ଧି ଘଟିଛି।…

ଭୁବନେଶ୍ୱରରେ ଆସସ୍‌ର ସ୍ବତନ୍ତ୍ର ଷ୍ଟୋର୍‌ ଉଦ୍‌ଘାଟିତ

ନୂଆଦିଲ୍ଲୀ,୪।୨: ଅନ୍ତଃରାଷ୍ଟ୍ରୀୟ ଇଲେଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ କମ୍ପାନୀ ଆସସ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ଆଉ ଏକ ଫାସିଲିଟ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏପରିକି ସମଗ୍ର ଦେଶରେ ବ୍ରାଣ୍ଡ୍‌ର ରିଟେଲ ଉପସ୍ଥିତିକୁ ମଜଭୁତ କରିବା ଦିଗରେ ଏକ ପଦକ୍ଷେପ ସ୍ବରୂପ କମ୍ପାନୀ ଭୁବନେଶ୍ୱରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri