ଆଜି ଖୋଲିବ ଆଇଆଇଏଲ୍ର ଆଇପିଓ
ଭୁବନେଶ୍ୱର,୧୪।୧୨: ଆଇନକ୍ସ ଇଣ୍ଡିଆ ଲିମିଟେଡ୍ (ଆଇଆଇଏଲ୍)ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଚଳିତ ବର୍ଷ ଡିସେମ୍ବର ୧୪ରେ ଖୋଲିବ। ଏପରିକି ଉକ୍ତ ଅଫର ୨୦୨୩ ଡିସେମ୍ବର ୧୮ରେ ବନ୍ଦ ହେବ। ଫଳରେ ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ ଦିନ ପୂର୍ବରୁ…
ଜନକଲ୍ୟାଣ ଯୋଜନା ଉପରେ ବ୍ୟାଙ୍କଗୁଡ଼ିକ ଗୁରୁତ୍ୱ ଦିଅନ୍ତୁ: ଅନୁ
ଭୁବନେଶ୍ୱର,୧୪।୧୨(ଅନିଲ ଦାସ): ଆମ ବ୍ୟାଙ୍କ ଯୋଜନା, ମିଶନ ଶକ୍ତି ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନା, ବଳରାମ ଯୋଜନା, ମୋ ଘର ଯୋଜନା ଆଦି ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣ କାର୍ଯ୍ୟକ୍ରମ । ସେଗୁଡ଼ିକର ଆଶାନୁରୂପ ସଫଳତା ଦିଗରେ ବ୍ୟାଙ୍କଗୁଡ଼ିକର ନିଷ୍ଠାପର ସହଯୋଗ…
‘ଲକ୍ଷ୍ମୀ’ ବସରେ ଆରମ୍ଭ ହେଲା ‘ୟୁପିଆଇ କ୍ୟୁଆର କୋଡ’ ବ୍ୟବସ୍ଥା
ଭୁବନେଶ୍ୱର,୧୩ା୧୨: ରାଜ୍ୟରେ ‘ଲକ୍ଷ୍ମୀ’ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଯାତ୍ରୀମାନେ…
ଗ୍ରାହକଙ୍କୁ ସତର୍କ କରାଇଲା ପିଏନ୍ବି: ଡିସେମ୍ବର ପୂର୍ବରୁ କରିନିଅନ୍ତୁ ଏହି କାମ, ନଚେତ ବନ୍ଦ ହେବ ଆକାଉଣ୍ଟ
ନୂଆଦିଲ୍ଲୀ,୧୩।୧୨: ଗ୍ରାହକମାନଙ୍କୁ ସତର୍କ କରାଇଛି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି)। ଡିସେମ୍ବର ୧୮ ମଧ୍ୟରେ ଗ୍ରାହକଙ୍କୁ କଓ୍ବୋଇସି ଅପ୍ଡେଟ୍ କରିବାକୁ ସମୟ ଦିଆଯାଇଛି। ଯଦି ସେ ସେଭଳି ନ କରନ୍ତି ତେବେ ଆର୍ବିଆଇ ଗାଇଡଲାଇନ ମୁତାବକ ଆକାଉଣ୍ଟକୁ ଫ୍ରିଜ୍ କରିଦିଆଯିବ। ଗ୍ରାହକମାନେ ଅନଲାଇନ୍ରେ…
ବିମାନ ଭଡା ପୁଣି ବେଲଗାମ, ଦିଲ୍ଲୀରୁ ମୁମ୍ବାଇ ଭଡା ହେଲା ୫ ଗୁଣା…
ନୂଆଦିଲ୍ଲୀ/ମୁମ୍ବାଇ,୧୩।୧୨ : ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବିମାନ ଭଡା ପ୍ରାୟ ୫ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ହେଲେ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି କ୍ଷେତ୍ରର ଭଡା ପ୍ରାୟ…
ଆମେରିକାରେ ମେକ ଇନ ଇଣ୍ଡିଆ ସାଇକେଲ, ଚାଇନା ଉତ୍ପାଦର ସ୍ଥାନ ନେଲା…
ଓ୍ବାଶିଂଟନ,୧୩।୧୨: ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ମେକ ଇନ ଇଣ୍ଡିଆ ପରି ପ୍ରୟାସ ଆରମ୍ଭ କରିଥିଲେ। ଏହାର ପ୍ରଭାବ ବର୍ତ୍ତମାନ ଭାରତ ସମେତ ସମଗ୍ର ବିଶ୍ୱରେ ଦୃଶ୍ୟମାନ ହେଉଛି । ମେକ ଇନ ଇଣ୍ଡିଆ ଉତ୍ପାଦଗୁଡ଼ିକ ଏବେ…
କିଓରବେ’ର ନୂତନ ଉତ୍ପାଦ
ଭୁବନେଶ୍ୱର,୧୩।୧୨: ଦେଶର ପ୍ରମୁଖ ଓମିନ୍ ଚ୍ୟାନେଲ ହେଲ୍ଥ ପ୍ଲାଟ୍ଫର୍ମ (ଇ- କ୍ଲିନିକ) କିଓରବେ’ର ନୂତନ ଉତ୍ପାଦ ‘ପ୍ରାଇମ କିଓର’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ପ୍ରାଇମ କିଓର ମେମ୍ବରଶିପ୍ ଆନୁଆଲ୍ ହେଲ୍ଥ୍ ପ୍ଲାନ୍ର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।…
ଟାଟା ପାୱାରର ନୂତନ ଅଭିଯାନ
ଭୁବନେଶ୍ୱର,୧୩।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍ର ଅନ୍ୟତମ ଅଗ୍ରଣୀ ଶକ୍ତି କମ୍ପାନୀ ଟାଟା ପାୱାର ପକ୍ଷରୁ ଏକ ନୂତନ ଅଭିଯାନ ଓ ବ୍ରାଣ୍ଡ୍ ଫିଲ୍ମ ପ୍ରମୋସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସ୍ବଚ୍ଛ ଓ ସବୁଜ ଶକ୍ତି…
ଆଦାନୀ ପୋର୍ଟଫୋଲିଓର ଅର୍ଦ୍ଧବାର୍ଷିକ ଫଳାଫଳ
ଭୁବନେଶ୍ୱର,୧୩।୧୨: ଆଦାନୀ ପୋର୍ଟଫୋଲିଓର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର ଫଳାଫଳ ଓ କାରବାର ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ଅର୍ଦ୍ଧବାର୍ଷିକ ଆର୍ଥିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି…
ଓଡ଼ିଶାରେ ବ୍ୟାଟେରି ଫଏଲ ନିର୍ମାଣ କରିବ ହିଣ୍ଡାଲ୍କୋ
ଭୁବନେଶ୍ୱର,୧୩।୧୨(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଓଡ଼ିଶାର ସମ୍ବଲପୁରଠାରେ ଏକ ନୂତନ ବ୍ୟାଟେରି ଫଏଲ ନିର୍ମାଣକାରୀ ସୁବିଧା (କାରଖାନା) ସ୍ଥାପନ କରିବ। ଏପରିକି ଉକ୍ତ କାରଖାନା ନିର୍ମାଣ…
ନଭେମ୍ବର ମାସରେ ବୃଦ୍ଧି ପାଇଲା ଖୁଚୁରା ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ,୧୨।୧୨: ଖାଦ୍ୟ ପଦାର୍ଥର ଦାମ୍ ବଢିବା ସହିତ ନଭେମ୍ବର ମାସରେ ବୃଦ୍ଧି ପାଇଛି ଖୁଚୁରା ମୁଦ୍ରାସ୍ଫୀତି। ମଙ୍ଗଳବାର କେନ୍ଦ୍ର ସରକାର ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଅକ୍ଟୋବରରେ ଚାରି ମାସ ସର୍ବନିମ୍ନ ୪.୮ ପ୍ରତିଶତକୁ ଖସିଯିବା ପରେ ନଭେମ୍ବରରେ ଭାରତର ଖୁଚୁରା…
ଶେୟାର ବଜାର ବୃଦ୍ଧିରେ ଲାଗିଲା ରୋକ: ବ୍ୟାଙ୍କିଙ୍ଗ, ଆଇଟି କ୍ଷେତ୍ରରେ ହ୍ରାସ ସହିତ କାରବାର ହେଲା ବନ୍ଦ
ନୂଆଦିଲ୍ଲୀ,୧୨।୧୨: ମଙ୍ଗଳବାର ଶେୟାର ବଜାର କାରବାର ଭାରତୀୟ ଶେୟାର ବଜାର ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଛି। ଗଲା କିଛି ଦିନ ହେବ ଶେୟାର ବଜାରରେ ଉତ୍ସାହରେ ଆଜି ରୋକ ଲାଗିଥିଲା। ନିବେଶକମାନଙ୍କ ଲାଭ ଅମଳ କାରଣରୁ ବଜାର କାରବାର ହ୍ରାସ ପାଇଥିଲା।…
Archives


