ବାଣିଜ୍ୟ

ୟୁନିକ୍‌ ଟିଭିଏସ୍‌ର ନ୍ୟୁ ସର୍ଭିସ୍‌ ସେଣ୍ଟର

ରାଉରକେଲା,୧୧।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୫ସ୍ଥିତ ବେଦି ବିଲ୍ଡିଂରେ ଟିଭିଏସ୍‌ କମ୍ପାନୀର ଶୋ’ରୁମ୍‌ ଏବଂ ଦ୍ୱିତୀୟ ୟୁନିକ ସେବା କେନ୍ଦ୍ର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ରାଉରକେଲା ଟିଭିଏସ୍‌ ୟୁନିଟ୍‌ର ମୁଖ୍ୟ ଜ୍ୟୋତିଷ ସ୍ବରୂପ ଅୟରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା…

ରାଉରକେଲା ବଜାରରେ ହ୍ୟୁଣ୍ଡାଇ ଏକ୍ସଟର

ରାଉରକେଲା,୧୧।୭(ଦିନେଶ ମିଶ୍ର): ରାଉରକେଲା ବେଦବ୍ୟାସ ସ୍ଥିତ କୋସଲା ହ୍ୟୁଣ୍ଡାଇ ଶୋ’ ରୁମ୍‌ ପରିସରରେ ହ୍ୟୁଣ୍ଡାଇ ଏକ୍ସଟର ଅନାବରଣ ଉତ୍ସବ କୋସଲା ହ୍ୟୁଣ୍ଡାଇ ନିର୍ଦ୍ଦେଶକ ପଦ୍ମନୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏନ୍‌ଆଇଟି ପ୍ରଫେସର ରୋହନ ଧୀମାନ ମୁଖ୍ୟ ଅତିଥି…

ଜୁନ୍‌ରେ ୱାର୍ଡୱିଜାର୍ଡର ୧୯% ଅଭିବୃଦ୍ଧି

ଭୁବନେଶ୍ୱର,୧୧।୭: ଦେଶର ଅଗ୍ରଣୀ ବୈଦ୍ୟୁତିକ ଯାନ (ଇଭି) ନିର୍ମାତା ୱାର୍ଡୱିଜାର୍ଡ ଇନୋଭେଶନ୍ସ ଆଣ୍ଡ୍‌ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ୨୦୨୩ ଜୁନର ବିକ୍ରି ଫଳାଫଳ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜୁନ୍‌ରେ ୨,୫୨୯ ଲୋ-ସ୍ପିଡ୍‌ ଓ ହାଇସ୍ପିଡ୍‌ ଇଲେକ୍ଟ୍ରିକ୍‌ ଦୁଇଚକିଆ ଯାନ ବିକ୍ରି…

ପାକ୍ସ ମଜଭୁତକୁ ଗୁରୁତ୍ୱ

ଭୁବନେଶ୍ୱର,୧୧।୭: ଦେଶର କୃଷକ ଓ କୃଷି କ୍ଷେତ୍ରକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ କୃଷକ ଉତ୍ପାଦକ ସଂଗଠନ(ଏଫ୍‌ପିଓ)ଗୁଡ଼ିକ ଜରିଆରେ ପ୍ରାଥମିକ କୃଷି କ୍ରେଡିଟ୍‌ ସୋସାଇଟି (ପିଏସିଏସ)ଗୁଡିକୁ ମଜଭୁତ କରିବାକୁ ଗୁରୁତ୍ୱାରୋପ କରୁଛନ୍ତି। ୨୦୨୩ ଜୁଲାଇ ୧୪ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର…

ଶପ୍‌ସିର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୧।୭: ଭାରତର ଦ୍ରୁତ-ଅଭିବୃଦ୍ଧିଶୀଳ ହାଇପର୍‌ ଭାଲ୍ୟୁ ପ୍ଲାଟ୍‌ଫର୍ମ ଶପ୍‌ସି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଦେଶର ଟିୟର-୨ ଓ ଟିୟର-୩ ଅଞ୍ଚଳଗୁଡିକରେ ମୂଲ୍ୟ ବିତରଣ କରିବାର ୨ୟ ପୂର୍ତ୍ତି ଉତ୍ସବ ପାଳନ କରିଛି। ବିଶେଷ କରି ବିଗତ ୨…

ଜ୍ୟାକ ମାଙ୍କ ଶତ୍ରୁ ସାଜିଛନ୍ତି ଚାଇନା ସରକାର, ଲଗାଇଲେ ୧ ବିଲିୟନ ଡଲାର ଜରିମାନା…

ବେଜିଂ,୧୦।୭ : ଚାଇନାର ଭେଟେରାନ ବ୍ୟବସାୟୀ ଜ୍ୟାକ ମା ଏବଂ ତାଙ୍କ କମ୍ପାନୀ ଆଲିବାବା (ଆଲିବାବା ଗ୍ରୁପ) ର ଅସୁବିଧା ଦୂର ହେବାର ନା ନେଉନି। ଗତ କିଛି ବର୍ଷ ହେବ, ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାରଙ୍କ ସହ ବିବାଦ ଥିବାରୁ…

ଟିପିସିଓଡିଏଲର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୦।୭: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଓ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷର ମୌସୁମୀ ବର୍ଷା…

ବନ୍ଧନ ବ୍ୟାଙ୍କର ବିରଳ ମାଇଲଖୁଣ୍ଟ

ଭୁବନେଶ୍ୱର,୧୦।୭: ଗତ ୮ ବର୍ଷ ମଧ୍ୟରେ ବନ୍ଧନ ବ୍ୟାଙ୍କ ଅନେକ ସଫଳତା ହାସଲ କରିଛି। ଏପରିକି ବ୍ୟାଙ୍କର କାରବାର ଆରମ୍ଭରୁ ଆଜି ମଧ୍ୟରେ ( ୮ବର୍ଷରୁ କମ ସୟମ) ଶାଖା ସଂଖ୍ୟାରେ ୩ ଗୁଣା ବୃଦ୍ଧି ହୋଇଛି। ମାଇଲଖୁଂଟ ହାସଲ କରାଯାଇଛି।…

ଏଏସ୍‌ବିଏମ୍‌ର ସିଏସଆର କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୦।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ ବିଶ୍ୱବିଦ୍ୟାଳୟ ପକ୍ଷରୁ ବନମହୋସତ୍ବ ପାଳିତ ହୋଇଯାଇଛି। ଏପରିକି ନିକଟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶ୍ୱବିଦ୍ୟାଳୟର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଉପରୋକ୍ତ କାର୍ଯ୍ୟ କରାଯାଇଥିଲା।…

ଆପୋଲୋ ଭୁବନେଶ୍ୱରରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୧୦।୭: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆପୋଲୋ ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌କୁ ନିକଟରେ ଆଉ ଏକ ବିରଳ ସଫଳତା ମିଳିଥିବା ବେଳେ ଓଡ଼ିଶାର ପ୍ରଥମ ସିଟୁସ ଇନ୍‌ଭର୍ସସର ଚିକିତ୍ସା ସମ୍ପୂର୍ଣ୍ଣ କରାଯାଇଛି। ବିଶେଷକରି ଆକ୍ୟୁଟେ କୋଲେସିଷ୍ଟାଇଟିସରେ ଭର୍ତ୍ତି ହୋଇଥିବା ଜଣେ ୩୮ବର୍ଷୀୟା…

ଗ୍ଲେନ୍‌ର ଏକ୍ସକ୍ଳୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ହୋମ୍‌ ଆଣ୍ଡ କିଚେନ ଆପ୍ଲିଏନ୍ସ ବ୍ରାଣ୍ଡ୍‌ ଗ୍ଲେନ୍‌ (ଗ୍ଲେନ୍‌ ଆପ୍ଲିଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌)ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱର ବାପୁଜୀ ନଗରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ…

ସାମଗ୍ରିକ ବିକାଶକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୦।୭: ଟାଟା ଷ୍ଟିଲ ମାଇନିଂ ଲିମିଟେଡ (ଟିଏସ୍‌ଏମ୍‌ଏଲ୍‌)ର କର୍ମଚାରୀମାନେ ନିକଟରେ ରିତ୍ୱିକ ଆଭା ପବ୍ଲିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଡିଭାଇନ୍‌ ଚାଇଲ୍‌ଡ ଇଣ୍ଟିଗ୍ରାଲ୍‌ ସ୍କୁଲ୍‌ ଫର୍‌ ସ୍ପେଶିଆଲ ଚିଲଡ୍ରେନ (ଭିନ୍ନକ୍ଷମ ପିଲା)ଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଏପରିକି କମ୍ପାନୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?