ଓଡିଏମ୍ ପବ୍ଲିକ୍ ସ୍କୁଲର ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ
ଭୁବନେଶ୍ୱର,୨୭।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱର ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲର ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ‘ନଲେଜ୍ କ୍ରଲ୍-୨୦୨୩’ ଶନିବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ…
୨ରେ ୨୭ତମ ରୁଚି ପ୍ରତିଭା ପୂଜନ
କଟକ,୨୭।୮ (ସୁପ୍ରିୟା ପ୍ରିୟଦର୍ଶିନୀ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୁଚି ପ୍ରତିଭା ସମ୍ମାନ ସମାରୋହ ଉତ୍ସବ ୨୦୨୩ ସେପ୍ଟେମ୍ବର ୨ରେ ଆୟୋଜନ ହେବ ବୋଲି ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଶନିବାର ଲିଙ୍କ୍…
ରିଲାଏନ୍ସ ରିଟେଲ ପକ୍ଷରୁ ୟୁଷ୍ଟାର ଶୁଭାରମ୍ଭ
ଭୁବନେଶ୍ୱର,୨୭।୮: ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା’ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ହାଇଦ୍ରାବାଦଠାରେ ୟୁଷ୍ଟାର ପ୍ରଥମ ଷ୍ଟୋର ସହିତ ନୂଆ ଫର୍ମାଟର ଶୁଭାରମ୍ଭ କରାଯାଇଛି। ଏପରିକି ସର୍ବାଧୁନିକ ଜ୍ଞାନକୌଶଳସମ୍ପନ୍ନ ଷ୍ଟୋର ଲେ-ଆଉଟ…
ଜେଏସ୍ଏଲ୍କୁ ଗ୍ରୀନ୍ଟେକ୍ କ୍ବାଲିଟି ପୁରସ୍କାର
କଳିଙ୍ଗନଗର,୨୮।୬(ଶୁଭାଶିଷ ରାଉତ): ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷ କରି ଗୁଣାତ୍ମକ ଉନ୍ନତି ବର୍ଗ ଅଧୀନରେ ଜେଏସ୍ଏଲ୍ର କଳିଙ୍ଗନଗର ୟୁନିଟ୍ (ପ୍ଲାଣ୍ଟ)କୁ ସମ୍ମାନ ଜନକ ଗ୍ରୀନ୍ଟେକ କ୍ବାଲିଟି ଏବଂ ଇନୋଭେଶନ ଆୱାର୍ଡ-୨୦୨୩…
ମୁନାଫାରେ ଇସ୍ରୋକୁ ଜିନିଷ ଯୋଗାଇଥିବା କମ୍ପାନୀ, ୩୦ହଜାର କୋଟି ଟଙ୍କା ବଢିଲା କମ୍ପାନୀର ଶେୟାର
ନୂଆଦିଲ୍ଲୀ,୨୬।୮:ଇସ୍ରୋର ଚନ୍ଦ୍ରାୟାନ ୩ର ବଜେଟ୍ ୬୧୫ କୋଟି ଟଙ୍କା। ତେବେ ଚନ୍ଦ୍ରପୃଷ୍ଠରେ ଅବତରଣ ସଫଳତା ହେତୁ ନିବେଶକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କାରଣ ମହାକାଶ କ୍ଷେତ୍ର ସହିତ ଜଡିତ ସମସ୍ତ ଛୋଟ ଏବଂ ବଡ କମ୍ପାନୀର ଅଂଶ ଗତ ସପ୍ତାହରେ…
ସଙ୍କଟରେ ଏୟାର ଇଣ୍ଡିଆ: ଡିଜିସିଏ ସୁରକ୍ଷା ଅଡିଟରେ ୧୩ ତ୍ରୁଟି…
ନୂଆଦିଲ୍ଲୀ,୨୬।୮ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) ର ଦୁଇ ସଦସ୍ୟ ବିଶିଷ୍ଟ ଯାଞ୍ଚ ଦଳ ଏୟାର ଇଣ୍ଡିଆର ଆଭ୍ୟନ୍ତରୀଣ ସୁରକ୍ଷା ଅଡିଟରେ ତ୍ରୁଟି ଦେଖାଦେଇଛି ଏବଂ ଏହାର ଅନୁସନ୍ଧାନ କରୁଛନ୍ତି। ଡିଜିସିଏରେ ଦାଖଲ ହୋଇଥିବା ଅଡିଟ ରିପୋର୍ଟ ଅନୁଯାୟୀ,…
ଅଟଳ ପେନସନ ଯୋଜନା: ବୃଦ୍ଧାବସ୍ଥା ଲାଗି ପ୍ରତି ମାସରେ ଜମା କରନ୍ତୁ ୨୧୦ ଟଙ୍କା, ୫୦୦୦ ପେନସନର ଗ୍ୟାରେଣ୍ଟି
ନୂଆଦିଲ୍ଲୀ,୨୬।୮: ସମସ୍ତେ ନିଜ ରୋଜଗାରରୁ କିଛି ସଞ୍ଚୟ କରିବାକୁ ଚେଷ୍ଟା କରନ୍ତି। ଏହାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହାଁନ୍ତି, ଯାହାଫଳରେ ସେମାନଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ ନାହିଁ। ବର୍ତ୍ତମାନ ସମୟରେ ଅନେକ ପ୍ରକାରର ପେନସନ ଯୋଜନା…
ବାପାଙ୍କ କଟାକ୍ଷ ସତ୍ତ୍ୱେ ବିକିଥିଲେ ମୋମୋ, ଏବେ ଛିଡ଼ାକଲେ ୨୦୦୦ କୋଟିର କମ୍ପାନୀ
ନୂଆଦିଲ୍ଲୀ,୨୬।୮: ଦେଶରେ ଫାଷ୍ଟଫୁଡ୍ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜିକାଲି ପିଜା-ବର୍ଗର ଅଥବା ଅନ୍ୟ ଫାଷ୍ଟଫୁଡ୍ ଖାଇବାକୁ ରେଷ୍ଟୁରାଣ୍ଟ ଯିବାକୁ ପଡ଼ୁନାହିଁ, ପ୍ରତି ଗଳିକନ୍ଦିରେ ଏହା ସହଜରେ ଉପଲବ୍ଧ ହେଉଛି। ବିଶେଷକରି ମୋମୋ ଏବେ ପିଜା-ବର୍ଗରକୁ ସାଧାସଳଖ ଟକ୍କର ଦେଉଛି।…
ରାଉରକେଲାରେ ମିଆ ବାଏ ତନିଷ୍କ ଷ୍ଟୋର
ରାଉରକେଲା,୨୬।୮(ଦିନେଶ ମିଶ୍ର): ରାଉରକେଲା ମେନ୍ ରୋଡ୍ରେ ପ୍ରଥମ ଥର କରି ମିଆ ବାଏ ତନିଷ୍କ ଶୋରୁମ୍ ଶୁକ୍ରବାର ଉଦ୍ଘାଟିତ ହୋଇଛି। ଦୀପିକା ମହିଳା ସମିତିର ସଭାପତି ସୀମା ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶୋରୁମ୍କୁ ଉଦ୍ଘାଟନ କରିଥିଲେ। ମିଆ ବାଏ…
ଏସିଏମ୍ଇ ସହ ଟାଟା ଷ୍ଟିଲ୍ ଏସ୍ଇଜେଡ୍ର ଏମ୍ଓୟୁ
ଭୁବନେଶ୍ୱର,୨୬।୮: ଟାଟା ଷ୍ଟିଲ୍ ସ୍ପେଶିଆଲ୍ ଇକୋନମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍) ଏବଂ ଏସିଏମ୍ଇ ଗ୍ରୁପ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍ଓୟୁ) ଶୁକ୍ରବାର ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଓଡ଼ିଶାର ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପ…
ବଜାରରେ ନ୍ୟୁ ଟାଟା ଏସିଇ ଇଭି
ଭୁବନେଶ୍ୱର,୨୬।୮: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ (ଇଭି) ନିର୍ମାତା ତଥା ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ନ୍ୟୁ ଟାଟା ଏସିଇ ଇଭି’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟାଟା ମୋଟର୍ସର…
ୟୁପିଆଇ ଇଣ୍ଟର ଅପରେବିଲିଟିର ଶୁଭାରମ୍ଭ
ଭୁବନେଶ୍ୱର,୨୬।୮: ଆକ୍ସିସ୍ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ ଅଭିନବ ସୁବିଧା ୟୁପିଆଇ ଇଣ୍ଟର ଅପରେବିଲିଟିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା (ସିବିଡିସି) ଆପ୍ ଜରିଆରେ ବିକଶିତ ଆକ୍ସିସ୍ ମୋବାଇଲ୍ ଡିଜିଟାଲ…
Archives


