ରୁଷିଆରୁ ତେଲ କିଣି ଭାରତୀୟ କମ୍ପାନୀ ଲାଭବାନ
ନୂଆଦିଲ୍ଲୀ୮।୮ : ଗତ କିଛି ବର୍ଷ ହେବ ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ଉଭୟ ତୈଳ ଉତ୍ପାଦନ ଓ ଦର ମଧ୍ୟରେ ପରିବର୍ତ୍ତନ ଦେଖାଦେଇଛି। ଏପରିକି ଦର ବୃଦ୍ଧି ଓ ଉତ୍ପାଦନ ହ୍ରାସ କାରଣରୁ ଭାରତୀୟ ତୈଳ ବଜାରରେ…
ଶେୟାର ବଜାର କାରବାରରେ ଉତ୍ସାହ
ନୂଆଦିଲ୍ଲୀ,୮।୮ :କ୍ରମାଗତ ୨ୟ ଦିନ ଲାଗି ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ(ଷ୍ଟକ୍ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର ବଜାର ନିବେଶକଙ୍କ…
ମିଶୋ ପ୍ରଥମ ଭାରତୀୟ ଭୂସମାନ୍ତର ଇ-ବାଣିଜ୍ୟ କମ୍ପାନୀ
ଭୁବନେଶ୍ୱର,୮।୮ : ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ମିଶୋ ଭାରତର ପ୍ରଥମ ଭୂସମାନ୍ତର ଇ-ବାଣିଜ୍ୟ କମ୍ପାନୀ ଭାବେ ମାନ୍ୟତା ଲାଭ କରିଛି। ବିଶେଷ କରି ବିଗତ ୧୨ମାସ ମଧ୍ୟରେ ମିଶୋର ଉଲ୍ଲେଖନୀୟ ଅଭିବୃଦ୍ଧି ସହ ଅର୍ଡର ପରିମାଣ ୪୩% ବୃଦ୍ଧି ପାଇ ଏକ…
ବେଦାନ୍ତ ଆଲୁମିନିୟମରେ ନୂତନ ନୀତି ପ୍ରଣୟନ
ଭୁବନେଶ୍ୱର,୮।୮ (ଅଭୟ ଦାଶ) :ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ନୂତନ ନୀତି ‘ ନ୍ୟୁ ଜେଣ୍ଡର ରିଆଫାରମେଶନ ପଲିସି’ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀରେ କାର୍ଯ୍ୟରତ ଏଲ୍ଜିବିଟିକ୍ୟୁ+କର୍ମଚାରୀଙ୍କ ପାଇଁ ଗ୍ରାଉଣ୍ଡ ବ୍ରେକିଂ ଜେଣ୍ଡର ରିଆଫାରମେଶନ ପ୍ରମାଣପତ୍ର ଓ…
ଆକ୍ସିସ୍ ବ୍ୟାଙ୍କ ସହ ଅଲ୍ଟିଗ୍ରିନର ସହଭାଗିତା
ଭୁବନେଶ୍ୱର,୮।୮ : ଆକ୍ସିସ୍ ବ୍ୟାଙ୍କ ଏବଂ ଅଲ୍ଟିଗ୍ରିନ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଥିବା ଘୋଷଣା କରାଯାଇଛି। ବିଶେଷ କରି ଗ୍ରାହକମାନଙ୍କୁ ସୁହାଇବା ଭଳି ସ୍ବତନ୍ତ୍ର ଫାଇନାନ୍ସ ସୁବିଧା ପ୍ରଦାନ କରିବାସହ କାରବାର ବୃଦ୍ଧି ଆଦି ସମ୍ପର୍କରେ ଉକ୍ତ ସହଭାଗିତା ସ୍ଥାପନ…
ଆମେରିକାର ଚାପ: ଇରାନ ସହିତ ପାକିସ୍ତାନ ବିଲିୟନ ଡଲାର ଗ୍ୟାସ ପାଇପଲାଇନ ପ୍ରକଳ୍ପ ବନ୍ଦ କଲା ପାକିସ୍ତାନ…
ଇସଲାମାବାଦ,୭।୮ : ଇରାନ ସହିତ ପାକିସ୍ତାନ ସାମୟିକ ଭାବେ ଏକ ବିଲିୟନ ଡଲାର ଗ୍ୟାସ ପାଇପଲାଇନ ଚୁକ୍ତି ବନ୍ଦ କରି ଦେଇଛି। ଆମେରିକାର ଚାପ ଯୋଗୁଁ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି ବୋଲି ମିଡିଆ ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନ ଇରାନ ସହିତ…
ସହଭାଗିତା ଜରିଆରେ ସଚେତନତା
ଭୁବନେଶ୍ୱର,୭।୮: ଦେଶର ପ୍ରମୁଖ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ‘ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍’ ଏବଂ ଅନ୍ତଃରାଷ୍ଟ୍ରୀୟ ହେଲଥ ପ୍ଲାଟଫର୍ମ ଓମରନ ହେଲ୍ଥ କେୟାର ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଛି। ବିଶେଷ କରି ୧୮ବର୍ଷରୁ ଅଧିକ ଯୁବଗୋଷ୍ଠୀଙ୍କ ନିକଟରେ ପହଞ୍ଚତ୍ବା ସହିତ ସେମାନଙ୍କର…
ଏନ୍ଏମ୍ଡିସିର ନୂଆ ଲୋଗୋ ଉନ୍ମୋଚିତ
ଭୁବନେଶ୍ୱର,୭।୮: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଲୁହାପଥର ଉପତ୍ାଦନକାରୀ କମ୍ପାନୀ ଏନ୍ଏମ୍ଡିସିର ନୂତନ ଲୋଗୋ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ ସମ୍ମାନିତ ଅତିଥି ଭାବେ…
ଟିପିସିଓଡିଏଲ୍ର ବ୍ୟାପକ ଗଣ ଅଭିଯାନ
ଭୁବନେଶ୍ୱର,୭।୮: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ(ଟିପିସିଓଡିଏଲ୍)ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ତଥା ବ୍ୟାପକ ଗଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ କମ୍ପାନୀ ପକ୍ଷରୁ ବ୍ୟାପକ ପଦକ୍ଷେପ ସହ ଭିତ୍ତିଭୂମିକୁ ସୁଦୃଢ଼…
ଡା.ସୋନମୁନ୍ଙ୍କୁ ‘ଏଣ୍ଡୋସ୍କୋପି ପ୍ଲିନାରୀ ଆଓ୍ବାର୍ଡ’
ଭୁବନେଶ୍ୱର,୭।୮: ଓଡ଼ିଶାର ପ୍ରତିଭାବନ ଯୁବ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡା. ସୋନମୁନ୍ ମହାପାତ୍ରଙ୍କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଆମେରିକାନ୍ ସୋସାଇଟି ଅଫ୍ ଜିଆଇ ଏଣ୍ଡୋସ୍କୋପି ଆନୁକୂଲ୍ୟରେ ଆୟୋଜିତ ଡାଇଜେଷ୍ଟିଭ ଡିଜିଜ୍ ଓ୍ବିକ-୨୦୨୩ ଅବସରରେ ଡା.ସୋନମୁନ୍ ଯୁକ୍ତରାଷ୍ଟ୍ର ଆମେରିକାରେ…
ପୋକୋ ପଡ୍ସର ଶୁଭାରମ୍ଭ
ଭୁବନେଶ୍ୱର,୭।୮: ପୋକୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ପୋକୋ ପଡ୍ସ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍ର ଉକ୍ତ ଉତ୍ପାଦର ବଜାର ପ୍ରବେଶ ସହ ଟିଡବ୍ଲ୍ୟୁଏସ୍ ସେଗ୍ମେଣ୍ଟରେ ମଧ୍ୟ ଉପଲବ୍ଧ ହେଉଛି। ଏ ସମ୍ପର୍କରେ ପୋକୋ…
୩ ବର୍ଷରେ ୫ ଲକ୍ଷ କୋଟିରୁ ଅଧିକ
ନୂଆଦିଲ୍ଲୀ,୭।୮: (ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(ଆରଆଇଏଲ)ର ବାର୍ଷିକ ଫଳାଫଳ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଆରଆଇଏଲ ବିଗତ ତିନି ବର୍ଷରେ ମୋଟ ୫.୬୫୩ ଲକ୍ଷ କୋଟି ଟଙ୍କା ସରକାରୀ ରାଜକୋଷରେ ଜମା କରିଛି। ବିଶେଷ…
Archives


