ମଣପୁରମର ଦ୍ୱିତୀୟ ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୧୪।୧୧: ଦେଶର ପ୍ରମୁଖ ଘରୋଇ ଅର୍ଥଲଗାଣକାରୀ କମ୍ପାନୀ ମଣପୁରମ ଫାଇନାନ୍ସ ଲିମିଟେଡର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର ଆଗାମୀ କାର୍ଯ୍ୟକଳାପ ଓ କାରବାର ସାଙ୍ଗକୁ ନୂତନ ସୁବିଧା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏପରିକି...
କୁବେର ଅପ୍ଟିକାଲର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୧୪।୧୧ : ସ୍ମାର୍ଟସିଟି ଭୁବନେଶ୍ୱରର ଜଣାଶୁଣା ଆଇ ଓ୍ବେରିଂ ବ୍ରାଣ୍ଡ୍ କୁବେର ଅପ୍ଟିକାଲର ନୂତନ ୟୁନିଟ ତଥା ଏକ୍ସକ୍ଲୁସିଭ ଆଉଟଲେଟ ‘ ନ୍ୟୁ ଅପ୍ଟିଲା ଆଣ୍ଡ ଆଇ କ୍ଲିନିକ’ ନିକଟରେ ୟୁନିଟ-୪ (ପୁରୀ ଗ୍ରାମ୍ୟ ବ୍ୟାଙ୍କ ଶାଖା ଭୌମନଗର) ଠାରେ ଉଦଘାଟିତ...
ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭%
ଭୁବନେଶ୍ୱର,୧୪।୧୧ (ଅଭୟ ଦାଶ): ଗତ କିଛି ମାସ ହେଲା/ହେବ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଘଟୁଛି। ଏପରିକି କ୍ରମାଗତ ୪ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଦେଖିବାକୁ ମିଳିଛି, ବିଶେଷ କରି ଘରୋଇ ବଜାରରେ ଖାଦ୍ୟ ସାମଗ୍ରୀର ଦର ହ୍ରାସ...
ଛଟେଇ କରିବ ଟାଟା ଷ୍ଟିଲ୍, ଏତିକି କର୍ମଚାରୀ ହରାଇ ପାରନ୍ତି ନିଯୁକ୍ତି
ନୂଆଦିଲ୍ଲୀ, ୧୩ା୧୧: ଟାଟା ସମୂହର ଷ୍ଟିଲ କମ୍ପାନୀ ଟାଟା ଷ୍ଟିଲ ନେଦରଲ୍ୟାଣ୍ଡ୍ସରେ ଥିବା ଏହାର ପ୍ଲାଣ୍ଟରୁ ୮୦୦ କର୍ମଚାରୀ ଛଟେଇ କରିବାକୁ ଯାଉଛି। ଆମଷ୍ଟରଡାମଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ପ୍ରାୟ ୯୨୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି।...
ପାର୍ବଣ ଋତୁରେ ମହଙ୍ଗା ମାଡ଼ରୁ ମିଳିଲା ଆଶ୍ବସ୍ତି, ଅକ୍ଟୋବରରେ ୪ ମାସ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ପିତି
ନୂଆଦିଲ୍ଲୀ,୧୩ା୧୧: ଅକ୍ଟୋବର ୨୦୨୩ ରେ ଚାରି ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଖୁଚୁରା ମୁଦ୍ରାସ୍ଫୀତି। ଜୁଲାଇ ୨୦୨୩ ପରେ କ୍ରମାଗତ ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ହେତୁ ଅକ୍ଟୋବର ୨୦୨୩...
ଦୀପାବଳିରେ ୩.୭୫ ଲକ୍ଷ କୋଟି ଟଙ୍କାର କାରବାର କଲେ ବ୍ୟବସାୟୀ, ଚାଇନାକୁ ୧ ଲକ୍ଷ କୋଟି କ୍ଷତି
ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷର ଦୀପାବଳି ଋତୁ ବଜାରରେ ୩.୭୫ ଲକ୍ଷ କୋଟିରୁ ଅଧିକ ଟଙ୍କାର କାରବାର ଅନେକ ପୂର୍ବ ରେକର୍ଡ ଭାଙ୍ଗିଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଏହି ସୂଚନା...
ଦୀପାବଳିରେ ଗୁଗଲ ଦେଲା ବଡ଼ ଝଟକା, ଏହି ଆକାଉଣ୍ଟକୁ ବନ୍ଦ କରିବାକୁ ଯାଉଛି କମ୍ପାନୀ
ନୂଆଦିଲ୍ଲୀ,୧୩।୧୧: ଦୀପାବଳିରେ ଲକ୍ଷ ଲକ୍ଷ ଜିମେଲ ବ୍ୟବହାରକାରୀଙ୍କୁ ଗୁଗଲ ଏକ ବଡ଼ ଝଟକା ଦେଇଛି। ବାସ୍ତବରେ, କମ୍ପାନୀ ଲକ୍ଷ ଲକ୍ଷ ନିଷ୍କ୍ରିୟ ଜିମେଲ ଆକାଉଣ୍ଟ ବନ୍ଦ କରିବାକୁ ଯାଉଛି, ଏହି ପ୍ରକ୍ରିୟା ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ, ଯେଉଁଥିରେ ଦୀର୍ଘ...
ଖୁସି ଖବର: ପିଏଫ ଆକାଉଣ୍ଟକୁ ଆସିଲା ଟଙ୍କା, କିପରି କରିବେ ବାଲାନ୍ସ ଯାଞ୍ଚ୍ ଜାଣନ୍ତୁ…
ନୂଆଦିଲ୍ଲୀ,୧୩।୧୧: ଇପିଏଫଓ ହିତାଧିକାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ପକ୍ଷରୁ ଏହାର ହିତାଧିକାରୀଙ୍କ ପାଇଁ ୨୦୨୨-୨୩ ପାଇଁ ସୁଧ ହାର ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଛି। ଇପିଏଫଓ ଆକାଉଣ୍ଟରେ ସୁଧ ହାର ହେଉଛି ୮.୨ ପ୍ରତିଶତ।...
ଚାକିରି ଛାଡ଼ି ଘର ବିକିଥିଲେ, ଏବେ ଲୋକେ କହୁଛନ୍ତି ‘ସମୋସା କିଙ୍ଗ’; ବର୍ଷକୁ କରୁଛନ୍ତି ୪୫ କୋଟି ରୋଜଗାର…
ଚାକିରି ଛାଡ଼ି ବ୍ୟବସାୟ କରିବା ସହଜ ନୁହେଁ। ପ୍ରାୟତଃ ଲୋକଙ୍କୁ ଏଥିରେ ସଫଳ ହେବା ଲାଗି ଅନେକ କଷ୍ଟକର ସ୍ଥିତି ଦେଇ ଗତି କରିବାକୁ ପଡେ। ଠିକ୍ ସେମିତି କିଛି ବେଙ୍ଗାଲୁରୁର ଦମ୍ପତି ନିଧି ଏବଂ ଶିଖର ବୀର ସିଂହଙ୍କ...
Ultraviolette F୯୯: ଭାରତର ପ୍ରଥମ ଇଲେକ୍ଟ୍ରିକ୍ ରେସିଂ ବାଇକ୍; ୨୬୫ କିମି ପ୍ରତିଘଣ୍ଟା ବେଗରେ…
ନୂଆଦିଲ୍ଲୀ,୧୨।୧୧: ଭାରତରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ବିଷୟରେ କଥା ହେଲେ ପ୍ରାୟତଃ ଇଲେକ୍ଟ୍ରିକ ସ୍କୁଟର ଦେଖିବାକୁ ମିଳେ। ଇଭି କମ୍ପାନୀଗୁଡିକ ମଧ୍ୟ ଏହାର ବାଇକ୍ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଇ-ସ୍କୁଟର ତୁଳନାରେ ତାହା କମ।...
୨୦୨୭ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ଅର୍ଥନୀତି…
ମୁମ୍ବାଇ,୧୨।୧୧ : ଆସନ୍ତା ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ। ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ଏବଂ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ରିପୋର୍ଟରେ ଭାରତର ଅର୍ଥନୀତିକୁ ଅଗ୍ରଗତି ଜାରି ରଖିଥିବା ବ୍ୟବସ୍ଥା ଭାବେ ଦର୍ଶାଯାଇଛି। ଏହି ରିପୋର୍ଟରେ...
ଦୀପାବଳିରେ ୩.୫ ଲକ୍ଷ କୋଟିର ବ୍ୟବସାୟ ଅନୁମାନ
ନୂଆଦିଲ୍ଲୀ,୧୨।୧୧: ସାରା ଦେଶରେ ଦୀପାବଳିରେ ଭଲ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି। କୁହାଯାଉଛି ଯେ କେବଳ ଦିଲ୍ଲୀରେ ୧୦୦୦ କୋଟି ଟଙ୍କା ମୂଲ୍ୟର ପ୍ରସାଧନ ସାମଗ୍ରୀ ବିକ୍ରି ହୋଇଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ଅନୁଯାୟୀ,...
Archives


