ବାଣିଜ୍ୟ

ବେଦାନ୍ତ ଲାଞ୍ଜିଗଡ଼କୁ ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାର

ଭୁବନେଶ୍ୱର,୪।୨: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ସହଯୋଗୀ କମ୍ପାନୀ ବେଦାନ୍ତ ଆଲୁମିନାର ଲାଞ୍ଜିଗଡ଼ ଓଡ଼ିଶା ୟୁନିଟ୍‌କୁ ନିକଟରେ ଏକ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ବେଦାନ୍ତ ଲିମିଟେଡ୍‌ର ଲାଞ୍ଜିଗଡ଼ ୟୁନିଟ୍‌ ଦେଶର ଅଗ୍ରଣୀ ମେଟାଲର୍ଜିକାଲ…

ପ୍ଲାଟିନମ୍‌ ଇଭାରାର ଆକର୍ଷଣୀୟ ଜୁଏଲେରି କଲେକ୍ସନ

ନୂଆଦିଲ୍ଲୀ,୪।୨: ଚଳିତ ବର୍ଷର ଭାଲେଣ୍ଟାଇନ୍‌ ଡେ’ ପରିପ୍ରେକ୍ଷୀରେ ପ୍ଲାଟିନମ୍‌ ଇଭାରାର ଆକର୍ଷଣୀୟ ଜୁଏଲେରି କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉକ୍ତ ଉତ୍ସବକୁ ସେଲିବ୍ରେଟ୍‌ କରିବା ପାଇଁ ପ୍ଲାଟିନମ୍‌ ଇଭାରା ବାଏ ପିଜିଆଇ ଇଣ୍ଡିଆ ୯୫%ଶୁଦ୍ଧ ପ୍ଲାଟିନମ୍‌ରୁ ସୁନ୍ଦର ଭାବେ ନିର୍ମିତ…

ଅଟୋମୋବାଇଲ ରପ୍ତାନିରେ ଅଭିବୃଦ୍ଧି

ନୂଆଦିଲ୍ଲୀ, ୪।୨: ଦେଶର ଅଟୋମୋବାଇଲ ଶିଳ୍ପକ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଦେଖାଦେଇଛି ଏପରିକି ଅଟୋମୋବାଇଲ ରପ୍ତାନି ହାର ୨୦୨୧-୨୨ରେ ପ୍ରାୟ ୩୬% (୩୫.୯%) ବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୪୧,୩୪,୦୪୭ ୟୁନିଟ୍‌ ଗାଡ଼ି ରପ୍ତାନି ହୋଇଥିବା ବେଳେ ୨୦୨୧-୨୨ରେ ଏହି ସଂଖ୍ୟା…

ସନସାଇନରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୩।୨:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସନ୍‌ସାଇନ୍‌ ହସ୍ପିଟାଲ ଭୁବନେଶ୍ୱର ନିକଟରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳାତାର ସହ କରିଥିବା ଜଣାପଡ଼ିଛି। ବିଶେଷକରି ରୋବୋଟିକ ଜରିଆରେ ଉକ୍ତ ଅସ୍ତ୍ରୋପଚାର କରାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ଲକ୍ଷ୍ମୀସାଗରସ୍ଥିତ ସନ୍‌ସାଇନ୍‌ ହସ୍ପିଟାଲରେ…

ଆଦର୍ଶ ନାଗରିକ ଗଢ଼ି ତୋଳିଥାଏ ଆକାଶ ବାଇଜୁସ୍‌

କଟକ,୩।୨:ଆକାଶ ବାଇଜୁସ୍‌ (କଟକ ସେଣ୍ଟର)ର ଛାତ୍ର ସମ୍ଭବ ମିଶ୍ରଙ୍କୁ ନିକଟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର (ପିଏମ୍‌ଆର୍‌ବିପି) ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି କଳା ଓ ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିକଟରେ ସମ୍ଭବଙ୍କୁ ଉକ୍ତ…

ସାମ୍‌ସଙ୍ଗ୍‌ର ଗ୍ୟାଲାକ୍ସି ‘ଏ’ ସିରିଜ୍‌ ଶୁଭାରମ୍ଭ

ନୂଆଦିଲ୍ଲୀ,୩।୨: ଦେଶର ସର୍ବବୃହତ୍‌ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ର ନୂଆ ଗ୍ୟାଲାକ୍ସି ଏ୧୪ ୫ଜି ଓ ଗ୍ୟାଲାକ୍ସି ଏ୨୩ ୫ଜି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବ୍ରାଣ୍ଡ୍‌ର ଲୋକପ୍ରିୟ ‘ଏ’ ସିରିଜ୍‌ରେ ଏହି ନୂତନ ଯୋଗ ଏକ ସୁଲଭ ମୂଲ୍ୟରେ ନୂତନ…

ମାଜା ପକ୍ଷରୁ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ,୩।୨:ଅନ୍ତଃରାଷ୍ଟ୍ରୀୟ ମୃଦ୍ୟୁପାନୀୟ କମ୍ପାନୀ କୋକାକୋଲାର ପ୍ରମୁଖ ବ୍ରାଣ୍ଡ୍‌ ମାଜାର ନୂତନ ଅଭିଯାନ ‘ଆମ୍‌ ୱାଲି ଦିଲ୍‌ଦାରି,ବିନା ନାମ ୱାଲି ଦିଲ୍‌ଦାରି’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କୋକାକୋଲା ଇଣ୍ଡିଆର ଏକ ଘରୋଇ ଆମ୍ବ ପାନୀୟ ତଥା ଭାରତ ଏବଂ ଦକ୍ଷିଣ-ପଶ୍ଚିମ ଏସିଆର…

ଅମୃତକାଳରେ ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ

ଭୁବନେଶ୍ୱର,୩।୨:ଚଳିତ ଥରର ବଜେଟ ବେଶ ଲୋକାଭିମୁଖୀ ଓ ସନ୍ତୁଳିତ ହୋଇଥିବା ବେଳେ ଅମୃତକାଳରେ ଏହା ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ୍‌ ବୋଲି ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି। ଏପରିକି ଶିଳ୍ପର ଅଭିବୃଦ୍ଧି ସହ ଭାରତକୁ ଏକ ବିଶ୍ୱସ୍ତରୀୟ ଉପତ୍ାଦନ କେନ୍ଦ୍ରରେ ପରିଣତ…

ଜାନୁୟାରୀରେ ୨୯୬,୩୬୩ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୩।୨:ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଚଳିତ ବର୍ଷ ଜାନୁୟାରୀର ଗାଡି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜାନୁୟାରୀରେ କମ୍ପାନୀ ମୋଟ ୨୯୬,୩୬୩ ୟୁନିଟ୍‌ ଗାଡି ବିକ୍ରି କରିଥିବା ଜଣାପଡିଛି। ବିଶେଷକରି କମ୍ପାନୀ ଦେଶ ଭିତରେ…

ଭାରତ-ଆମେରିକା ମିଳିତ ଭାବେ ତିଆରି କରିବେ ଡ୍ରୋନ-ସେମିକଣ୍ଡକ୍ଟର…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଆମେରିକାର ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରର ବଡ଼ କମ୍ପାନୀ ଜେନେରାଲ ଆଟୋମିକ୍ସ ଭାରତ ସହ ସହଭାଗିତାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବାକୁ ପ୍ରସ୍ତୁତ ହେଉଛି। ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡ୍ରୋନ…

ସବୁ ପକ୍ଷ ସହ ସମନ୍ବୟ ରକ୍ଷାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୨।୨: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ବୁଧବାର ରେଲଓ୍ବେର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ଏବଂ ପାରାଦୀପ-ହରିଦାସପୁର ରେଳମାର୍ଗ ନିରୀକ୍ଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଓ ତାଙ୍କ ଟିମ୍‌ ବିଭିନ୍ନ ବିକାଶମୂଳକ କାର୍ଯ୍ୟ…

ଏସ୍‌ପିପିଏଲ୍‌ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୨।୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିପିଏଲ୍‌) ପକ୍ଷରୁ ବାଲେଶ୍ୱର ଜିଲାର ବସ୍ତା ନିକଟସ୍ଥ ସିଙ୍ଗଲାସ୍ଥିତ ପାଠଦୁର୍ଗା ସଂସ୍କୃତ କଲେଜ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏପରିକି ଉକ୍ତ ଶିବିରରେ ମୋଟ ୮୬୦ ରୋଗୀ ଅଂଶ ଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri