ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ
ଭୁବନେଶ୍ୱର,୨୩।୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ)ର ଭୁବନେଶ୍ବର ମଣ୍ଡଳ ପକ୍ଷରୁ ବୁଧବାର କୋଣାର୍କ କ୍ୟାନ୍ସର ଫାଉଣ୍ଡେଶନ(କେସିଏଫ୍)କୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ୟୁନିଟ୍-୧ ସ୍ଥିତ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ଜୋନ୍ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏସ୍ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ…
‘ଜଳ ପୁନଃ ଚକ୍ରଣକୁ ବେଦାନ୍ତର ଗୁରୁତ୍ୱାରୋପ’
ଭୁବନେଶ୍ୱର,୨୩।୩: ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି। ବିଶେଷକରି କମ୍ପାନୀ ଜଳ ପୁନଃ ଚକ୍ରଣକୁ ଗୁରୁତ୍ୱାରୋପ କରୁଥିବା ଜଣାପଡ଼ିଛି। କମ୍ପାନୀ ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ସୁଦ୍ଧା ପ୍ରାୟ ୧୨.୫ ବିଲିୟନ ଲିଟର ଜଳ ପୁନଃ ଚକ୍ରଣ…
ଏଏମ୍ଏନ୍ଏସ୍ ଇଣ୍ଡିଆର ୫୨ତମ ଜାତୀୟ ସୁରକ୍ଷା ସପ୍ତାହ
ଭୁବନେଶ୍ୱର,୨୩।୩: ଆର୍ସଲର ମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍ଏନ୍ଏସ୍ ଇଣ୍ଡିଆ) ର ଓଡ଼ିଶା ୟୁନିଟ୍ ପକ୍ଷରୁ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ (ଏନ୍ଏସ୍ଡବ୍ଲ୍ୟୁ) ପାଳିତ ହୋଇଯାଇଛି। ଏପରିକି କମ୍ପାନୀର ସମସ୍ତ କାର୍ଯ୍ୟ କ୍ଷେତ୍ର (ଓଡ଼ିଶା) ଠାରେ ମଧ୍ୟ ଏହା ପାଳନ କରାଯାଇଥିଲା।…
ଡିସିବି ଟ୍ରାଭେଲ୍ ସ୍ମାର୍ଟକାର୍ଡର ଶୁଭାରମ୍ଭ
ନୂଆଦିଲ୍ଲୀ,୨୨ା୩: ଡିସିବି ବ୍ୟାଙ୍କ ପକ୍ଷରୁ ନିକଟରେ ‘ଡିସିବି ଟ୍ରାଭେଲ ସ୍ମାର୍ଟକାର୍ଡ’ର ସର୍ବଭାରତୀୟ ଶୁଭାରମ୍ଭ କରାଯାଇଛି। ବିଶେଷ କରି ଆନ୍ତର୍ଜାତିକ ଛୁଟିଦିନ,ବ୍ୟବସାୟ ଟ୍ରିପ୍ ଓ କାର୍ଯ୍ୟ ଛୁଟି ଆଦି ପାଇଁ ଉକ୍ତ କାର୍ଡ ବେଶ୍ ଉପଯୋଗୀ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।…
‘କ୍ୟାନ୍ସର ସର୍ଜରି ଏକ ଜଟିଳ ପ୍ରଣାଳୀ’
କଟକ,୨୨ା୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଟକ ତେଲଙ୍ଗାପେଣ୍ଠସ୍ଥିତ ଏଚ୍ସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ ପକ୍ଷରୁ ନିକଟରେ ଏକ କ୍ୟାନ୍ସର ସର୍ଜରି କର୍ମଶାଳା ଆୟୋଜିତ ହୋଇଯାଇଛି। ବିଶେଷକରି ଲାପାରୋସ୍କୋପିକ୍ କଲୋରେକ୍ଟାଲ୍ କର୍କଟ ଶଲ୍ୟ ଚିକିତ୍ସା ପ୍ରଣାଳୀ ଉପରେ ଏକ ଲାଇଭ…
ରାୟଗଡ଼ା,ବ୍ୟାସନଗରରେ ଟ୍ରୁ-୫ଜି
ଭୁବନେଶ୍ୱର,୨୨ା୩: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଓ ବ୍ୟାସନଗରଠାରେ ମଙ୍ଗଳବାର ଟ୍ରୁ-୫ଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୧ଟି ନୂଆ ସହରରେ ଟ୍ରୁ-୫ଜି ସେବାର…
ସୋନିର ନୂତନ ଉତ୍ପାଦ ଉନ୍ମୋଚିତ
ନୂଆଦିଲ୍ଲୀ,୨୨ା୩: ସୋନି ଇଣ୍ଡିଆର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷ କରି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସୋନିର ନ୍ୟୁ ଆଲଫା ୭ଆର ଭି କ୍ୟାମେରାର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଲଫା ମିରରଲେସ୍ ଇରଚେଞ୍ଜବଲ୍ ଲେନ୍ସ…
କୁଆଡେ ଗଲା ୨୦୦୦ ଟଙ୍କିଆ ନୋଟ: ଅର୍ଥମନ୍ତ୍ରୀ ଦେଲେ ଉତ୍ତର…
ନୂଆଦିଲ୍ଲୀ,୨୧।୩ : ବିମୁଦ୍ରୀକରଣ ପରେ ସରକାର ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଇ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ପ୍ରବର୍ତ୍ତନ କରିଥିଲେ। କିନ୍ତୁ କିଛି ସମୟ ପରେ ୨୦୦୦ ଟଙ୍କା ନୋଟ ହଠାତ…
ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଉଦ୍ଘାଟିତ
ପାରଳାଖେମୁଣ୍ଡି,୨୧ା୩(ଡି.ଏନ୍.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରବିବାର ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଉଦ୍ଘାଟିତ ହୋଇଯାଇଛି। ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ଏସ୍.ସ୍ବାତି…
ଜେଏସ୍ପିକୁ ପ୍ରଥମ ସ୍ବତନ୍ତ୍ର ବିଆଇଏସ୍ ଲାଇସେନ୍ସ
ଭୁବନେଶ୍ୱର,୨୧।୩: ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ‘ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର’ (ଜେଏସ୍ପି)କୁ ନିକଟରେ ସ୍ବତନ୍ତ୍ର ବିଆଇଏସ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀର ଛତିଶଗଡ଼ ରାଇଗଡସ୍ଥିତ ରେଳ ମିଲ୍ ଏବଂ ସ୍ପେଶାଲ ପ୍ରୋଫାଇଲ୍ ମିଲ୍ରେ ଭାରତର ପ୍ରଥମ ଅଗ୍ନି ପ୍ରତିରୋଧକ…
ଅନୁ ଚୌଧୁରୀ ସନ୍ତାନର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୨୧।୩: ଦେଶର ପ୍ରମୁଖ ହେଲ୍ଥ ଷ୍ଟାର୍ଟଅପ ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ ସନ୍ତାନର ବ୍ରାଣ୍ଡ୍ ଆମ୍ବାସାଡର ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଶେଷ କରି ଜାତୀୟ ପୁରସ୍କାର ବିଜେତା ଓଲିଉଡ୍…
‘ଏମ୍ପ୍ଲୟି ଓ୍ବେଲ୍ନେସମ ଆଣ୍ଡ ଲାଇଫଷ୍ଟାଇଲ ପ୍ରୋଗ୍ରାମ’
ଭୁବନେଶ୍ୱର,୨୧।୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘ଏମ୍ପ୍ଲୟି ଓ୍ବେଲ୍ନେସ ଆଣ୍ଡ ଲାଇଫଷ୍ଟାଇଲ ପ୍ରୋଗ୍ରାମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଶ୍ୱ ଖୁସି ଦିବସ ଅବସରରେ କମ୍ପାନୀ ତା’ର କର୍ମଚାରୀ ଏବଂ ସେମାନଙ୍କ…
Archives


