ଡାଲମିଆ ସିମେଣ୍ଟ ସହ ବେଦାନ୍ତ ଆଲୁମିନିୟମର ବୁଝାମଣା
ଭୁବନେଶ୍ୱର,୧୫ା୩: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏବଂ ଡାଲମିଆ ସିମେଣ୍ଟ ମଧ୍ୟରେ ଏକ ବ୍ୟବସାୟିକ ବୁଝାମଣା ହୋଇଥିବା ଜଣାପଡ଼ିଛି। ବିଶେଷକରି ଫ୍ଲାଏ ଆଶ୍ ପାଉଁଶ ଭଳି ଶିଳ୍ପ ବଜ୍ୟବସ୍ତୁ ଯୋଗାଣ ପାଇଁ ଉଭୟ ସଂସ୍ଥା ଦୀର୍ଘଦିନ ହେଲା ସହଯୋଗିତା…
ଡବ୍ଲ୍ୟୁଡିଆର୍ଏ-ପିଏନ୍ବି ବୁଝାମଣାପତ୍ର ସ୍ବାକ୍ଷର
ନୂଆଦିଲ୍ଲୀ,୧୫ା୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ଏବଂ ଓ୍ବେରହାଉସିଂ ଡେଭଲପମେଣ୍ଟ ଆଣ୍ଡ ରେଗୁଲାଟେରି ଅଥରିଟି (ଡବ୍ଲ୍ୟୁଡିଆର୍ଏ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥାର ବ୍ୟବସାୟିକ ଅଭିବୃଦ୍ଧି ସହ ଇ-ଏନ୍ଡବ୍ଲ୍ୟୁଆର୍ ଜରିଆରେ ନେଣଦେଣ କରିବା…
୧୦,୦୦୦କର୍ମଚାରୀଙ୍କୁ ଛଟେଇ କରିବ ମେଟା
ନୂଆଦିଲ୍ଲୀ,୧୫ା୩: ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ତଥା ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ମେଟା(ପୂର୍ବର ଫେସ୍ବୁକ୍) ଚଳିତ ମାସ ଶେଷ ସୁଦ୍ଧା ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ସୂଚନା ମିଳିଛି। ଏପରିକି ପୂର୍ବରୁ ମଧ୍ୟ କମ୍ପାନୀ ପ୍ରାୟ ୧୧ହଜାର କର୍ମଚାରୀଙ୍କୁ ଛଟେଇ…
୩ ଦିନରେ ୪୬୫ ବିଲିୟନ ଡଲାର ହ୍ରାସ
ନୂଆଦିଲ୍ଲୀ,୧୫ା୩: ଅନ୍ତଃରାଷ୍ଟ୍ରୀୟ ଶେୟାର ବଜାର ଏବଂ ଅର୍ଥନୀତିରେ ଏକ ପ୍ରକାର ଆଶଙ୍କା ଦେଖାଦେଇଛି। ବିଶେଷକରି ଆମେରିକାରେ ସୃଷ୍ଟି ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ବିଶ୍ୱ ଅର୍ଥନୀତିକୁ ବେଶ୍ ପ୍ରଭାବିତ କରିଛି। କେବଳ ୩ଟି କାର୍ଯ୍ୟଦିବସରେ ଗ୍ଲୋବାଲ ଫାଇନାନ୍ସିଆଲ୍ ଷ୍ଟକ୍ସର ବଜାର ମୂଲ୍ୟ ୪୬୫…
ଗ୍ରାହକ ସନ୍ତୁଷ୍ଟିକୁ ଅଗ୍ରାଧିକାର
ପାରିବାରିକ ବ୍ୟବସାୟ ଓ ବାଣିଜ୍ୟ ବିଭାଗର ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ଅହେତୁକ ଆଗ୍ରହ ରହିଥିଲା। ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଶେଷକରି ବାପାଙ୍କ ସହ ବ୍ୟବସାୟରେ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ହୋଇଥିଲି। ସମୟକ୍ରମେ ନୂତନ ବ୍ୟବସାୟର ଅୟମାରମ୍ଭ ସହ ବ୍ୟବସାୟରେ ଅଭିବୃଦ୍ଧି…
ପାଇକାରୀ ମୁଦ୍ରାସ୍ଫୀତି ୩.୮୫%କୁ ହ୍ରାସ
ନୂଆଦିଲ୍ଲୀ, ୧୫ା୩ : ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ମୁଦ୍ରାସ୍ଫୀତି ଫେବୃୟାରୀରେ ୩.୮୫ ପ୍ରତିଶତକୁ ହ୍ରାସ ପାଇଛି। ଜାନୁୟାରୀରେ ଏହା ୪.୭୩ ପ୍ରତିଶତ ଥିଲା। ଗତବର୍ଷ ଫେବୃୟାରୀରେ ଡବ୍ଲ୍ୟୁପିଆଇ ମୁଦ୍ରାସ୍ଫୀତି ୧୩.୪୩ ପ୍ରତିଶତ ରହିଥିବାବେଳେ ବର୍ଷକ ମଧ୍ୟରେ ଏହା ପାଖାପାଖି ୧୦…
ଏମ୍ ଜଗନ୍ନାଥ-ତବଲେଶ ପାଣ୍ଡେ ହେଲେ ଏଲ୍ଆଇସିର ନୂଆ ଏମ୍ଡି
ନୂଆଦିଲ୍ଲୀ,୧୪।୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି) ମଙ୍ଗଳବାର କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତବଲେଶ ପାଣ୍ଡେ ଏବଂ ଏମ୍ ଜଗନ୍ନାଥଙ୍କୁ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଭାବେ ପଦୋନ୍ନତି ଦେଇଛି। ଉଭୟଙ୍କ ନିଯୁକ୍ତି ଏପ୍ରିଲ ୧, ୨୦୨୩ଠାରୁ କାର୍ଯ୍ୟକାରୀ ହେବ। ପାଣ୍ଡେ ପରିଚାଳନା ନିର୍ଦ୍ଦେଶକ ବି…
ପୁଣି ଛଟେଇ କରିବ ମେଟା, ଏଥର ୧୦ ହଜାର କର୍ମଚାରୀ ହେବେ ବିଦା
ନୂଆଦିଲ୍ଲୀ,୧୪।୩: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟଫର୍ମ(ମେଟା.ଓ) ଆଉ ଏକ ପ୍ରମୁଖ ଛଟେଇ ଘୋଷଣା କରିଛି। ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବାର ଚାରି ମାସ ପରେ ଆଉ ୧୦ ହଜାର ଚାକିରି ହ୍ରାସ କରିବ ବୋଲି ମେଟା କହିଛି। ତେବେ…
ଆପଣଙ୍କ ପିଏଫ୍ ଖାତାକୁ ଆସିଛି କି ସୁଧ ଟଙ୍କା? ଘରେ ବସି ଏଭଳି କରନ୍ତୁ ଯାଞ୍ଚ…
ନୂଆଦିଲ୍ଲୀ,୧୪।୩: ଦେଶର ୬.୫ କୋଟି ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି। ସରକାର କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ (ଇପିଏଫ୍ଓ) ର ସଦସ୍ୟଙ୍କ ଆକାଉଣ୍ଟକୁ ପିଏଫ୍ ସୁଧ ଟଙ୍କା ପଠାଇବା ଆରମ୍ଭ କରିଛନ୍ତି। ୯୮ ପ୍ରତିଶତ ଅଂଶଧନକାରୀ ସଂସ୍ଥାର ସୁଧ…
ବିବାହ କରିବାକୁ ଯାଉଛନ୍ତି ଗୌତମ ଆଦାନୀଙ୍କ ପୁଅ ଜିତ୍ ଆଦାନୀ: ସରିଲା ନିର୍ବନ୍ଧ
ନୂଆଦିଲ୍ଲୀ,୧୪।୩: ଶିଳ୍ପପତି ଗୌତମ ଆଦାନୀଙ୍କ ପୁଅ ଜିତ୍ ଆଦାନୀଙ୍କ ନିର୍ବନ୍ଧ ଶେଷ ହୋଇଛି। ସେ ହୀରା ବ୍ୟବସାୟୀ ଜୈମିନ ଶାହାଙ୍କ ଝିଅ ଡିଭା ଜୈମିନ ଶାହାଙ୍କୁ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ନିର୍ବନ୍ଧ ସମାରୋହ ରବିବାର ଗୁଜୁରାଟର ଅହମ୍ମଦାବାଦରେ ଅନୁଷ୍ଠିତ…
ଗ୍ରାହକ ସେବାକୁ ଗୁରୁତ୍ୱ
ପିଲାଟି ଦିନରୁ ଏକ ବ୍ୟବସାୟିକ ପରିବେଶ ମଧ୍ୟରେ ବଡ଼ ହୋଇଥିବାରୁ ମନରେ ମଧ୍ୟ ବ୍ୟବସାୟ ପ୍ରତି ଅନେକ ଦୁର୍ବଳତା ରହିଥିଲା। ବାଣିଜ୍ୟ ବିଭାଗର ମେଧାବୀ ଛାତ୍ର ସହ ଉଚ୍ଚତର ଶିକ୍ଷା ଓ ପାରିବାରିକ ବ୍ୟବସାୟ ଏକ ସଂଯୋଗ ଭାବେ ଜୀବନ ଯାତ୍ରାରେ…
ଟାଟା ଟେକ୍ନୋଲୋଜିସ୍ ପକ୍ଷରୁ ଡିଆର୍ଏଚ୍ପି ଦାଖଲ
ନୂଆଦିଲ୍ଲୀ,୧୪।୩: ଇଞ୍ଜିନିୟରିଂ ସେବା ପ୍ରଦାନକାରୀ ସଂସ୍ଥା ଟାଟା ଟେକ୍ନୋଲୋଜିସ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି। ବିଶେଷ କରି ଅଫର ଫର ସେଲ୍ ଜରିଆରେ କମ୍ପାନୀର ଇନିସିଆଲ…
Archives


