ପ୍ରତି ମିନିଟ୍ରେ ଗୋଟିଏ ଶାଢ଼ି ବିକ୍ରି
ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପ୍କାର୍ଟରେ ପ୍ରତି ମିନିଟ୍ରେ ଗୋଟିଏ ଶାଢ଼ି ବିକ୍ରି ହେଉଥିବା ଫ୍ଲିପ୍କାର୍ଟ ପକ୍ଷରୁ କୁହାଯାଇଛି। କାରଣ ଭାରତୀୟ ଶାଢ଼ିକୁ ବିଶ୍ୱରେ ଅନ୍ୟତମ ପୁରାତନ ପୋଷାକ ଭାବେ ପରିଗଣିତ କରାଯାଇଥାଏ। ଏପରିକି ଜେନ୍ ଜେଡ୍ଠାରୁ ଆରମ୍ଭକରି...
ଦିଲ୍ଲୀରେ ଲାଲ୍ଚାନ୍ଦର ଏକ୍ସକ୍ଲୁସିଭ ଷ୍ଟୋର ‘ଆରୋହୀ’
ନୂଆଦିଲ୍ଲୀ,୨୩।୧: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲ୍ଚାନ୍ଦ ଜୁଏଲର୍ସର ଆଉ ଏକ ବ୍ରାଣ୍ଡ୍ ଆଉଟ୍ଲେଟ୍ ସୁଦୂର ଦିଲ୍ଲୀରେ ଶୁଭାରମ୍ଭ କରାଯାଇଛି। ଏପରିକି ଶନିବାର ଦିଲ୍ଲୀର ଲାଜପତନଗର ମାକେର୍ଟଠାରେ ଲାଲ୍ଚାନ୍ଦ ବ୍ରାଣ୍ଡ୍ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ‘ଆରୋହୀ’ ଉଦ୍ଘାଟିତ ହୋଇଯାଇଛି। ଏହି...
ମାରୁତି ସୁଜୁକିର ଗ୍ରାଣ୍ଡ ଓ୍ବିକେଣ୍ଡ ଗେଟ୍ ୱେ
ବ୍ରହ୍ମପୁର ଅଫିସ,୨୩ା୧: ଦେଶର ପ୍ରମୁ୍ଖ ଅଟୋମୋବାଇଲ୍ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍ଏସ୍ଆଇଏଲ୍) ପକ୍ଷରୁ ଏକ ୩ ଦିନିଆ ଗ୍ରାଣ୍ଡ ୱିକେଣ୍ଡ ଗେଟ୍ ୱେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶେଷ କରି ଓଡ଼ିଶା ବଜାରରେ ନେକ୍ସା ଗ୍ରାଣ୍ଡ ଭିଟାରା...
‘ଡିଜିଟାଇଜେଶନ କାରବାରକୁ ଗୁରୁତ୍ୱାରୋପ’
ନୂଆଦିଲ୍ଲୀ,୨୩ା୧: ଦେଶର ପ୍ରମୁଖ ଫିନ୍ଟେକ ପ୍ଲାଟଫର୍ମ ଫୋନ୍ ପେ’ ଡିଜିଟାଇଜେଶନ କ୍ଷେତ୍ରର ସମ୍ପ୍ରସାରଣ ଓ ଗୁରୁତ୍ୱାରୋପକୁ ଦୃଷ୍ଟିରେ ରଖି ପାଣ୍ଠି ସଂଗ୍ରହ ସମ୍ପର୍କରେ ଘୋଷଣା କରିଥିଲା। ଫଳରେ କମ୍ପାନୀ ୧୨ ବିଲିୟନ ଡଲାରର ପ୍ରି-ମନି ଭାଲ୍ୟୁଏଶନରେ ଜେନେରାଲ ଆଟଲାଣ୍ଟିକଠାରୁ ଫଣ୍ଡିଂରେ...
ମାଲାବାରରେ ୧୦ ଦିନିଆ ‘ଅନ୍କଟ ଜୁଏଲେରି ଶୋ’
ଭୁବନେଶ୍ୱର,୨୩ା୧: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ଏକ୍ସକ୍ଲୁସିଭ ଷ୍ଟୋର ଶହୀଦ ନଗର ପକ୍ଷରୁ ଏକ ୧୦ ଦିନିଆ ‘ଅନ୍କଟ ଜୁଏଲେରି ଶୋ’ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ବ୍ରାଣ୍ଡ୍ର ପ୍ରମୁଖ ଗ୍ରାହକ, ଷ୍ଟୋର ଅଧିକାରୀ...
ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍’
ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ ସହଯୋଗୀ କମ୍ପାନୀ ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଚଳିତ ନବ ବର୍ଷ ଓ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭାରତର ସର୍ବବୃହତ୍ ଇଲେକ୍ଟ୍ରୋନିକ ସେଲ୍ ‘ଡିଜିଟାଲ୍ ଇଣ୍ଡିଆ ସେଲ୍’ ସମ୍ପର୍କରେ ଘୋଷଣା...
ପେଟ୍ରୋଲ ଦର ହ୍ରାସ ସମ୍ଭାବନା କ୍ଷୀଣ
ନୂଆଦିଲ୍ଲୀ,୨୩।୧: ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ କ୍ରମାଗତ ଭାବେ ତେଲ ଦର ହ୍ରାସ ପାଉଥିବା ବେଳେ ଭାରତୀୟ ତୈଳ ବଜାରରେ ତେଲ ଦର ଦୀର୍ଘ ଦିନ ହେବ ସ୍ଥିର ରହିଛି। ଏପରିକି ତେଲ ଦର କେବେ କମିବ ସେ ନେଇ ମଧ୍ୟ...
ଟାଟା ଷ୍ଟିଲ୍ ମାଇନିଂର ଇ-ସେଲ୍ସ ପୋର୍ଟାଲ ଶୁଭାରମ୍ଭ
ଭୁବନେଶ୍ୱର, ୨୨ା୧: ଟାଟା ଷ୍ଟିଲ୍ ମାଇନିଂ କମ୍ପାନୀ ପକ୍ଷରୁ ଫେରୋ ଆଲଏଜ ଏବଂ ଖଣିଜ ସମ୍ପଦ ଅନ୍ଲାଇନରେ ବିକ୍ରୟ ପାଇଁ ଇ-ସେଲ୍ସ ପୋର୍ଟାଲ୍ର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ବରସ୍ଥିତ ଟାଟା ଷ୍ଟିଲ ମାଇନିଂର କର୍ପୋରେଟ୍ ଅଫିସ୍ରେ ଶନିବାର ଅନୁଷ୍ଠିତ ଏକ ସ୍ବତନ୍ତ୍ର...
ରିଲାଏନ୍ସ ରିଟେଲର ଅଭିବୃଦ୍ଧି ଧାରା ଜାରି
ନୂଆଦିଲ୍ଲୀ,୨୨।୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍ଆଇଏଲ୍)ର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲର ୨୦୨୨-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ତା’ର ଅଭିବୃଦ୍ଧି ଧାରା ଜାରି ରଖିଛି। ବିଶେଷକରି ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ...
ସୋସିଆଲ ମିଡ଼ିଆ ପ୍ରଭାବଶାଳୀଙ୍କ ପାଇଁ ନୂଆ ନିୟମ: ବିଭ୍ରାନ୍ତିକର ବିଜ୍ଞାପନ ଦେଲେ ୫୦ ଲକ୍ଷ ଜରିମାନା…
ନୂଆଦିଲ୍ଲୀ,୨୧।୧ : ସୋସିଆଲ ମିଡିଆ ପ୍ରଭାବଶାଳୀ(ଇନଫ୍ଲ୍ୟୁଏନ୍ସର)ମାନଙ୍କୁ ଉତ୍ପାଦ ଏବଂ ସେବାକୁ ପ୍ରୋତ୍ସାହନ ଦେବାବେଳେ ସରକାର ସେମାନଙ୍କର ସାମଗ୍ରୀକ ସମ୍ବନ୍ଧ ଏବଂ ଆଗ୍ରହକୁ ପ୍ରକାଶ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ସରକାର କହିଛନ୍ତି ଯେ ଯଦି ଏହା କରା ନ ଯାଏ ତେବେ...
ରିଲାଏନ୍ସ ଜିଓର ୩ୟ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ଶେଷ ସୁଦ୍ଧା କମ୍ପାନୀର ନେଟ୍ ଲାଭ ଗତ...
ଜେଏସ୍ଏଲ୍ ପକ୍ଷରୁ ମୁମ୍ବାଇ ମେଟ୍ରୋ ପ୍ରକଳ୍ପକୁ ଷ୍ଟେନ୍ଲେସ୍ ଷ୍ଟିଲ୍ ଯୋଗାଣ
ନୂଆଦିଲ୍ଲୀ,୨୧।୧: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ପକ୍ଷରୁ ମୁମ୍ବାଇ ମେଟ୍ରୋ ରେଳ ପ୍ରକଳ୍ପକୁ ଆବଶ୍ୟକ ଷ୍ଟେନ୍ଲେସ୍ ଷ୍ଟିଲ୍ ଯୋଗାଣ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପକୁ ଉତ୍ସାହ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୁମ୍ବାଇ...
Archives


