ବାଣିଜ୍ୟ

ରୟାଲ ଏନ୍‌ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ଉନ୍ମୋଚିତ

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ବ୍ରାଣ୍ଡ୍‌ ରୟାଲ ଏନ୍‌ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ସିଇଓ ବି. ଗୋବିନ୍ଦରାଜନ୍‌ କହିଛନ୍ତି,ଆମ ପୋର୍ଟଫୋଲିଓରେ ଥଣ୍ଡର ବାର୍ଡକୁ ରିପ୍ଲେସ୍‌ କରିଥିବା ରୟାଲ…

୩ୟ ତ୍ରୈମାସରେ ବିଓଆଇର ୧୧୫୧ କୋଟି ଲାଭ

ନୂଆଦିଲ୍ଲୀ,୧୮।୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ)ର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କର କାରବାର ୨୦% ବୃଦ୍ଧି ଘଟି କ୍ରମାଗତ ଲାଭରେ ୧୧୫୧ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କର ଅପରେଟିଂ…

ତାଜମହଲ ପାଖରେ ଟର୍ମିନାଲ ପାଇଁ ମଞ୍ଜୁରୀ…

ନୂଆଦିଲ୍ଲୀ,୧୮।୧ : ବର୍ତ୍ତମାନ ଖେରିଆରେ ଅବସ୍ଥିତ ଆଗ୍ରା ବିମାନବନ୍ଦରରୁ ଅଧିକ ବିମାନ ଚଳାଚଳ କରିବାକୁ ସକ୍ଷମ ହେବ। ଏହାର ପୂର୍ବ ଆଦେଶରେ ସଂଶୋଧନ କରି ସୁପ୍ରିମକୋର୍ଟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ର ଆବେଦନ ଶୁଣିବାବେଳେ ଆଗ୍ରା ବିମାନ ବନ୍ଦରରୁ ବିମାନ…

ବିଓଏମ୍‌ର ୩ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୧୮।୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ବିଓଏମ୍‌ର ନେଟ୍‌ ସୁଧ ଆୟରେ ବୃଦ୍ଧି ଘଟି ୧୩୮.୭୬% ଅଭିବୃଦ୍ଧି ହାରରେ ୭୭୫ କୋଟି ଟଙ୍କାର ନେଟ୍‌ ଲାଭ…

୫୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚାଇନା ଅର୍ଥନୀତି ଟଳମଳ…

ବେଜିଂ,୧୮।୧ : ଶୂନ କୋଭିଡ ନୀତି ଏବଂ ରିଅଲ ଇଷ୍ଟେଟ ବଜାରରେ ବ୍ୟାପକ ହ୍ରାସ ଯୋଗୁ ୨୦୨୨ ମସିହାରେ ଚାଇନା ଅର୍ଥନୀତିର ଗତି ମାତ୍ର ତିନି ପ୍ରତିଶତକୁ ଖସି ଆସିଛି। ୧୯୪୭ ପରେ ଗତ ୫୦ ବର୍ଷ ମଧ୍ୟରେ ଏହା ହେଉଛି…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୮।୧: ଦିନକ ପରେ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଶେଷକରି ଷ୍ଟକ୍‌ ବଜାରର ନିବେଶକମାନେ ଆଶା ଓ ଆଶଙ୍କା ମଧ୍ୟରେ ଥିଲାବେଳେ…

ଟିଙ୍କରର୍ସ ପ୍ରଦର୍ଶନୀରେ ଅଭିନବ ଉତ୍ପାଦ ପ୍ରଦର୍ଶନ

ନୂଆଦିଲ୍ଲୀ,୧୮।୧: ଅଟଳ ଇନ୍‌କୁବେସନ ସେଣ୍ଟର ତଥା ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଆଇସି-ନାଳନ୍ଦା ପକ୍ଷରୁ ଭୁବନେଶ୍ୱର ଠାରେ ଏକ ଷ୍ଟାର୍ଟଅପ୍‌ ଫେଷ୍ଟ ୨୦୨୩ ଆୟୋଜନ କରାଯାଇଥିଲା। ଯେଉଁଥିରେ…

ଏଫ୍‌ଏମ୍‌ଏଫ୍‌ର ଆର୍ଥତ୍କ ସାକ୍ଷରତା ଅଭିଯାନ

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ଏନ୍‌ବିଏଫ୍‌ସି-ଏମ୍‌ଏଫ୍‌ଆଇ ଫ୍ୟୁଜନ ମାଇକ୍ରୋ ଫାଇନାନ୍ସ (ଏଫ୍‌ଏମ୍‌ଏଫ୍‌) ପକ୍ଷରୁ ଏକ ସ୍ବତନ୍ତ୍ର ଆର୍ଥତ୍କ ସାକ୍ଷରତା ଅଭିଯାନ ଆରମ୍ଭ କରାଯାଇଛି। ବିଶେଷକରି ଦେଶର ଅବହେଳିତ ମହିଳାମାନଙ୍କୁ ଅର୍ଥନୈତିକ ସୁଯୋଗ ପ୍ରଦାନ କରିବା ଉକ୍ତ ଅଭିଯାନର ମୂଳଲକ୍ଷ୍ୟ ବୋଲି ଏଫ୍‌ଏମ୍‌ଏଫ୍‌ ପକ୍ଷରୁ…

ଆଇଟିଆର୍‌ ସ୍ଲାବ୍‌ରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୮।୧: ଇନ୍‌କମ୍‌ ଟ୍ୟାକ୍ସ ରିଟର୍ନ (ଆଇଟିଆର୍‌) ସ୍ଲାବ୍‌ରେ ପରିବର୍ତ୍ତନ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ୨୦୨୩ ସାଧାରଣ ବଜେଟ ଅଭିଭାଷଣରେ ଏ ନେଇ ଘୋଷଣା ହୋଇପାରେ ବୋଲି ଆକଳନ କରାଯାଉଛି। ଫଳରେ ଦେଶର କରଦାତାଙ୍କୁ କିଛି ପରିମାଣରେ…

ଚଳିତ ବର୍ଷ ଭାରତୀୟଙ୍କ ଦରମାରେ ସର୍ବାଧିକ ବୃଦ୍ଧି ହେବ…

ନୂଆଦିଲ୍ଲୀ,୧୭।୧ : ନିକଟରେ ହୋଇଥିବା ଏକ ଆକଳନରୁ ଜଣାପଡିଛି ଯେ ଚଳିତ ବର୍ଷ ଭାରତରେ କର୍ମଚାରୀଙ୍କ ଦରମା ୯.୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ସମସ୍ତ ଏସୀୟ ଦେଶ ତୁଳନାରେ ଏହି ବୃଦ୍ଧି ଭାରତରେ ସର୍ବାଧିକ । ତଥାପି, ବଢୁଥିବା ମୁଦ୍ରାସ୍ଫୀତିକୁ…

ଡ୍ୟୁଲକ୍ସ ୱେଦର୍‌ସିଲ୍ଡ ପାୱାରଫ୍ଲେକ୍ସର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୧: ଦେଶର ପ୍ରମୁଖ ଡ୍ୟୁଲକ୍ସ ପେଣ୍ଟର ନିର୍ମାତା ଆକ୍‌ଜୋନୋବେଲ୍‌ ପକ୍ଷରୁ ନିକଟରେ ତା’ର ନୂତନ ଉତ୍ପାଦ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ସୋମବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ଏକ୍ସଟେରିୟର ପେଣ୍ଟର ଲୋକପ୍ରିୟ ୱେଦର୍‌ସିଲ୍ଟ ରେଞ୍ଜ୍‌ରେ ନୂଆ…

ସୋନିର ନୂତନ ଟେଲିଭିଜନ ମଡେଲ ଉନ୍ମୋଚିତ

ନୂଆଦିଲ୍ଲୀ,୧୭।୧: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ କମ୍ପାନୀ ସୋନିର ନୂତନ ଟେଲିଭିଜନ ମଡେଲ ‘ସୋନି ବ୍ରାଭିଆ ଏକ୍ସ ୭୫କେ’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଏହା ଏକ ପ୍ରିମିୟମ୍‌ ସେଗମେଣ୍ଟର ଟେଲିଭିଜନ୍‌, ଯାହାର ଲୁକ୍‌ ସବୁଠାରୁ ଅଲଗା ଏବଂ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri