ପ୍ଲାଟିନମ୍‌ ଇଭାରାର ଆକର୍ଷଣୀୟ ଜୁଏଲେରି କଲେକ୍ସନ

ନୂଆଦିଲ୍ଲୀ,୪।୨: ଚଳିତ ବର୍ଷର ଭାଲେଣ୍ଟାଇନ୍‌ ଡେ’ ପରିପ୍ରେକ୍ଷୀରେ ପ୍ଲାଟିନମ୍‌ ଇଭାରାର ଆକର୍ଷଣୀୟ ଜୁଏଲେରି କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉକ୍ତ ଉତ୍ସବକୁ ସେଲିବ୍ରେଟ୍‌ କରିବା ପାଇଁ ପ୍ଲାଟିନମ୍‌ ଇଭାରା ବାଏ ପିଜିଆଇ ଇଣ୍ଡିଆ ୯୫%ଶୁଦ୍ଧ ପ୍ଲାଟିନମ୍‌ରୁ ସୁନ୍ଦର ଭାବେ ନିର୍ମିତ ପ୍ଲାଟିନମ୍‌ ଜୁଏଲେରିର ଏକ କ୍ୟୁରେଟେଡ୍‌ କଲେକ୍ସନ ଗ୍ରାହକଙ୍କ ପାଇଁ ଅଣାଯାଇଛି। ବିଶେଷକରି କାଜୁଆଲ ୱେର ହେଉ କିମ୍ବା ପାର୍ଟି ଓ୍ବେର, ୱର୍କୱେର ଓ ଇଣ୍ଡିଆନ୍‌ ୱେର, ପ୍ଲାଟିନମ୍‌ ଇଭାରାର ଚମତ୍କାର କଲେକ୍ସନ ବିଭିନ୍ନ ଅବସରରେ ଭିନ୍ନ ଭିନ୍ନ ଲୁକ୍‌ଗୁଡିକୁ ଉନ୍ନତ ଓ ପରିପୂର୍ଣ୍ଣ କରୁଥିବା ଡିଜାଇନ୍‌ ପ୍ରଦାନ କରି ଆପଣଙ୍କ ଷ୍ଟାଇଲକୁ ଗୋଟିଏ ସ୍ତର ଉପରକୁ ନେଇଥାଏ। ଏହି ବହୁମୁଖୀ ରେଞ୍ଜରେ ଆକର୍ଷଣୀୟ ନେକ୍‌ଲେସ୍‌ଠାରୁ ଆରମ୍ଭ କରି ସୁନ୍ଦର ରିଷ୍ଟୱେର, ସୂକ୍ଷ୍ମ ରୂପେ ନିର୍ମିତ ଇୟରିଂ ଓ ଚମତ୍କାର ରିଂଗୁଡିକ ପର୍ଯ୍ୟନ୍ତ ଡିଜାଇନଗୁଡିକର ଏକ ଶୃଙ୍ଖଳା ସାମିଲ ରହିଛି। ସୂକ୍ଷ୍ମ ତଥାପି ବାଧାହୀନ ଆକାର, ଆକର୍ଷଣୀୟ ଡାଇମଣ୍ଡ୍‌କଟ୍‌ ସହ ମିଳିତ ହୋଇ ପ୍ରଥମ ଧରଣର ପିସ୍‌ ନିର୍ମାଣ କରିବା ପାଇଁ ଏକତ୍ରିତ ହୋଇଛନ୍ତି, ଯାହା ଏକ ଅନନ୍ୟ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ସୃଷ୍ଟି କରିବା ସହ ଆପଣଙ୍କର ପୋଷାକକୁ ପରିପୂର୍ଣ୍ଣ କରିଥାଏ। ତେଣୁ ଏହି ଭାଲେଣ୍ଟାଇନ୍ସ ଡେ’ରେ ପ୍ଲାଟିନମ୍‌ ଇଭାରାର ଆକର୍ଷଣୀୟ ରେଞ୍ଜ୍‌ର ପ୍ଲାଟିନମ୍‌ ଜୁଏଲେରି ପିସ୍‌ଗୁଡିକରୁ ନିଜ ପାଇଁ ଏକ ପିସ୍‌ ଚୟନ କରି ଆତ୍ମ-ପ୍ରେମକୁ ସେଲିବ୍ରେଟ୍‌ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ବର୍ଷା ତାଣ୍ଡବ, ପାଣି ଘେରରେ ସୁରତ

ଅହମଦାବାଦ,୨୪ା୭: ଗୁଜରାଟର ଦକ୍ଷିଣ ଭାଗ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳ ବୁଡ଼ିଯାଇଥିବା ବେଳେ ସାଧାରଣ ଜୀବନଯାତ୍ରା…

ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି…

ଫୁଲବାଣୀରୁ ବିହାର ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ବଲାଙ୍ଗୀର ଅବକାରୀ ଟିମ୍

ବଲାଙ୍ଗୀର,୨୪ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ…

ଅନଶନରେ ଯୋଗଦେବା ପାଇଁ ଅଭିନେତାମାନଙ୍କୁ ଟଙ୍କା ଦିଆଯାଉଛି? ହଇଚଇ ସୃଷ୍ଟି କରିଛି ଅଭିନେତ୍ରୀ ଆକାଂକ୍ଷା ପୁରୀଙ୍କ ବୟାନ

ନୂଆଦିଲ୍ଲୀ,୨୪।୭: ଛାତ୍ର ଆନ୍ଦୋଳନ ମଧ୍ୟରେ ‘ବିଗ ବସ ଓଟିଟି’ ଫେମ ଆକାଂକ୍ଷା ପୁରୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ‘ବିଘ୍ନହର୍ତା ଗଣେଶ’ରେ ଦେବୀ ପାର୍ବତୀ ଭୂମିକାରେ ଅଭିନୟ…

CJP ସହ ବୈଠକ ପରେ ନଡ୍ଡାଙ୍କ ବଡ଼ ବୟାନ! ‘୩ ଦାବି, ୫ ପ୍ରସ୍ତାବ ମିଳିଛି’, କାଲି ହେବ…

ନୂଆଦିଲ୍ଲୀ,୨୪ା୭: NEET ପରୀକ୍ଷାରେ ଅନିୟମିତତା ଅଭିଯୋଗରୁ ସୃଷ୍ଟି ହୋଇଥିବା ପ୍ରତିବାଦ ଏବେ ଧୀରେ ଧୀରେ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ…

ସରିଲା ଛେରାପହଁରା, ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଘର ବାହୁଡିବେ ଜଗତ ନିୟନ୍ତା ଶ୍ରୀଜଗନ୍ନାଥ। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର ଶ୍ରୀକ୍ଷେତ୍ର। ନାଚ, ଗୀତ, ହରିବୋଲରେ ଦୁଲୁକୁଛି ବଡ଼ଦାଣ୍ଡ।…

୧୦ ବର୍ଷ ଜେଲ୍, ୧୦ କୋଟି ଜରିମାନା: ପେପର ଲିକ୍ ବିରୋଧରେ ସରକାରଙ୍କ କଠୋର ଆଇନ, କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ,୨୪ା୭: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ପେପର ଲିକ୍ ବିଲ୍ ସଂଶୋଧନ’କୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ପେପର ଲିକ୍ ମାଫିଆଙ୍କ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri