ଅମୃତକାଳରେ ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ
ଭୁବନେଶ୍ୱର,୩।୨:ଚଳିତ ଥରର ବଜେଟ ବେଶ ଲୋକାଭିମୁଖୀ ଓ ସନ୍ତୁଳିତ ହୋଇଥିବା ବେଳେ ଅମୃତକାଳରେ ଏହା ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ୍ ବୋଲି ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି। ଏପରିକି ଶିଳ୍ପର ଅଭିବୃଦ୍ଧି ସହ ଭାରତକୁ ଏକ ବିଶ୍ୱସ୍ତରୀୟ ଉପତ୍ାଦନ କେନ୍ଦ୍ରରେ...
ଜାନୁୟାରୀରେ ୨୯୬,୩୬୩ ୟୁନିଟ୍ ଗାଡ଼ି ବିକ୍ରି
ନୂଆଦିଲ୍ଲୀ,୩।୨:ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଚଳିତ ବର୍ଷ ଜାନୁୟାରୀର ଗାଡି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜାନୁୟାରୀରେ କମ୍ପାନୀ ମୋଟ ୨୯୬,୩୬୩ ୟୁନିଟ୍ ଗାଡି ବିକ୍ରି କରିଥିବା ଜଣାପଡିଛି। ବିଶେଷକରି କମ୍ପାନୀ ଦେଶ...
ଭାରତ-ଆମେରିକା ମିଳିତ ଭାବେ ତିଆରି କରିବେ ଡ୍ରୋନ-ସେମିକଣ୍ଡକ୍ଟର…
ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଆମେରିକାର ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରର ବଡ଼ କମ୍ପାନୀ ଜେନେରାଲ ଆଟୋମିକ୍ସ ଭାରତ ସହ ସହଭାଗିତାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବାକୁ ପ୍ରସ୍ତୁତ ହେଉଛି। ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ,...
ସବୁ ପକ୍ଷ ସହ ସମନ୍ବୟ ରକ୍ଷାକୁ ଗୁରୁତ୍ୱାରୋପ
ଭୁବନେଶ୍ୱର,୨।୨: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ବୁଧବାର ରେଲଓ୍ବେର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ଏବଂ ପାରାଦୀପ-ହରିଦାସପୁର ରେଳମାର୍ଗ ନିରୀକ୍ଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଓ ତାଙ୍କ ଟିମ୍ ବିଭିନ୍ନ ବିକାଶମୂଳକ...
ଏସ୍ପିପିଏଲ୍ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର
ଭୁବନେଶ୍ୱର,୨।୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) ପକ୍ଷରୁ ବାଲେଶ୍ୱର ଜିଲାର ବସ୍ତା ନିକଟସ୍ଥ ସିଙ୍ଗଲାସ୍ଥିତ ପାଠଦୁର୍ଗା ସଂସ୍କୃତ କଲେଜ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏପରିକି ଉକ୍ତ ଶିବିରରେ ମୋଟ ୮୬୦ ରୋଗୀ ଅଂଶ...
ନୂତନ ଯୁଗର ବଜେଟ
ଭୁବନେଶ୍ୱର,୨।୨: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ଚଳିତ ଥରର ୟୁନିୟନ ବଜେଟ ଲାଇଭ୍ ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ମେହୁଲ ମୋହନକା କହିଛନ୍ତି, ୟୁନିୟନ ବଜେଟ ୨୦୨୩-୨୪କୁ ବେଶ୍ ପ୍ରଶଂସା କରାଯାଇପାରେ।...
ନାଲ୍କୋରେ ଯୋଗଦେଲେ ପଙ୍କଜ କୁମାର
ଭୁବନେଶ୍ୱର,୨।୨: ନବରତ୍ନ ଉଦ୍ୟୋଗ ନାଲ୍କୋର ନୂତନ ନିର୍ଦ୍ଦେଶକ (ଉତ୍ପାଦନ) ଭାବେ ପଙ୍କଜ କୁମାର ଶର୍ମା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶର୍ମା ଏନ୍ଏମ୍ଡିସିର ରାୟପୁରସ୍ଥିତ ବିଶ୍ୱ ଅନ୍ବେଷଣ କେନ୍ଦ୍ରଠାରେ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଏପରିକି...
ଅଦାନୀ ଗ୍ରୁପର ବଡ ନିଷ୍ପତ୍ତି, ୨୦ହଜାର କୋଟିର ଏଫପିଓ ରଦ୍ଦ, ଫେରିବ ନିବେଶକଙ୍କ ଅର୍ଥ
ନୂଆଦିଲ୍ଲୀ,୨ ।୨: ଅଦାନୀ ଗ୍ରୁପ ତା’ର ଏଫପିଓ ରଦ୍ଦ କରି ଦେଇଛି । ଅଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡର ଚେୟାରମ୍ୟାନ ଗୌତମ ଅଦାନୀ କହିଛନ୍ତି, ମାର୍କେଟରେ ଉତ୍ଥାନ ପତନକୁ ଦେଖି କମ୍ପାନୀର ବୋର୍ଡ ଏଫପିଓକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ।...
ପୁଣି ଗୌତମ ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ,୧।୨: ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ପୁଣି ଥରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ସର୍ବାଧିକ ନେଟଓ୍ବର୍ଥ ମୂଲ୍ୟ ଦୃଷ୍ଟିରୁ ମୁକେଶ ଅମ୍ବାନୀ ଆଦାନୀ ଗ୍ରୁପର ମାଲିକ ଗୌତମ ଆଦାନୀଙ୍କୁ ପଛରେ ପକାଇଦେଇଛନ୍ତି। ଏନେଇ ବୁଧବାର ଫୋର୍ବସ୍...
ବଜେଟ ପରେ ଶେୟାର ବଜାରରେ ଉତ୍ସାହ…
ନୂଆଦିଲ୍ଲୀ,୧।୨ : ବଜେଟ ପରେ ଶେୟାର ବଜାରରେ ଉତ୍ସାହ ଦେଖାଦେଇଛି। ସେନ୍ସେକ୍ସ ଏବଂ ନିଫ୍ଟି ଉଭୟ ଲାଭ ସହିତ ଖୋଲିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଭାଷଣ ସମୟରେ ଷ୍ଟକ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିଥିଲା। ପ୍ରାୟ ୧୧୦୦ ପଏଣ୍ଟ...
ନୁଭୋକୋ ପକ୍ଷରୁ ଟେକ୍ ଏକ୍ସପ୍ରେସ୍ ଉଦ୍ଘାଟିତ
ନୂଆଦିଲ୍ଲୀ,୧।୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିଃ ପକ୍ଷରୁ ନିକଟରେ ୫୦ଟି ଟେକ୍ ଏକ୍ସପ୍ରେସ୍ ଯାନ (ଟେକ୍ନିକାଲ ମୋବାଇଲ ଭ୍ୟାନ୍) ର ଶୁଭାରମ୍ଭ କରାଯାଇଛି। ଏପରିକି ଟେକ୍ ଏକ୍ସପ୍ରେସ ହେଉଛି ଏକ ମାଗଣା ମୂଲ୍ୟ-ଯୋଗକାରୀ ସେବା,...
ଏସ୍ଏଲ୍ଏଲ୍ ମାଧ୍ୟମରେ ୨୫୦ ମିଲିୟନ ଡଲାର ସଂଗ୍ରହ
ନୂଆଦିଲ୍ଲୀ,୧।୨: ଦେଶର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ନିକଟରେ ଇଣ୍ଟରନ୍ୟାଶନାଲ ବ୍ୟାଙ୍କରୁ ସଷ୍ଟେନେବିଲିଟି ଲିଙ୍କ୍ଡ ଲୋନ୍ (ଏସ୍ଏଲ୍ଏଲ୍) ମାଧ୍ୟମରେ ୨୫୦ମିଲିୟନ ଡଲାର ସଂଗ୍ରହ କରିଛି। ବିଶେଷକରି କମ୍ପାନୀ ତା’ର କ୍ୟାପେକ୍ସ ପଦକ୍ଷେପକୁ ଆର୍ଥତ୍କ ସହାୟତା ଦେବା ତଥା...
Archives


