ଆଇସିଆଇସିଆଇ ପ୍ରୁ ପ୍ରୋଟେକ୍ଟ ଏନ୍‌ ଗେନ୍‌

ଭୁବନେଶ୍ୱର,୪।୮:ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଉପତ୍ାଦ ‘ଆଇସିଆଇସିଆଇ ପ୍ରୁ ପ୍ରୋଟେକ୍ଟ ଏନ ଗେନ୍‌’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଯାହା ଏକ ବିସ୍ତୃତ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କଭର, ଦୁର୍ଘଟଣା କାରଣରୁ ହେଉଥିବା ମୃତ୍ୟୁ ଓ ସ୍ଥାୟୀ ଅକ୍ଷମତା ବିରୋଧରେ ସୁରକ୍ଷା ଏବଂ ଦୀର୍ଘାବଧି ସମ୍ପତ୍ତି ସୃଷ୍ଟି କରିବା ଓ ଆର୍ଥିକ ଲକ୍ଷ୍ୟ ହାସଲ କରିବା ପାଇଁ ବଜାର ସଂଯୋଜିତ ରିଟର୍ନ ପ୍ରଦାନ କରୁଛି। ଏହି ଉପତ୍ାଦ ବାର୍ଷିକ ପ୍ରିମିୟମର ୧୦୦ ଗୁଣ ପର୍ଯ୍ୟନ୍ତ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କଭର୍‌ ପ୍ରଦାନ କରୁଛି ଏବଂ ଗ୍ରାହକଙ୍କୁ ଚୟନ କରିବା ପାଇଁ ଇକ୍ୱିଟି ଓ ଡେବ୍‌ଟ ମଧ୍ୟରେ ପରିବ୍ୟାପ୍ତ ୧୮ଟି ଫଣ୍ଡ୍‌ ବିକଳ୍ପ ପ୍ରଦାନ କରି ରିଟର୍ନକୁ ସର୍ବାଧିକ କରିବା ଲାଗି ସକ୍ଷମ କରୁଛି। ଏ ସମ୍ପର୍କରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ଅମିତ୍‌ ପାଲ୍‌ଟା କହିଛନ୍ତି, ଆମେ ଆଇସିଆଇସିଆଇ ପ୍ରୁ ପ୍ରୋଟେକ୍ଟ ଏନ୍‌ ଗେନ୍‌ର ଶୁଭାରମ୍ଭ କରି ଆନନ୍ଦିତ। ଏହା ଗ୍ରାହକଙ୍କୁ ବାର୍ଷିକ ପ୍ରିମିୟମର ୧୦୦ଗୁଣ ପର୍ଯ୍ୟନ୍ତ ଲାଇଫ୍‌ କଭର୍‌ ପ୍ରଦାନ କରୁଛି, ଯାହା କୌଣସି ପ୍ରକାର ସମ୍ଭାବ୍ୟ ଘଟଣା ଘଟିଲେ ଗ୍ରାହକଙ୍କ ଆର୍ଥିକ ସଞ୍ଚୟ ଲକ୍ଷ୍ୟକୁ ସୁରକ୍ଷିତ ରଖିଥାଏ। ଏହି ଉପତ୍ାଦ ବଜାର-ସଂଯୋଜିତ ରିଟର୍ନ ଦେଉଥିବା ବେଳେ ନିବେଶ କରାଯାଇଥିବା ପ୍ରିମିୟମ ବୀମା ଅବଧି ଶେଷ ହେବା ପରେ ଗ୍ରାହକଙ୍କୁ ଏକ ବଡ ରାଶି ପ୍ରଦାନ କରିପାରେ। ପିଲାମାନଙ୍କ ଭବିଷ୍ୟତର ଶିକ୍ଷା କିମ୍ବା ଅବସର ପାଇଁ ସଞ୍ଚୟ ଭଳି ସ୍ବତନ୍ତ୍ର ଆର୍ଥିକ ଲକ୍ଷ୍ୟଗୁଡିକ ପାଇଁ ଯୋଜନା ସାଲିସ ବିହୀନ ଲକ୍ଷ୍ୟ ଏବଂ ଏହା ପ୍ରଚଳିତ ବଜାର ସ୍ଥିତି ଉପରେ ଆଧାରକରି ଇକ୍ୱିଟି ଓ ଡେବ୍‌ଟ ପ୍ରତି ଏକ୍ସପୋଜରକୁ ଚୟନ କରିବା ଲାଗି ନମନୀୟତା ସହିତ ଦୀର୍ଘାବଧି ନିବେଶ ଆବଶ୍ୟକ କରିଥାଏ। ଆମେ ବିଶ୍ୱାସ କରୁଛୁ ଯେ, ଏହି ଉପତ୍ାଦ ସୁରକ୍ଷାର ଦ୍ୱୈତ ଲାଭ ପ୍ରଦାନ କରୁଛି ଏବଂ ସମ୍ପତ୍ତି ସୃଷ୍ଟି ଗ୍ରାହକଙ୍କ ମୌଳିକ ଆବଶ୍ୟକତା ଯେପରିକି ସୁରକ୍ଷା ଓ ଦୀର୍ଘାବଧି ସଞ୍ଚୟକୁ ପୂରଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?