ବାଣିଜ୍ୟ

ଭଦ୍ରକ ପଲିଟେକ୍‌ନିକ୍‌ ସହ ସାମଲ ଇକ୍ୟୁପ୍‌ର ବୁଝାମଣା

ନୂଆଦିଲ୍ଲୀ,୬।୧୦:ରାଜ୍ୟ ପ୍ରମୁଖ ଘରୋଇ ସଂସ୍ଥା ତଥା ସାମଲ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଅଗ୍ରଣୀ ସଂସ୍ଥା ସାମଲ ଇକ୍ୟୁପ୍‌ (ଜେସିବି ଇଣ୍ଡିଆ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଡିଲର ସାମଲ ଇକ୍ୟୁପ୍‌) ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଭଦ୍ରକ ସରକାରୀ ପଲିଟେକ୍‌ନିକ୍‌ ମଧ୍ୟରେ ଏକ…

ଶେୟାର ବଜାର କାରବାରରେ ଉତ୍ସାହ

ଭୁବନେଶ୍ୱର,୬।୧୦:ଗତ କିଛି ସପ୍ତାହ ହେବ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ି। ବିଶେଷକରି ଗୁରୁବାର ବମ୍ବେ…

ସେପ୍ଟେମ୍ବରରେ ୫ଲକ୍ଷରୁ ଅଧିକ ଗାଡ଼ି ବିକ୍ରି

ଭୁବନେଶ୍ୱର, ୬।୧୦:ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ତଥା ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ପକ୍ଷରୁ ଚଳିତ ବର୍ଷ ସେପ୍ଟେମ୍ବର ମାସର ଗାଡ଼ି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୩ ସେପ୍ଟେମ୍ବରରେ ୫ଲକ୍ଷରୁ ଅଧିକ ଗାଡ଼ି…

ଦିନେଶ ଖାରାଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର, ୬।୧୦:ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ)ର ଚେୟାରମ୍ୟାନ ଦିନେଶ ଖାରାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଆସନ୍ତା ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖାରା ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ଉକ୍ତ ପଦବୀ…

ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର, ୬।୧୦:ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ‘ଏସ୍‌୨୩ଏଫ୍‌ଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ସାମ୍‌ସଙ୍ଗ୍‌ର ଆଇକନିକ୍‌ ଗାଲାକ୍ସି ଏସ୍‌ ସିରିଜରେ ଉକ୍ତ ନୂତନ ମଡେଲ ହୋଇଥିବା ବେଳେ ଯୁବ ଗାଲାକ୍ସି ବ୍ୟବହାରକାରୀଙ୍କ ପାଇଁ ସାମ୍‌ସଙ୍ଗ୍‌ର ସର୍ବୋତ୍ତମ ଫ୍ଲାଗ୍‌ଶିପ୍‌ ଅଭିଜ୍ଞତା ପ୍ରଦାନ କରିବାକୁ…

ଅହମଦାବାଦରେ ଫିକିର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ

ଭୁବନେଶ୍ୱର, ୬।୧୦:ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅହମଦାବାଦଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ସମ୍ମାନିତ ଅତିଥି…

ଓଡିଏମ୍‌ରେ ସାଇବର ସୁରକ୍ଷା ଅଭିଯାନ ରଥ

ଭୁବନେଶ୍ୱର, ୬।୧୦:ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଓଡିଏମ୍‌ ପବ୍ଲିକ୍‌ ସ୍କୁଲ’ ପଟିଆ ଭୁବନେଶ୍ୱର ପରିସରରେ ଏକ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ପୋଲିସର ‘ସାଇବର ସୁରକ୍ଷା ଅଭିଯାନ’ ଓଡ଼ିଶା-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏପରିକି ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ…

ଲାଲଚାନ୍ଦ୍‌ ଫାଉଣ୍ଡେଶନର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର, ୬।୧୦:ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାଲଚାନ୍ଦ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଫାଉଣ୍ଡେଶନ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତର ଯକ୍ଷ୍ମା ବିରୋଧୀ ଲଢ଼େଇରେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌ ଯୋଗଦେଇ ‘ପ୍ରଧାନମନ୍ତ୍ରୀ ଟିବି ମୁକ୍ତ…

ଡିମାଟ୍‌ ଆକାଉଣ୍ଟରେ ଅଭିବୃଦ୍ଧି

ଭୁବନେଶ୍ୱର, ୬।୧୦:ଗତ କିଛି ବର୍ଷ ମଧ୍ୟରେ ୟେସ୍‌ ସିକ୍ୟୁରିଟିଜ୍‌ର କାରବାର ଓଡ଼ିଶା ବଜାରରେ ବେଶ୍‌ ଆଖିଦୃଶିଆ ରହିଥିବାବେଳେ କମ୍ପାନୀର ଡିମାଟ୍‌ ଆକାଉଣ୍ଟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏପରିକି ୨୦୨୨ ପରଠାରୁ ନୂଆ ଡିମାଟ୍‌ ଆକାଉଣ୍ଟ (ଡିମାଟ୍‌ ଖାତା) ଖୋଲିବାରେ ୭୫%ବୃଦ୍ଧି ହାସଲ…

୪ ଦିନିଆ ଆଇଟି ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର,୬।୧୦ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଆଇଟି ଆସୋସିଏସନ ଇନ୍‌ଫର୍ମେଶନ ଟୋକ୍ନୋଲୋଜି ଆସୋସିଏଶନ ଅଫ୍‌ ଓଡ଼ିଶା (ଆଇଟିଏଓ) ପକ୍ଷରୁ ଆୟୋଜିତ ୪ ଦିନିଆ ଆଇଟି ଏକ୍ସପୋ-୨୦୨୩ ଗୁରୁବାରଠାରୁ ଭୁବନେଶ୍ୱର ଜନତା ମଇଦାନଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଛତିଶଗଡ଼ ରାଜ୍ୟପାଳ…

ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୧୩ ବର୍ଷ ମଧ୍ୟରେ ସେପ୍ଟେମ୍ବରରେ ଉଚ୍ଚତମ ସ୍ତରରେ…

ନୂଆଦିଲ୍ଲୀ,୫।୧୦ : ଚାହିଦା ବୃଦ୍ଧି ମଧ୍ୟରେ ନୂତନ ବ୍ୟବସାୟରେ ଦୃଢ଼ ଅଭିବୃଦ୍ଧି ଯୋଗୁ ସେପ୍ଟେମ୍ବରରେ ଭାରତର ସେବା କ୍ଷେତ୍ରର ଅଭିବୃଦ୍ଧି ୧୩ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ପହଞ୍ଚିଛି। ମୌସୁମୀ ଏସ ଆଣ୍ଡ ପି ଗ୍ଲୋବାଲ ଇଣ୍ଡିଆ ସର୍ଭିସେସ ପିଏମଆଇ ବ୍ୟବସାୟ…

ଯୁବବର୍ଗଙ୍କୁ ହଇରାଣ କରୁଛି ଭୂତ ଚାକିରି: ଆମେରିକାରେ ଅଧିକ…

ନୂଆଦିଲ୍ଲୀ,୫।୧୦ : ପ୍ରାୟତଃ ଦୁଇ ପ୍ରକାରର ଚାକିରି ବିଷୟରେ ଶୁଣାଯାଇଥାଏ। ପ୍ରଥମଟି ସରକାରୀ ଚାକିରି ପ୍ରଥମ ଦ୍ୱିତୀୟଟି ହେଉଛି ପ୍ରାଇଭେଟ ଚାକିରି। କିନ୍ତୁ ଏବେ ଭୂତ ଚାକିରି(ଘୋଷ୍ଟ ଜବ)ବିଷୟରେ ଚର୍ଚ୍ଚା ହେଉଛି। ଆମେରିକାରେ ଭୂତ ଚାକିରିର ଧାରା ବିଶେଷ ଭାବେ ପ୍ରଚଳିତ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri