କାନାରା ବ୍ୟାଙ୍କ ପକ୍ଷରୁ ରିଟେଲ ଏକ୍ସପୋ
ଭୁବନେଶ୍ୱର,୩୧।୫: କାନାରା ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ରିଟେଲ ଏକ୍ସପୋ ବ୍ୟାଙ୍କର ଆର୍ଏଏଚ୍ ଭୁବନେଶ୍ୱର ପୋଖରୀପୁଟଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ମହାପ୍ରବନ୍ଧକ ବି.ଚନ୍ଦ୍ରଶେଖର ରାଓ ଏବଂ ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦ୍ର…
ଏନ୍ଏମ୍ଏସିସି ପକ୍ଷରୁ ‘ସ୍ବଦେଶ’ ପ୍ରଦର୍ଶନୀ
ମୁମ୍ବାଇ,୩୧।୫: ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ନିକଟରେ ଏକ ୩ ଦିନିଆ ପାରମ୍ପରିକ କଳା ଓ ହସ୍ତକଳା ପ୍ରଦର୍ଶନୀ ‘ସ୍ବଦେଶ’ର ଆୟୋଜନ ମୁମ୍ବାଇର ନୀତା ମୁକେଶ ଅମ୍ବାନୀ କଲ୍ଚରାଲ୍ ସେଣ୍ଟର (ଏନ୍ଏମ୍ଏସିସି) ଠାରେ କରାଯାଇଥିଲା। ବିଶେଷକରି ଦେଶର କୋଣ ଅନୁକୋଣର ପାରମ୍ପରିକ କାରିଗରମାନଙ୍କ…
ସହରାଞ୍ଚଳ ବେକାରଙ୍କ ସଂଖ୍ୟା କମି ୬.୮ ପ୍ରତିଶତ ହେଲା…
ନୂଆଦିଲ୍ଲୀ,୩୦।୫ : ଦେଶରେ ସହରୀ ବେକାରୀ ହାରରେ ହ୍ରାସ ଘଟିଛି। ଅକ୍ଟୋବର-ଡିସେମ୍ବର ୨୦୨୨ ରେ ସହରଗୁଡିକରେ ବେକାରୀ ହାର ୭.୨ ପ୍ରତିଶତ ଥିଲା, ଯାହା ଜାନୁଆରୀ-ମାର୍ଚ୍ଚ ୨୦୨୩ ରେ ୬.୮ ପ୍ରତିଶତ କୁ ଖସି ଆସିଛି। ପରିସଂଖ୍ୟାନ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ…
ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି…
ନୂଆଦିଲ୍ଲୀ,୩୦।୫ : ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନି ୬୮୬ କୋଟି ଟଙ୍କା ଥିଲା, ଯାହାକି ୨୦୨୨-୨୩ ବର୍ଷରେ ୧୬,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।…
ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ସୋଆ ସମ୍ମାନିତ
ଭୁବନେଶ୍ୱର,୩୦।୫: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଶନିବାର ଏଜୁକେଶନ୍ ୱାଲର୍ଡ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ସୋଆକୁ…
ଆଜିଓର ‘ବିଗ୍ ବୋଲ୍ଡ ସେଲ୍’
ଭୁବନେଶ୍ୱର,୩୦।୫: ଦେଶର ପ୍ରମୁଖ ଇ-କମର୍ସ ତଥା ପ୍ରିମିୟର ଫେଶନ ଇ-ଟେଲର ଆଜିଓ ପକ୍ଷରୁ ବ୍ରାଣ୍ଡ୍ର ଫ୍ଲାଗଶିପ୍ ଇଭେଣ୍ଟ ‘ବିଗ୍ ବୋଲ୍ଡ ସେଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ ୨୦୨୩ ଜୁନ୍ ୧ରୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ଆରମ୍ଭ ହେଉଛି।…
୧୫୦ କୋଟିର ଟିପିଭି ପ୍ରକ୍ରିୟାକରଣ
ଭୁବନେଶ୍ୱର,୩୦।୫: ଦେଶର ପ୍ରମୁଖ ଆର୍ଥତ୍କ ସେବା ପ୍ରକାନକାରୀ ଡିଜିଟାଲ ପ୍ଲାଟଫର୍ମ ଫୋନ୍ପେ ନିକଟରେ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଥିବା ଜଣାପଡିଛି। ବିଶେଷକରି ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ସହ ଦୁଇ ଲକ୍ଷ ରୂପେ କ୍ରେଡିଟ କାର୍ଡକୁ ସଫଳତାର ସହ ସଂଯୋଗ…
ଅଣ କାର୍ଯ୍ୟକାରୀ ସମ୍ପତ୍ତି ପରିଚାଳନାରେ ବିଓଏମ୍ ସର୍ବୋତ୍ତମ
ଭୁବନେଶ୍ୱର,୩୦।୫: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍) କ୍ରମାଗତ ଭାବେ ଅଣକାର୍ଯ୍ୟକାରୀ ସମ୍ପତ୍ତି ପରିଚାଳନା କ୍ଷେତ୍ରରେ ସର୍ବୋତ୍ତମ ସ୍ଥାନ ହାସଲ କରିଛି, ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କର ଏନ୍ପିଏ ୦.୨୫% ହ୍ରାସ ପାଇବା ସହ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମଧ୍ୟରେ ବିଓଏମ୍ ଶ୍ରେଷ୍ଠ…
ଆକୃଷ୍ଟ କରାଉଛି ଆକର୍ଷଣୀୟ ଅଫର
ଭୁବନେଶ୍ୱର,୩୦।୫: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଜନତା ମଇଦାନ ଠାରେ ୮ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସାଙ୍ଗକୁ ଗ୍ଲୋବାଲ ବିଜନେସ୍ କାର୍ନିଭାଲ ଆୟୋଜିତ ହେଉଛି। ଉଲ୍ଲେଖଯୋଗ୍ୟ ୨୦୨୩ ମେ ୧୯ରୁ ୨୯ ପର୍ଯ୍ୟନ୍ତ ଉକ୍ତ ମେଳାର…
ପାଶ୍ଚାତ୍ୟ ଦେଶଙ୍କୁ ଟକ୍କର ଦେବାକୁ ଚାଇନାର ପ୍ରସ୍ତୁତି: ପ୍ରଥମ ସ୍ବଦେଶୀ ବିମାନର ଉଡ଼ାଣ ଆରମ୍ଭ…
ବେଜିଂ,୨୯।୫ : ଚାଇନାର ପ୍ରଥମ ସ୍ବଦେଶୀ ଯାତ୍ରୀବାହୀ ବିମାନ ସି-୯୧୯ ଏହାର ପ୍ରଥମ ବାଣିଜି୍ୟକ ବିମାନ ଉଡ଼ାଣ ସଫଳତାର ସହିତ ଆରମ୍ଭ କରିଛି। ଏହା ସହିତ ପାଶ୍ଚାତ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଇଙ୍ଗ ଏବଂ ଏୟାରବେସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାଇନା ଆନୁଷ୍ଠାନିକ ଭାବରେ…
ବିଏଫ୍ଆଇଏଲ୍ ପକ୍ଷରୁ ଗ୍ରାହକ ସଚେତନତା ଅଭିଯାନ
ଭୁବନେଶ୍ୱର,୨୯।୫: ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ୧୦୦% ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ ଇନ୍କ୍ଲୁଜନ୍ ଲିମିଟେଡ୍ (ବିଏଫ୍ଆଇଏଲ୍) ପକ୍ଷରୁ ନିକଟରେ ଏକ ଅଭିନବ ଗ୍ରାହକ ସଚେତନତା ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଉପସ୍ଥିତିରେ…
ଭାରତୀ ଆକ୍ସାର ‘ପ୍ରୋଜେକ୍ଟ ସର୍ବ-ଓ-ତମ’
ଭୁବନେଶ୍ୱର,୨୯।୫: ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ଡିଜାଇନ କରାଯାଇଥିବା ‘ପ୍ରୋଜେକ୍ଟ ସର୍ବ-ଓ-ତମ’ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଉଛି। ବିଶେଷ କରି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ଲାଗି କମ୍ପାନୀର ରହିଥିବା ପ୍ରତିବଦ୍ଧତା ଅନୁସାରେ…

