ବାଣିଜ୍ୟ

ମାରୁତି ସୁଜୁକି ସହ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କର ସହଭାଗିତା

ନୂଆଦିଲ୍ଲୀ,୧୪।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ଏବଂ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଥିବା ଜଣାପଡିଛି। ଏପରିକି ଉଭୟ କମ୍ପାନୀ ମଧ୍ୟରେ ଏକ ସହଭାଗିତା ହୋଇଛି। ଏହି ସହଭାଗିତାର ଏକ…

ଅନୁଗୋଳରେ ରେଳ ମିଲ୍‌ କରିବ ଜେଏସ୍‌ପି

ଭୁବନେଶ୍ୱର,୧୪।୪: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ପକ୍ଷରୁ ଓଡ଼ିଶାରେ ରେଳ ମିଲ୍‌ ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜେଏସ୍‌ପି ଓଡ଼ିଶାର ଅନୁଗୋଳସ୍ଥିତ ଷ୍ଟିଲ୍‌ କମ୍ପ୍ଲେକ୍ସଠାରେ ୧.୨ ଏମ୍‌ଟିପିଏ କ୍ଷମତାସମ୍ପନ୍ନ ଏକ ନୂତନ ରେଳ ମିଲ୍‌ ସ୍ଥାପନ କରାଯିବ। ବିଶେଷକରି…

ପିସିଏଲକୁ ଗୋଲ୍ଡ ଆୱାର୍ଡ

ନୂଆଦିଲ୍ଲୀ,୧୩।୪: ଦୀପକ ଫର୍ଟିଲାଇଜର୍ସ ଆଣ୍ଡ ପେଟ୍ରୋକେମିକାଲସ କର୍ପୋରେସନ ଲିମିଟେଡର ସହଯୋଗୀ କମ୍ପାନୀ ପରଫରମାନ୍ସ କେମିସର୍ଭ ଲିମିଟେଡ (ପିସିଏଲ)କୁ ନିକଟରେ ସମ୍ମାନଜନକ ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷ କରି ପିସିଏଲ ଦ୍ୱାରା ସ୍ଥାପିତ ଗ୍ଲୋବାଲ ସ୍କେଲ ଆମୋନିଆ ପ୍ରକଳ୍ପକୁ ଉକ୍ତ ସମ୍ମାନ…

‘ଜିତୋ ଧନ୍‌ ଧନା ଧନ୍‌ କାର୍‌ ଉଇନର୍ସ’

ମୁମ୍ବାଇ,୧୩।୪: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ରିଲାଏନ୍ସ ଜିଓର ଅଗ୍ରଣୀ ପ୍ଲାଟ୍‌ଫର୍ମ ଜିଓ ସିନେମା ଚଳିତ ଥର ଟାଟା ଆଇପିଏଲ୍‌ର ଅଫିସିଆଲ ଡିଜିଟାଲ ଷ୍ଟ୍ରିମିଂ ପାଟର୍ନର ଭାବେ ଜଡ଼ିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ କମ୍ପାନୀ ପକ୍ଷରୁ ଏକ…

ୱେଲ୍‌ନେସ୍‌ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୪: ହେଲ୍‌ଥ ପ୍ଲାଟ୍‌ଫର୍ମ ଷ୍ଟାର୍ଟଅପ୍‌ ସ୍ପା ହୋଲିକ୍‌ ୱେଲ୍‌ନେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ଅତ୍ୟାଧୁନିକ ୱେଲ୍‌ନେସ୍‌ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଜୟଦେବବିହାର ନିକଟସ୍ଥ ବିଜୁ ପଟ୍ଟନାୟକ କଲେଜ ରୋଡ୍‌ରେ ଉକ୍ତ ସେଣ୍ଟର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି…

ସମ୍ବଲପୁରରେ ଆକାଶ ବାଇଜୁସ୍‌ର ସେଣ୍ଟର

ଭୁବନେଶ୍ୱର୧୩।୪: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆକାଶ ବାଇଜୁସ୍‌ ପକ୍ଷରୁ ଓଡ଼ିଶା କ୍ଷେତ୍ରରେ ଆଉ ଏକ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏପରିକି ସମ୍ବଲପୁର ନିକଟସ୍ଥ ଅଇଁଠାପାଲିଠାରେ ଆକାଶ ବାଇଜୁସ୍‌ର ପ୍ରଥମ କ୍ଲାସ୍‌ରୁମ୍‌ ସେଣ୍ଟର ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି…

‘ଇନ୍‌ଭେଷ୍ଟିଂ ଇନ୍‌ ଇଣ୍ଡିଆ ଡିକେଡ୍‌’

ନୂଆଦିଲ୍ଲୀ,୧୩।୪: ଦେଶର ପ୍ରମୁଖ ଶିଳ୍ପ ସଂଘ ଫିକି ଏବଂ ୟୁଏସ୍‌-ଇଣ୍ଡିଆ ଷ୍ଟ୍ରାଟେଜିକ୍‌ ଫୋରମ ଦ୍ୱାରା ଆୟୋଜିତ ଗୋଲ ଟେବୁଲ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ‘ଇନ୍‌ଭେଷ୍ଟିଂ ଇନ୍‌ ଇଣ୍ଡିଆ ଡିକେଡ୍‌’ ଶୀର୍ଷକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ଫିକି…

ବେଦାନ୍ତ ବାଲ୍‌କୋ ‘ପ୍ୟାଟ୍‌ ଟପ୍‌ ପ୍ରଦର୍ଶନକାରୀ’

ଭୁବନେଶ୍ୱର,୧୩।୪: ବେଦାନ୍ତ ଆଲୁମିନିୟମର ସହାୟକ କମ୍ପାନୀ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ବାଲ୍‌କୋ)କୁ ନିକଟରେ ସମ୍ମାନଜନକ ‘ପ୍ୟାଟ୍‌ ଟପ୍‌ ପ୍ରଦର୍ଶନକାରୀ’ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ପ୍ରଦର୍ଶନ, ସଫଳତା ଏବଂ ବାଣିଜ୍ୟ(ପ୍ୟାଟ୍‌) ଯୋଜନା ଅନ୍ତର୍ଗତ ଶକ୍ତି ଅଧୀନ ତଥା…

ଗାଡ଼ି ବିକ୍ରିରେ ୧୨% ଅଭିବୃଦ୍ଧି

ଭୁବନେଶ୍ୱର,୧୩।୪: ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚରେ ଗାଡ଼ି ବିକ୍ରି ଓଡ଼ିଶା ବଜାରରେ ବୃଦ୍ଧି ଘଟିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ମୋଟ ୬୫,୨୪୫୫ ୟୁନିଟ୍‌ ଗାଡ଼ି ରାଜ୍ୟରେ ବିକ୍ରି ହୋଇଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର…

ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୬%

ନୂଆଦିଲ୍ଲୀ,୧୩।୪: ଗତ କିଛି ମାସ ହେବ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାରରେ ପରିବର୍ତ୍ତନ ଘଟୁଛି। ଏପରିକି ୨୦୨୩ ମାର୍ଚ୍ଚରେ ମଧ୍ୟ ଖୁଚୁରା ମୁଦ୍ରାସ୍ପୀତି ହାର ହ୍ରାସ ପାଇ ୫.୬୬% ରେ ରହିଛି। ଫଳରେ ଖୁଚୁରା ମୁଦ୍ରାସ୍ଫୀତି ଗତ ୧୫ ମାସର ସର୍ବନିମ୍ନ…

କାର୍ଯ୍ୟରେ ଯୋଗ ଦେଉ ନ ଥିବା ପାଇଲଟଙ୍କୁ ଆଲାଇନ୍ସ ଏୟାରର କାରଣ ଦର୍ଶାଅ ନୋଟିସ ଜାରି…

ନୂଆଦିଲ୍ଲୀ,୧୨।୪ : ଲଗାତାର ଦୁଇ ଦିନ ଧରି କାର୍ଯ୍ୟରେ ଯୋଗ ନ ଦେଇଥିବାରୁ ଆଲାଇନ୍ସ ଏୟାର ଏହାର ପାଇଲଟମାନଙ୍କୁ ସୋ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି, ପାଇଲଟମାନେ ସୋମବାର ଷ୍ଟ୍ରାଇକ କରିଥିଲେ ଯାହା ମଙ୍ଗଳବାର…

ନିଶ୍ଚିତ ଭବିଷ୍ୟ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ,୧୨।୪: ଦେଶର ପ୍ରମୁଖ ଘରୋଇ ଜୀବନ ବୀମାକାରୀ କମ୍ପାନୀ ରିଲାଏନ୍ସ ନିପନ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ଉତ୍ପାଦ ନିଶ୍ଚିତ ଭବିଷ୍ୟ ଯୋଜନାର ଶୁଭାରମ୍ଭ କରାଯାଇଛି। ଏପରିକି ରିଲାଏନ୍ସ ନିପନ ଲାଇଫ୍‌ ନିଶ୍ଚିତ ଭବିଷ୍ୟ ଏକ ବର୍ଦ୍ଧିତ ଆୟ ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?