ବାଣିଜ୍ୟ

୩ ବର୍ଷରେ କେନ୍ଦ୍ର ପାଇଛି ୮ ଲକ୍ଷ କୋଟିର ତୈଳ ଟିକସ

ନୂଆଦିଲ୍ଲୀ,୧୫ା୧୨: କେନ୍ଦ୍ର ସରକାର ଗତ ୩ ଆର୍ଥିକ ବର୍ଷରେ ପେଟ୍ରୋଲ ଏବଂ ଡିଜେଲରୁ ଟିକସ ଆକାରରେ ୮.୦୨ ଲକ୍ଷ କୋଟି ଟଙ୍କା ପାଇଛନ୍ତି। କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ୩.୭୧ ଲକ୍ଷ କୋଟି ଟଙ୍କା ଆଦାୟ କରାଯାଇଥିତ୍ବା ଅର୍ଥମନ୍ତ୍ରୀ ନିର୍ମଳା...

ହ୍ବାଟସ୍‌ଆପ୍‌ର ବଡ଼ ପଦକ୍ଷେପ, ଥାର୍ଡ ପାର୍ଟି ଆପ୍‌ ଦେଖିପାରିବେନି ୟୁଜରଙ୍କ ଅନ୍‌ଲାଇନ୍‌ ତଥ୍ୟ…

ନୂଆଦିଲ୍ଲୀ, ୧୪।୧୨: ହ୍ବାଟସଆପ୍‌ ପକ୍ଷରୁ ଏକ ନୂତନ ଗୋପନୀୟତା ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଅଜଣା ବ୍ୟକ୍ତିଙ୍କୁ ୟୁଜରଙ୍କ ଲାଷ୍ଟ୍‌ ସିନ୍‌ ଦେଖିବା ଏବଂ ଅନଲାଇନ ସ୍ଥିତିକୁ ଦେଖିବାକୁ ଦେବ ନାହିଁ। ଏହି ନୂତନ ବୈଶିଷ୍ଟ୍ୟ ଉଭୟ ଆଣ୍ଡ୍ରଏଡ ଏବଂ...

ପେଗାସସ୍‌ ବନ୍ଦ କରିବାକୁ ଯୋଜନା…

ଓ୍ବାଶିଂଟନ, ୧୪।୧୨: ସ୍ପାଏୱେୟାର ଫାର୍ମ ଏନ୍‌ଏସ୍‌ଓ ଗ୍ରୁପ ଲିମିଟେଡ ପକ୍ଷରୁ ଏହାର ବିବାଦୀୟ ପେଗାସସ୍‌ ୟୁନିଟକୁ ବନ୍ଦ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଋଣ ଭାର ଯୋଗୁ ବିପଦରେ ଥିବା ଏହି କମ୍ପାନୀ ଏକ ଭିନ୍ନ ବିକଳ୍ପ ଖୋଜୁଛି ବୋଲି...

ମିସ୍‌ଡ କଲରେ ମିଳିବ ଗ୍ୟାସ

ଭୁବନେଶ୍ୱର,୧୩|୧୨: ବର୍ତ୍ତମାନ ଏଲ୍‌ପିଜି ସିଲିଣ୍ଡର ବୁକିଂ ପାଇଁ ଦେଶର ପ୍ରମୁଖ ଇନ୍ଧନ ବିପଣନ (ଗ୍ୟାସ୍‌) କମ୍ପାନୀ ବିଭିନ୍ନ ପ୍ରକାରର ସହଜ ସୁବିଧା ସେବା ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛନ୍ତି। କମ୍ପାନୀର କାରବାର ବୃଦ୍ଧି ପାଇଁ ଏଭଳି ନିଷ୍ପତ୍ତି ସହ ଗ୍ୟାସ୍‌...

ଜମାକାରୀ ସୁରକ୍ଷିତ ରହିଲେ ବ୍ୟାଙ୍କ ବଞ୍ଚତ୍ପାରିବ

ନୂଆଦିଲ୍ଲୀ, ୧୩|୧୨:  ବ୍ୟାଙ୍କଗୁଡ଼ିକୁ ବଞ୍ଚାଇବା ପାଇଁ ଆମକୁ ଜମାକାରୀଙ୍କୁ ସୁରକ୍ଷା ଦେବାକୁ ପଡ଼ିବ। ଏହା କରିବା ଦ୍ୱାରା ଆମେ ବ୍ୟାଙ୍କ ସହିତ ଜମାକାରୀଙ୍କୁ ମଧ୍ୟ ସୁରକ୍ଷିତ ରଖିପାରିବା। ଦେଶର ସମୃଦ୍ଧିରେ ବ୍ୟାଙ୍କଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ତେଣୁ ବ୍ୟାଙ୍କର ସମୃଦ୍ଧିକୁ...

୧୦ ବର୍ଷରେ ୫ ଗୁଣା ବୃଦ୍ଧି ପାଇଛି ମ୍ୟୁଚୁଆଲ ଫଣ୍ଡ ଇଣ୍ଡଷ୍ଟ୍ରି…

ନୂଆଦିଲ୍ଲୀ, ୧୨।୧୨: ଦେଶରେ ନିବେଶ ଧାରା ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ବ୍ୟାଙ୍କର କମ ସୁଧ ହାର ଯୋଗୁୁ ଲୋକମାନେ ଶୀଘ୍ର ଅନ୍ୟ ନିବେଶ ବିକଳ୍ପ ମୁହାଁ ହୋଇଛନ୍ତି। ସେଥିମଧ୍ୟରୁ ମ୍ୟୁଚୁଆଲ ଫଣ୍ଡ ଏବଂ ଷ୍ଟକ ମାର୍କେଟ ସର୍ବାଧିକ ପସନ୍ଦର...

ଏବେ ଅଶୋକ ହୋଟେଲ ପାଳି, ୬୦ ବର୍ଷ ପାଇଁ ହୋଇପାରେ ଘରୋଇକରଣ…

ନୂଆଦିଲ୍ଲୀ, ୧୨।୧୨: ଐତିହାସିକ ଅଶୋକ ହୋଟେଲ ବିକ୍ରୟ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ ସରକାରଙ୍କ ଉଚ୍ଚାଭିଳାଷୀ ଆସେଟ ମୋନେଟାଇଜେସନ ପ୍ରୋଗ୍ରାମ ଅଧୀନରେ ୬୦ ବର୍ଷ ଚୁକ୍ତି (କଣ୍ଟ୍ରାକ୍ଟ)ରେ ଘରୋଇ କ୍ଷେତ୍ରକୁ ଦେବା ପାଇଁ ସରକାର...

ସିଏସ୍‌ଆର୍‌ରେ ରିଲାଏନ୍ସର ସହଯୋଗ ଅନ୍ୟତମ

ମୁମ୍ବାଇ,୧୨।୧୨:  ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ୨୦୨୦-୨୧ ଆର୍ଥିକ ବର୍ଷରେ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଯୋଗଦାନ କ୍ଷେତ୍ରରେ କମ୍ପାନୀର ଭୂମିକା ଅଗ୍ରଣୀ ରହିଛି। କୋଭିଡ୍‌ ମହାମାରୀରେ (୨୦୨୦-୨୧ ଆର୍ଥିକ ବର୍ଷ) କମ୍ପାନୀ ସମାଜସେବା କ୍ଷେତ୍ର ( ସାମାଜିକ...

ଆଇଏମ୍‌ଓ କାଉନ୍‌ସିଲକୁ ଭାରତ ପୁନଃନିର୍ବାଚିତ

ଲଣ୍ଡନ,୧୨|୧୨: ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମ୍‌ଓ)ର ୨୦୨୨-୨୩ ଦ୍ୱିବାର୍ଷିକ କାଉନ୍‌ସିଲକୁ ଭାରତ ସଦସ୍ୟ ଭାବେ ପୁନଃନିର୍ବାଚିତ ହୋଇଛି। ଆଇଏମ୍‌ଓ ମୁଖ୍ୟାଳୟ ଲଣ୍ଡନଠାରେ ଗତ ୬ ତାରିଖରୁ ୧୫ ତାରିଖ ଯାଏ ଏହାର ୩୨ତମ ଆସେମ୍ଭ୍ଲି ଜାରି ରହିଛି। ଏହି ଅବସରରେ ଆଇଏମ୍‌ଓର...

ବୈଦେଶିକ ମୁଦ୍ରା ଭଣ୍ଡାର କମିଲା…

ନୂଆଦିଲ୍ଲୀ,୧୧।୧୨:  ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୧.୭୮୩ ବିଲିୟନ ଡ଼ଲାର କମି ୬୩୫.୯୦୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ପୂର୍ବ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୨୭୧.୩ କୋଟି ଡ଼ଲାର କମି...

ଓଡ଼ିଶାର ବିକାଶ ପାଇଁ ତ୍ରିସ୍ତରୀୟ ବୁଝାମଣାପତ୍ର

ଭୁବନେଶ୍ୱର,୯।୧୨: ରାଜ୍ୟର ସଡ଼କ, ରେଳପଥ, ଆଭ୍ୟନ୍ତରୀଣ ଜଳପଥ, ସ୍ଲରି ପରିବହନ, ସାଧାରଣ ପରିବହନ, ବନ୍ଦର ଏବଂ ବିମାନ ଯୋଗାଯୋଗ ଭଳି ସମସ୍ତ ପ୍ରକାର ଲଜିଷ୍ଟିକ୍ସ ଭିତ୍ତିଭୂମିକୁ ନେଇ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି) ପକ୍ଷରୁ ଏକ ସର୍ବେକ୍ଷଣ କରିବାକୁ ନିଷ୍ପତ୍ତି...

ସେନ୍‌ସେକ୍ସରେ ୧୦୧୬ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୯।୧୨: ଓମିକ୍ରନ୍‌ର ଭୟ ମଧ୍ୟରେ ବୁଧବାର ଦାଲଲ ଷ୍ଟ୍ରିଟ୍‌ରେ ବେଶ୍‌ ଉସତ୍ାହ ଦେଖିବାକୁ ମିଳିଛି। ଗୋଟିଏ ପଟରେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ର ନୂତନ ମୁଦ୍ରାନୀତିକୁ ନେଇ ନିବେଶକମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଏହାରି ମଧ୍ୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri