ବଜାରରେ ବଟରଫ୍ଲାଏର ନୂତନ ଉତ୍ପାଦ

ଭୁବନେଶ୍ୱର,୩।୮: ବଟରଫ୍ଲାଏ କିଚେନ୍‌ ଆପ୍ଲାଏନ୍‌ସେସ୍‌ର ନୂତନ ଉତ୍ପାଦଗୁଡ଼ିକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଭାରତୀୟ ରୋଷେଇ ବଜାରରେ ବିପ୍ଳବ ଆଣିବା ଓ ଖାଦ୍ୟର ଆନନ୍ଦ ନେବା ପାଇଁ ବ୍ରାଣ୍ଡର ଅତ୍ୟାଧୁନିକ ରୋଷେଇ ଉପତ୍ାଦ ଓ ସମାଧାନକୁ କମ୍ପାନୀ ନିକଟରେ ବଜାର ପ୍ରବେଶ କରାଇଛି। ବିଶେଷକରି ଚିମ୍‌ନି, ଗ୍ରାଇଣ୍ଡର ଭଳି ସ୍ଥାୟୀ ରନ୍ଧନ ଉପକରଣ ଉନ୍ମୋଚନ କରିବାରେ ୪ ଦଶନ୍ଧିରୁ ଅଧିକ ସମୟ ଧରି କମ୍ପାନୀ କାର୍ଯ୍ୟ କରୁଛି। ଏପରିକି ବଟରଫ୍ଲାଏ ପକ୍ଷରୁ ବୋଲ୍ଟ ଶକ୍ତି ଏଲ୍‌ପିଜି ଷ୍ଟୋଭ୍‌, ମ୍ୟାଗ୍ନମ୍‌ ଏଲ୍‌ଜିପି ଷ୍ଟୋଭ୍‌, ମ୍ୟାଗ୍ନମ ହାଲୁକା ଟେବୁଲ୍‌ ଟପ୍‌ ୱେଟ୍‌ ଗ୍ରାଇଣ୍ଡର, ଜୁସ୍‌ ମାଷ୍ଟର, ମିକ୍ସଚର ଗ୍ରାଇଣ୍ଡର ଓ ଟେବୁଲ୍‌ ଟପ୍‌ ଗ୍ରାଇଣ୍ଡରକୁ ମଧ୍ୟ ନିକଟରେ ଉନ୍ମୋଚନ କରାଯାଇଛି। ସେହିପରି ଗ୍ରାହକମାନେ ଉପରୋକ୍ତ ଉପତ୍ାଦଗୁଡ଼ିକୁ ଅଗ୍ରଣୀ ଆଉଟ୍‌ଲେଟ୍‌ ଓ ଇ-କମର୍ସ ପ୍ଲାଟ୍‌ଫର୍ମରୁ କିଣିପାରିବେ। ଉପରାକ୍ତ ସାମଗ୍ରୀଗୁଡିକର ମୂଲ୍ୟ ୨୫୦୦ ଟଙ୍କାରୁ ଆରମ୍ଭକରି ୧୯,୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି।
ଏ ସମ୍ପର୍କରେ ବଟରଫ୍ଲାଏ କିଚେନ୍‌ ଆପ୍ଲାଏନ୍‌ସେସ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ରଙ୍ଗରାଜନ ଶ୍ରୀରାମ କହିଛନ୍ତି, ଗ୍ରାହକଙ୍କ ଜୀବନରେ ଉନ୍ନତି ଆଣୁଥିବା ଆମର ଉତ୍ପାଦଗୁଡ଼ିକର ସମାଧାନ ବିତରଣ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଏପରିକି ଆଧୁନିକ ପରିବାରରେ ସମୟ ଓ ସୁବିଧାର ମହତ୍ତ୍ୱକୁ ଆମେ ବୁଝିଛୁ। ତେଣୁ ଗ୍ରାହକମାନଙ୍କ ଅନୁଭୂତିରେ ଉନ୍ନତି ଆଣିବାକୁ ଆମେ ନିରନ୍ତର ପ୍ରୟାସ କରୁଛୁ। ସେହିଭଳି ଗ୍ରାହକମାନଙ୍କୁ ଅଦ୍ୱିତୀୟ ରୋଷେଇ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଉପତ୍ାଦ ପ୍ରସ୍ତୁତ କରିବା ସହିତ ଆମେ ରୋଷେଇ ଘରର ଅଭିନବତାକୁ ବଢ଼ାଇଥିବାରୁ ବଟରଫ୍ଲାଏ ପାଇଁ ଏହା ଏକ ରୋମାଞ୍ଚକର ଅଧ୍ୟାୟ ପାଲଟିଛି। ସେହିପରି ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ଦୃଢ଼ ପ୍ରଯୁକ୍ତି ବିଦ୍ୟା ଓ କ୍ରମ୍ପଟନ୍‌ର ଇଞ୍ଜିନିୟରିଂ ପାରଦର୍ଶିତା ସମନ୍ବୟ ଦ୍ୱାରା ଗଠିତ ସହଭାଗିତା ଆମର ଶ୍ରେଷ୍ଠ ପରିସର ଅଟେ। ଉଲ୍ଲେଖଯୋଗ୍ୟ, କ୍ରମ୍ପଟନ୍‌ ଗ୍ରିଭ୍‌ସ ଲିମିଟେଡ୍‌ର ସହାୟକ କମ୍ପାନୀ ତଥା ଭାରତର ଅନ୍ୟତମ ବୃହତ୍‌ ରୋଷେଇ ଉପକରଣ ବ୍ରାଣ୍ଡ୍‌ ବଟରଫ୍ଲାଏ କିଚେନ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ଭାରତର ରୋଷେଇ ବଜାରରେ ବିପ୍ଳବ ଆଣିବା ଓ ଖାଦ୍ୟର ଆନନ୍ଦକୁ ପାଳନ କରିବା ପାଇଁ ଅତ୍ୟାଧୁନିକ ରୋଷେଇ ଉପତ୍ାଦ ଓ ସମାଧାନକୁ ବଜାର ପ୍ରବେଶ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?