କଲ୍ୟାଣର ‘ଟେମ୍ପଲ ଜୁଏଲେରି କଲେକ୍ସନ’
ନୂଆଦିଲ୍ଲୀ,୧୫।୫: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଆକର୍ଷଣୀୟ ଓ ସୂକ୍ଷ୍ମ କାରିଗରିର ଏକ ଅପୂର୍ବ ଡିଜାଇନ ‘ଟେମ୍ପଲ ଜୁଏଲେରି’ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ‘ଟେମ୍ପଲ ଜୁଏଲେରି’ ହେଉଛି ଏକ ଆକର୍ଷଣୀୟ ଓ ସୂକ୍ଷ୍ମ ଷ୍ଟାଇଲ୍ର…
ଆଜି ସରିବ ଟ୍ରାଡିଶନାଲ ହ୍ୟାଣ୍ଡଲୁମ୍ ଏକ୍ସପୋ
ଭୁବନେଶ୍ୱର,୧୫।୫: ଚଳିତବର୍ଷର ଗ୍ରୀଷ୍ମ (ଖରାଦିନ) ଏବଂ ବିବାହ ଋତୁ ଉପଲକ୍ଷେ ୨୦୨୩ ଏପ୍ରିଲ ୨ୟ ସପ୍ତାହରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଶୁଭାରମ୍ଭ ହୋଇଥିବା ଟ୍ରାଡିଶନାଲ ହ୍ୟାଣ୍ଡଲୁମ୍ ଏକ୍ସପୋ ସୋମବାର ଶେଷ ହେଉଛି। ବିଶେଷକରି ଗ୍ରୀଷ୍ମପ୍ରବାହ ଓ ବିବାହ ଋତୁ ଉଭୟ ଗ୍ରାହକ…
ଆତ୍ମନିର୍ଭର ଭାରତ: ଦେଶରେ ନିର୍ମିତ ହେବ ୯୨୮ ପ୍ରତିରକ୍ଷା ଉତ୍ପାଦ, ସଞ୍ଚୟ ହେବ ୭୧୫ କୋଟି…
ନୂଆଦିଲ୍ଲୀ,୧୪।୫ : ଆତ୍ମନିର୍ଭର ଭାରତ ଅନ୍ତର୍ଗତ ପ୍ରତିରକ୍ଷା ମନ୍ତ୍ରଣାଳୟ ୯୨୮ ଉତ୍ପାଦ ତାଲିକା ଜାରି କରିଛି। ଏସବୁ ପ୍ରତିରକ୍ଷା ଉତ୍ପାଦ ଭାରତରେ ନିର୍ମିତ ହେବ। ଏହାଦ୍ୱାରା ଦେଶର ୭୧୫ କୋଟି ଟଙ୍କା ସଞ୍ଚୟ ହେବ। ଆଗାମୀ ୫ ଅବା ସାଢ଼େ ୫…
ଲକି ଡ୍ର ଜରିଆରେ ଇ-ସ୍କୁଟର ଜିତିଲେ ଗ୍ରାହକ
ଭୁବନେଶ୍ୱର,୧୪।୫: ଲାଲଚାନ୍ଦ୍ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍ ପକ୍ଷରୁ ନିକଟରେ ଏକ ମେଗା ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲକି ଡ୍ର ଜରିଆରେ ୩ ଭାଗ୍ୟଶାଳୀ ବିଜେତା ଭାବେ ବ୍ରହ୍ମପୁରର ପୂର୍ଣ୍ଣବାସୀ ହୋତା, ଜେ. ସନ୍ତୋଷ ରାଓ ଏବଂ…
ଇଣ୍ଡିଆନ୍ ବ୍ୟାଙ୍କ କଟକ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ପରିସର ଉଦ୍ଘାଟିତ
କଟକ,୧୪।୫: ଇଣ୍ଡିଆନ୍ ବ୍ୟାଙ୍କ କଟକ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ପରିସର କଟକର ସିଡିଏଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର…
ଦେଶର ବୃହତ ବନ୍ଦର କ୍ଷେତ୍ରରେ ପାରାଦୀପ ୧ ନମ୍ବର
ପାରାଦୀପ,୧୩ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)କୁ କେନ୍ଦ୍ର ବନ୍ଦର ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସାଗରଶ୍ରେଷ୍ଠ ସମ୍ମାନ ଆଓ୍ବାର୍ଡ ୩ ଟି କ୍ଷେତ୍ରରେ ମିଳିଛି। ଏ ନେଇ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନ୍ଧ ଶନିବାର ପ୍ରଶାସନିକ ଭବନର ବୋର୍ଡ ରୁମରେ…
ବିପିସିଏଲ୍ ସହ ଟିଏସ୍ଏମ୍ଏଲ୍ର ବୁଝାମଣା
ଭୁବନେଶ୍ୱର,୧୩।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ଏବଂ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ବିପିସିଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଯାଇଛି। ଟିଏସ୍ଏମ୍ଏଲ୍ର ଯାଜପୁରସ୍ଥିତ ଫେରୋ ଆଲଏଜ୍ କାରଖାନା ପାଇଁ ଦୀର୍ଘମିଆଦୀ…
ଗୁଣାତ୍ମକ ସାମଗ୍ରୀ ଯୋଗାଇବାକୁ ଗୁରୁତ୍ୱ
ଭୁବନେଶ୍ୱର,୧୩।୫: ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ ପ୍ୟାରିୱେର ପକ୍ଷରୁ ନିକଟରେ ଏକ ରିଟେଲର୍ସ ମିଟ୍ ଆୟୋଜିତ ହୋଇଯାଇଛି। ବିଶେଷକରି ଓଡ଼ିଶା ବଜାରରେ କମ୍ପାନୀର ଉପସ୍ଥିତି ସହ ଦୃଢ ବ୍ୟବସାୟ ପ୍ରତିଷ୍ଠା କରିପାରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଭୁନେଶ୍ବରସ୍ଥିତ ଏକ…
କାନାରା ବ୍ୟାଙ୍କର ଭ୍ରାମ୍ୟମାଣ ଏଟିଏମ୍ ସେବା
ଭୁବନେଶ୍ୱର,୧୩।୫: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ନିକଟରେ ଏକ ଭ୍ରାମ୍ୟମାଣ ଏଟିଏମ୍ ସେବା ଲୋକାର୍ପିତ ହୋଇଯାଇଛି। ଉକ୍ତ ଭ୍ରାମ୍ୟମାଣ ଏଟିଏମ୍ ସେବା ସହରର ପ୍ରମୁଖ ହାଉସିଂ ସୋସାଇଟିଗୁଡିକରେ ଆବଶ୍ୟକ ବ୍ୟାଙ୍କିଙ୍ଗ୍ ସେବା ବ୍ୟାଙ୍କର ଗ୍ରାହକ ତଥା ବରିଷ୍ଠ ନାଗରିକମାନଙ୍କୁ ଯୋଗାଇ ଦେଉଛି।…
ଜେଏସ୍ଏଲ୍କୁ ଇଣ୍ଟରନ୍ୟାଶନାଲ ସେଫ୍ଟି ଆଓ୍ବାର୍ଡ
ନୂଆଦିଲ୍ଲୀ,୧୩।୫: ଦେଶର ପ୍ରମୁଖ ଶିଳ୍ପସଂସ୍ଥା ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀ କାର୍ଯ୍ୟକ୍ଷେତ୍ରର ନିରାପତ୍ତାରେ ନୂତନ ମାନଦଣ୍ଡ ସ୍ଥିର କରିବା ସହ କର୍ମଚାରୀମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ…
ଖୁଚୁରା ମୁଦ୍ରାସ୍ଫୀତି ୪.୭%
ନୂଆଦିଲ୍ଲୀ,୧୩।୫: ଅନ୍ତଃରାଷ୍ଟ୍ରୀୟ ସ୍ତରର ମାନ୍ଦାବସ୍ଥା ଓ ଜାତୀୟ ସମସ୍ୟା ମଧ୍ୟରେ ଦେଶର ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୧୮ ମାସରେ ସର୍ବନିମ୍ନ ବୋଲି ଶୁକ୍ରବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।…
ଭବାନୀପାଟଣାରେ ଅରୁନ୍ଧତୀ ଜୁଏଲର୍ସର ନୂତନ ଶୋ’ରୁମ୍
ଭୁବନେଶ୍ୱର,୧୩।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସର ସର୍ବବୃହତ୍ ଶୋ’ରୁମ୍ ଶୁକ୍ରବାର କଳାହାଣ୍ଡି ଜିଲାର ଭବାନୀପାଟଣା ନିକଟସ୍ଥ ମା’ମାଣିକେଶ୍ୱରୀ ମନ୍ଦିର ନିକଟରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୫,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଏହି ଶୋ’ରୁମ୍ରେ…
Archives


