ବାଣିଜ୍ୟ

ଅକ୍ଟୋବରରେ ‘ଫିଜିକ୍ସ ଓ୍ବାଲ୍‌’ର ବୃତ୍ତି ପରୀକ୍ଷା

ଭୁବନେଶ୍ୱର,୨୦।୮:ଦେଶର ପ୍ରମୁଖ ଘରୋଇ ୟୁନିକର୍ନ ଇ-ଟେକ୍‌ କମ୍ପାନୀ ତଥା କୋଚିଂ ସେଣ୍ଟର ‘ଫିଜିକ୍ସ ଓ୍ବାଲ୍‌’ (ପିଡବ୍ଲ୍ୟୁ)ର ବହୁ ପ୍ରତୀକ୍ଷିତ ପ୍ରବେଶିକା ପରୀକ୍ଷା ‘ପିଡବ୍ଲ୍ୟୁଏନ୍‌ଏସ୍‌ଏଟି-୨୦୨୩’ (ଫିଜିକ୍ସ ଓ୍ବାଲ୍‌ ନ୍ୟାଶନାଲ ସ୍କଲାରଶିପ କମ୍‌ ଆଡମିଶନ ଟେଷ୍ଟ) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପିଡବ୍ଲ୍ୟୁର…

ପରମିନ୍ଦର ପିଏଫ୍‌ସିଏଲ୍‌ର ନୂଆ ସିଏମ୍‌ଡି

ଭୁବନେଶ୍ୱର,୨୦।୮ (ଅଭୟ ଦାଶ): ଦେଶର ସର୍ବବୃହତ୍‌ ଏନ୍‌ବିଏଫ୍‌ସି ପ୍ରତିଷ୍ଠାନ ପାୱାର ଫାଇନାନ୍ସ କର୍ପୋରେଶନ ଲିମିଟେଡ୍‌ (ପିଏଫ୍‌ସିଏଲ୍‌)ର ଚେୟାରମ୍ୟାନ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ପରମିନ୍ଦର ଚୋପ୍ରା ନିକଟରେ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୩ ଅଗଷ୍ଟ ୩ୟ ସପ୍ତାହଠାରୁ ସେ ପିଏଫ୍‌ସିଏଲ୍‌ର…

ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ…

ନୂଆଦିଲ୍ଲୀ,୧୯।୮ : କେନ୍ଦ୍ର ସରକାର ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ କରିଛନ୍ତି। ଘରୋଇ ବଜାରରେ ପିଆଜ ଦାମ ନିୟନ୍ତ୍ରଣ କରିବା ଲାଗି ଏଭଳି କରାଯିବା ପାଇଁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି…

ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ

ମୁମ୍ବାଇ,୧୯।୮: ମହାରାଷ୍ଟ୍ରର ତାଡୋବା-ଅନ୍ଧାରି ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ ହୋଇଛି। ପୋଲିସର ସୂଚନାନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ତାଡୋବା ଅନ୍ଧାରି ଟାଇଗର ରିଜର୍ଭ (ଟିଏଟିଆର)ର ଅନଲାଇନ ବୁକିଂ ପାଇଁ ଚୁକ୍ତିନାମା ପାଇଥିବା ଦୁଇ ଭାଇଙ୍କ ବିରୋଧରେ ଏକ…

‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ ହେଲେ ରତନ ଟାଟା

ମୁମ୍ବାଇ,୧୯।୮: ମହାରାଷ୍ଟ୍ର ସରକାର ଶିଳ୍ପପତି ଓ ଟାଟା କମ୍ପାନୀର ମାଲିକ ରତନ ଟାଟାଙ୍କୁ ‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ କରିବାକୁ ଜୁଲାଇ ୨୮ତାରିଖରେ ଘୋଷଣା କରିଥିଲେ। ତେବେ ସେ ଅସୁସ୍ଥ ଥିବାରୁ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ପାରି ନ ଥିଲେ।…

୭୭୫ କୋଟି ସମ୍ପତ୍ତିର ମାଲିକାଣୀ, ବର୍ଷକୁ ରୋଜଗାର ୩୦୦ କୋଟି; ତଥାପି ୨୪ ବର୍ଷ ହେଲାଣି କିଣିନାହାନ୍ତି ଖଣ୍ଡିଏ ଶାଢ଼ୀ! 

ନୂଆଦିଲ୍ଲୀ,୧୯।୮: ଇନଫୋସିସ ସହ-ପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ ସୁଧା ମୁର୍ତ୍ତୀଙ୍କୁ କିଏ ବା ନଜାଣେ। ଆଜି ଅର୍ଥାତ ୧୯ ଅଗଷ୍ଟ ହେଉଛି ତାଙ୍କର ଜନ୍ମଦିନ। ସୁଧା ମୁର୍ତ୍ତୀ ବର୍ତ୍ତମାନ ଇନଫୋସିସ ଫାଉଣ୍ଡେସନର…

ଜିଓ-ନେଟ୍‌ଫ୍ଲିକ୍ସ ପ୍ରିପେଡ୍‌ ପ୍ଲାନ୍‌

ଭୁବନେଶ୍ୱର,୧୯।୮: ରିଲାଏନ୍ସ ଜିଓ ପକ୍ଷରୁ ନିକଟରେ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍‌ ଥିବା ୨ଟି ନୂଆ ଜିଓ-ନେଟ୍‌ଫ୍ଲିକ୍ସ ପ୍ରିପେଡ୍‌ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି। ୧୦୯୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକମାନଙ୍କୁ ଦୈନିକ ୨ଜିବି ହାଇ ସ୍ପିଡ୍‌ ଡାଟା ମିଳୁଥିବାବେଳେ ୧୪୯୯ଟଙ୍କିଆ ପ୍ଲାନ୍‌ରେ ପ୍ରତିଦିନ ୩ଜିବି ହାଇ…

ଅକ୍ଟୋବରରେ ‘ଫିଜିକ୍ସ ଓ୍ବାଲ୍‌’ର ବୃତ୍ତି ପରୀକ୍ଷା

ଭୁବନେଶ୍ୱର,୧୯।୮: ଦେଶର ପ୍ରମୁଖ ଘରୋଇ ୟୁନିକର୍ନ ଇ-ଟେକ୍‌ କମ୍ପାନୀ ତଥା କୋଚିଂ ସେଣ୍ଟର ‘ଫିଜିକ୍ସ ଓ୍ବାଲ୍‌’ (ପିଡବ୍ଲ୍ୟୁ)ର ବହୁ ପ୍ରତୀକ୍ଷିତ ପ୍ରବେଶିକା ପରୀକ୍ଷା ‘ପିଡବ୍ଲ୍ୟୁଏନ୍‌ଏସ୍‌ଏଟି-୨୦୨୩’ (ଫିଜିକ୍ସ ଓ୍ବାଲ୍‌ ନ୍ୟାଶନାଲ ସ୍କଲାରଶିପ କମ୍‌ ଆଡମିଶନ ଟେଷ୍ଟ) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ…

ସିଏସ୍‌ଏମ୍‌କୁ ଟେକ୍‌ ଫର୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୯।୮: ରାଜ୍ୟର ଅଗ୍ରଣୀ ଆଇଟି କମ୍ପାନୀ ସିଏସ୍‌ଏମ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ‘ଟେକ୍‌ ଫର୍‌ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ଓ ଇଲେକ୍ଟ୍ରୋନିକ୍ସ ବିଭାଗ ଏବଂ ଆସୋଚାମ୍‌…

ଏନ୍‌ଏମ୍‌ଡିସି ଷ୍ଟିଲ୍‌ ପ୍ଲାଣ୍ଟ ବ୍ଲାଷ୍ଟ ଫର୍ନେସ ଲୋକାର୍ପିତ

ଭୁବନେଶ୍ୱର,୧୯।୮: ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍‌ଏମ୍‌ଡିସି)ର ପ୍ରମୁଖ ସଂସ୍ଥାନ ଏନ୍‌ଏମ୍‌ଡିସି ଷ୍ଟିଲ୍‌ ପ୍ଲାଣ୍ଟର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ବ୍ଲାଷ୍ଟ ଫର୍ନେସ ନିକଟରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଛତିଶଗଡ଼ର ନଗରନାରଠାରେ ଦେଶର ୨ୟ ସର୍ବବୃହତ ବ୍ଲାଷ୍ଟ…

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର,୧୯।୮: କ୍ରମାଗତ ୨ୟ ଦିନ ଲାଗି ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର…

ବଜାରରେ ମର୍ସିଡିଜ୍‌-ବେଞ୍ଜ୍‌ର ନୂଆ ଜିଏଲ୍‌ସି

ଭୁବନେଶ୍ୱର,୧୯।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ (ଲକ୍‌ଜୁରି) କାର୍‌ ନିର୍ମାତା ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମିଡ୍‌-ସାଇଜ୍‌ ଏସ୍‌ୟୁଭି ‘ଜିଏଲ୍‌ସି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଟି ଆଣ୍ଡ ଟି ମୋଟର୍ସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?