ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ନୂଆ ମୋବାଇଲ ଓ ଓ୍ବେବ୍ସାଇଟ୍ ଶୁକ୍ରବାର ଉନ୍ମୋଚନ କରାଯାଇଛି। ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହାର ଉନ୍ମୋଚନ କରିଛନ୍ତି। https://website.rbi.org.inରେ କିମ୍ବା ଆର୍ବିଆଇ ପକ୍ଷରୁ ଜାରି କରାଯାଇଥିବା କ୍ୟୁଆର୍ କୋଡ୍ ମାଧ୍ୟମରେ ଲଗ୍ଇନ୍ କରିହେବ। ସେହିପରି ନୂଆକରି ଆରମ୍ଭ ହୋଇଥିବା ମୋବାଇଲ ଆପ୍ ମଧ୍ୟ କ୍ୟୁଆର୍ କୋଡ୍ ମାଧ୍ୟମରେ ଡାଉନଲୋଡ୍ କରିହେବ। l ତେବେ ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଗୁଗ୍ଲ୍ ପ୍ଲେଟୋରରୁ ଏବଂ ଆଇଫୋନ୍ ବ୍ୟବହାରକାରୀମାନେ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ତେବେ ପୂର୍ବରୁ ଉପଲବ୍ଧ ହେଉଥିବା ଓ୍ବେବ୍ସାଇଟ୍ https://rbi.org.in ମଧ୍ୟ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଉପଲବ୍ଧ ରହିବ ବୋଲି ଆର୍ବିଆଇ ଚିଫ୍ ଜେନେରାଲ ମ୍ୟାନେଜର ଯୋଗେଶ ଦୟାଲ କହିଛନ୍ତି।
ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନଆକ୍ରୋଶ ସମାବେଶ: ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରି…
ମୋହନା,୮।୫( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ମଣ୍ଡଳ ଦମାଦୁଆଠାରେ ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି…
ନିଜ ବାପାମାଆଙ୍କ ବାହାଘର ଦେଖିଥିଲେ ଥାଲାପତି ବିଜୟ! ସତ ଜାଣିଲେ ତାଜୁବ ହେବେ
ତାମିଲନାଡୁ ନିର୍ବାଚନ ଫଳାଫଳ ଦେଶକୁ ଚମକାଇ ଦେଇଛି । TVK ମୋଟ ୧୦୮ଟି ଆସନ ଜିତିଛି। ରିଲ ଦୁନିଆରେ ଜନନାୟକ ଭାବେ ଅଭିନୟ କରିଥିବା ବିଜୟ ଏବେ…
ତାମିଲନାଡୁର ସେହି ବ୍ୟକ୍ତି, ଯାହାଙ୍କ ହାତରେ ବିଜୟଙ୍କ ଭାଗ୍ୟ, ଗୋଟିଏ ନିଷ୍ପତ୍ତିରେ TVKର ଖେଳ ଶେଷ!
ଚେନ୍ନାଇ,୮।୫: ତାମିଲନାଡୁରେ ଏକ ଅଜବ ଖେଳ ଚାଲିଛି। ସରକାରକୁ ନେଇ ବହୁତ ସସପେନ୍ସ ରହିଛି। ଥଲାପଥି ବିଜୟଙ୍କ ଟିଭିକେ ହେଉ, ଡିଏମକେ ହେଉ, କିମ୍ବା ଏଆଇଏଡିଏମକେ, କାହା…
ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ, କହିଲେ ମୋତେ ଆଉ ମୋ’ ସାଙ୍ଗକୁ ସେ…
ବାଲିଅନ୍ତା,୮ା୫(ନୀଳମାଧବ ସାହୁ): ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ। ସେ କହିଛନ୍ତି, ମୋତେ ଓ ମୋ’ ସାଙ୍ଗକୁ ୨…
ଶତ୍ରୁଙ୍କ ପାଇଁ କାଳ ସାଜିବ ‘ତାରା’, ସଫଳ ପରୀକ୍ଷଣ କଲା DRDO
ନୂଆଦିଲ୍ଲୀ,୮।୫: ଭାରତ ଏକ ଅତ୍ୟାଧୁନିକ ଗାଇଡେଡ୍ ଅସ୍ତ୍ର ପ୍ରଣାଳୀ ବିକଶିତ କରିଛି ଯାହା ଯେକୌଣସି ପାରମ୍ପରିକ ଅସ୍ତ୍ରକୁ ଏକ ଘାତକ, ସଠିକ୍-ପ୍ରହାର ଯୁଦ୍ଧାସ୍ତ୍ରରେ ପରିଣତ କରିପାରିବ। DRDO…
ସ୍ତ୍ରୀଙ୍କ ସହ ଖୋଲନ୍ତୁ ଏହି ଖାତା, ୧୦ବର୍ଷରେ ମିଳିବ ୪୧ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ନିବେଶ…
ସଞ୍ଚୟ ଆରମ୍ଭ କରିବା ପାଇଁ କେବେବି “ଆସନ୍ତାକାଲି” ପାଇଁ ଅପେକ୍ଷା କରିବା ଉଚିତ ନୁହେଁ। ଲୋକମାନେ ପ୍ରାୟତଃ ଭାବନ୍ତି ଯେ ସେମାନେ କେବଳ ସେତେବେଳେ ନିବେଶ କରିବେ…
ଭାଜପାର ବଙ୍ଗ ବିଜୟକୁ ନେଇ ଏମିତି କଥା କହିଦେଲେ ଟ୍ରମ୍ପ: ରାଗରେ ନିଆଁବାଣ ହେଲେ ସଞ୍ଜୟ ରାଉତ
ଓ୍ବାଶିଂଟନ୍,୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିପୁଳ ବିଜୟ ପାଇଁ କେବଳ ଦେଶ ଭିତରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଅଭିନନ୍ଦନର ସୁଅ…
ଆଜି ବଙ୍ଗକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ: ରେସ୍ରେ ୪, କାହା ନାଁ ଉପରେ ମୋହର ମାରିବେ ମୋହନ-ଶାହା
କୋଲକାତା,୮।୫: ପଶ୍ଚିମବଙ୍ଗରେ ଭାଜପା ଟିଏମସିକୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି। ୨୦୭ ଆସନ ପାଇ ଭାଜପା ବଙ୍ଗଳାରେ ବଡ଼ ବାଜି ମାରିଛି। ୧୫…
Archives

