ବାଣିଜ୍ୟ

କୋବ୍ରା କମାଣ୍ଡୋଙ୍କ ଆତ୍ମହତ୍ୟା

ବିଜାପୁର,୧୯।୮: ଛତିଶଗଡ଼ର ବିଜାପୁରରେ ମାଓବାଦୀ ଦମନ ଲାଗି ମୁତୟନ ଥିବା ସିଆର୍‌ପିଏଫ୍‌ (କୋବ୍ରା) କମାଣ୍ଡୋ ବାଟାଲିୟନର ଜଣେ ଇନ୍ସପେକ୍ଟର ଶୁକ୍ରବାର ପୂର୍ବାହ୍ନରେ ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। କୋବ୍ରା ୨୧୦ ବାଟାଲିୟନର ଇନ୍ସପେକ୍ଟର ଶଫି ଅଖତର ତାଙ୍କ…

ଅତ୍ୟଧିକ ସୁଧ ନେଇପାରିବେନି ବ୍ୟାଙ୍କ

ନୂଆଦିଲ୍ଲୀ,୧୯ା୮(ପି.ଟି.): ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ(ଏନ୍‌ବିଏଫ୍‌ସି)ଗୁଡ଼ିକ ରାଜସ୍ବ ବୃଦ୍ଧି ନିମନ୍ତେ ସୁଧହାର ବଢ଼ାଇ ଚାଲିଥିବାରୁ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ଚିନ୍ତାବ୍ୟକ୍ତ କରିଛି। ଏଥିସହ ଋଣଦାତାମାନଙ୍କ ପାଇଁ ନିୟମରେ ପରିବର୍ତ୍ତନ ଆଣିଛି। ଋଣରେ ଖିଲାପ ହେଲେ…

ଋଷରୁ କମ୍‌ ଦରରେ ଗହମ କିଣିବ ଭାରତ

ନୂଆଦିଲ୍ଲୀ,୧୮।୮: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଅନେକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦରଦାମ ନିୟନ୍ତ୍ରଣ ପାଇଁ ଋଷରୁ କମ ଦରରେ ଖାଦ୍ୟ ଶସ୍ୟ କିଣିବାକୁ କେନ୍ଦ୍ର ସରକାର…

ଜନଧନ ଆକାଉଣ୍ଟରେ ବ୍ୟାଙ୍କରେ ଖୋଲା ଯାଇଛି ୫୦କୋଟି ଖାତା, ଜମା ରହିଛି ୨ଲକ୍ଷ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ,୧୮।୮: ଦେଶରେ ୫୦କୋଟି ଜନଧନ ଅକାଉଣ୍ଟ ଖୋଲା ଯାଇଛି। ୨୦୨୩, ଅଗଷ୍ଟ ୯ ସୁଦ୍ଧା ଏହା ୫୦ କୋଟି ଅତିକ୍ରମ କରିଛି। ଏନେଇ କେନ୍ଦ୍ର ସରକାର ଶୁକ୍ରବାର ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଏହି ଜନଧନ ଆକାଉଣ୍ଟରେ ୫୬ଶତକଡା…

ଆର୍‌ବିଆଇଏଚ୍‌ ସହ ଆକ୍ସିସ୍‌ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୧୮।୮:ରିଜର୍ଭ ବ୍ୟାଙ୍କ ଇନୋଭେସନ ହବ୍‌ (ଆର୍‌ବିଆଇଏଚ୍‌) ଏବଂ ଆକ୍ସିସ୍‌ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷ କରି ପବ୍ଲିକ୍‌ ଟେକ୍‌ ପ୍ଲାଟ୍‌ଫର୍ମ ଫର୍‌ ଫ୍ରିକ୍ସନଲେସ୍‌ କ୍ରେଡିଟ୍‌ (ପିଟିପିଏଫ୍‌ସି) ଜରିଆରେ ଦୁଇଟି ଋଣ ଉପତ୍ାଦକୁ ନିକଟରେ ଉନ୍ମୋଚନ…

ରାଷ୍ଟ୍ର ଗଠନରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧୮।୮:ଦିଭିସା ହର୍ବାଲ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ବିଶେଷକରି କମ୍ପାନୀର ଲୋକପ୍ରିୟ ବ୍ରାଣ୍ଡ୍‌ ରୂପ ମନ୍ତ୍ରା ପରିବାର ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ କମ୍ପାନୀର ଚଣ୍ଡିଗଡସ୍ଥିତ ମୁଖ୍ୟାଳୟ ପରିସରରେ ପାଳନ କରାଯାଇଥିଲା। ଏପରିକି ରୂପ ମନ୍ତ୍ରା…

ଭାରତ ପେ’ର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୮।୮:ଭାରତପେ’ର ନୂତନ ଉତ୍ପାଦ ଆଣ୍ଡ୍ରଏଡ୍‌ ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ) ଟର୍ମିନାଲ୍‌’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ଡେବିଟ୍‌-କ୍ରେଡିଟ୍‌ କାର୍ଡ, ୟୁପିଆଇ,ମୋବାଇଲ୍‌ ୱାଲେଟ୍‌ ଏବଂ ବାର୍‌ କୋଡ୍‌ ସହ ଡିଜିଟାଲ ପେମେଣ୍ଟ ମଧ୍ୟ ଗ୍ରହଣ ପାଇଁ ଏକାଧିକ ମୋଡ୍‌…

ଟିପିସିଓଡିଏଲ୍‌ ପକ୍ଷରୁ ୧୦୬ ଛାତ୍ରୀଛାତ୍ରଙ୍କୁ ଶିକ୍ଷାବୃତ୍ତି

ଭୁବନେଶ୍ୱର,୧୮।୮:ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷର ଦଶମ, ଦ୍ୱାଦଶ ଏବଂ ସ୍ନାତକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୦୬ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲା। ବିଶେଷକରି ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ…

କିଟ୍‌-ଏଚ୍‌ଏସ୍‌ଏସ୍‌ର ୨୦ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୮।୮:କିଟ୍‌ ହାୟର ସେକେଣ୍ଡାରି ସ୍କୁଲ (କିଟ୍‌-ଏଚ୍‌ଏସ୍‌ଏସ୍‌) ର ୨୦ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ.) ଚିତ୍ତରଞ୍ଜନ ତ୍ରିପାଠୀ ମୁଖ୍ୟ…

ଖଣ୍ଡଗିରିରେ ଓକାୟା ଇଭିର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୮।୮ (ଅଭୟ ଦାଶ):ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହକିଲ (ଇଭି) ନିର୍ମାତା ଓକାୟା ଇଭିର ଅତ୍ୟାଧୁନିକ ତଥା ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌ ନିକଟରେ ଖଣ୍ଡଗିରି ଠାରେ ଉଦ୍‌ଘାଟିତ ହୋଇଯାଇଛି। ଓକାୟା ଇଭିର ସ୍ବୀକୃତିପ୍ରାପ୍ତ ଡିଲର ଏ ଆଣ୍ଡ ଟି ଅଟୋମୋବାଇଲ୍ସ ଆନୁକୂଲ୍ୟାରେ ଉକ୍ତ ଆଉଟ୍‌ଲେଟ୍‌ର…

୪୦୦ ଦିନର ଲାଭକାରୀ ଏଫ୍‌ଡି ସ୍କିମ୍‌ର ଡେଡଲାଇନ୍‌ ବଢ଼ାଇଲା ଏସ୍‌ବିଆଇ, ଡିସେମ୍ବର ୩୧ ଯାଏ ଦେଲା ସୁଯୋଗ

ନୂଆଦିଲ୍ଲୀ,୧୭।୮: ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସ୍‌ବିଆଇ(ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ) ଏହାର ସ୍ବତନ୍ତ୍ର ଏଫ୍‌ଡି ଯୋଜନା ‘ଅମୃତ କଳସ ସ୍କିମ୍‌’ରେ ପୁଞ୍ଜି ନିବେଶର ସମୟସୀମାକୁ ପୁଣି ଥରେ ବୃଦ୍ଧି କରିଛି। ଅଗଷ୍ଟ ୧୫ରେ ଏହା ଶେଷ ହେବାକୁ ଥିବା…

ପବ୍ଲିକ୍‌ ଟେକ୍‌ ପ୍ଲାଟଫର୍ମରୁ ମିଳିବ ୧.୬୦ଲକ୍ଷ ଯାଏଁ ଋଣ

ନୂଆଦିଲ୍ଲୀ,୧୭।୮: ପବ୍ଲିକ୍‌ ଟେକ୍‌ ପ୍ଲାଟଫର୍ମରୁ ସହଜରେ ମିଳିପାରିବ ଋଣ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଗୁରୁବାର ଠାରୁ ପବ୍ଲିକ ଟେକ ପ୍ଲାଟଫର୍ମର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି। ଏହା ମାଧ୍ୟମରେ, ଋଣଦାତାମାନେ ଆବଶ୍ୟକ ଡିଜିଟାଲ ସୂଚନା ବିନା ବାଧା ଋଣ ପରିପାରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?