ପବନରେ ଚାର୍ଜ ହେବ ମୋବାଇଲ୍‌: ଏହି କମ୍ପାନୀ ଆଣୁଛି ଅଜବ ଟେକ୍ନୋଲୋଜି

ଆମେରିକାରେ ଚାଲିଥିବା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଇଭେଣ୍ଟ ତଥା CES 2024ରେ ବିଶ୍ୱର ବିଭିନ୍ନ ସ୍ଥାନରୁ କମ୍ପାନୀଗୁଡିକ ସେମାନଙ୍କର ନୂତନ ଟେକ୍ନୋଲୋଜି ଉପସ୍ଥାପନ କରୁଛନ୍ତି। ଏହି କ୍ରମରେ ସ୍ମାର୍ଟଫୋନ କମ୍ପାନୀ ଇନଫିନିକ୍ସ CES 2024ରେ ଏକ ନୂତନ ଟେକ୍ନୋଲୋଜି ଆଣିଛି, ଯାହାର ନାମ ଏୟାର ଚାର୍ଜ ଟେକ୍ନୋଲୋଜି। ଏହାର ସାହାଯ୍ୟରେ ୟୁଜର୍ସମାନେ ୭.୫W ପର୍ଯ୍ୟନ୍ତ ସେମାନଙ୍କର ଡିଭାଇସ ଚାର୍ଜ କରିବାକୁ ସକ୍ଷମ ହେବେ। ଏୟାର ଚାର୍ଜ ଟେକ୍ନୋଲୋଜି ମଲ୍ଟି-କଏନ୍‌ ଚୁମ୍ବକୀୟ ରିଜୋନାନ୍ସ ଏବଂ କମ୍ପାନୀର ଆଲଗୋରିଦମ ଉପରେ ନିର୍ଭର କରେ, ଯାହା ୨୦ ସେଣ୍ଟିମିଟର ଏବଂ ୬୦ ଡିଗ୍ରୀ ଆଙ୍ଗେଲ୍‌୍‌ ପର୍ଯ୍ୟନ୍ତ ଓ୍ବାୟରଲେସ୍‌ ଚାଜର୍ିଂର ଅନୁମତି ଦେଇଥାଏ। ଏୟାର ଚାର୍ଜ ଟେକ୍ନୋଲୋଜିରେ ପ୍ରୋଟେକ୍ଟିଭ ସର୍କିଟ ସାମିଲ ଅଛି ଏବଂ ୬.୭୮ MHz ରୁ କମ ଫ୍ରିକ୍ୱେନ୍ସି ବ୍ୟବହାର କରେ। ଇନଫିନିକ୍ସର ଏହି ଏୟାରଚାର୍ଜ ଟେକ୍ନୋଲୋଜିର ସାହାଯ୍ୟରେ ୟୁଜର୍ସମାନେ ଖେଳ ସିଜିନରେ କିମ୍ବା ଭିଡିଓ ଦେଖିବା ସମୟରେ ସହଜରେ ନିଜ ଫୋନ ଚାର୍ଜ କରିପାରିବେ। ସେମାନଙ୍କୁ ଚାର୍ଜ କରିବା ପାଇଁ ଚାର୍ଜିଂ ତାର ସ୍ଥାପନ କରିବାର କୌଣସି ଆବଶ୍ୟକତା ନାହିଁ।
ସ୍ମାର୍ଟଫୋନ କମ୍ପାନୀ ଇନଫିନିକ୍ସ ଆଉ ଏକ ନୂତନ ଇ-କଲର ଶିଫ୍ଟ ଟେକ୍ନୋଲୋଜି ଆଣିଛି। ଇନଫିନିକ୍ସର ଏହି ଇ-କଲର ଶିଫ୍ଟ ଟେକ୍ନୋଲୋଜି ହେତୁ ସ୍ମାର୍ଟଫୋନର ପଛ ଭାଗରେ ରଙ୍ଗ ବଦଳିବାରେ ଲାଗେ। କମ୍ପାନୀ ଦାବି କରିଛି ଯେ, ଏହି ପ୍ରକ୍ରିୟାରେ ଫୋନର ବ୍ୟାଟେରୀ ଆଦୌ ଖର୍ଚ୍ଚ ହୁଏ ନାହିଁ।
ଇନଫିନିକ୍ସ ଏହି ନୂତନ ଫିଚରକୁ ବିକଶିତ କରିଛି, ଯାହା ଦ୍ୱାରା ୟୁଜର୍ସମାନେ ନିଜ ଇଚ୍ଛାନୁସାରେ ସ୍ମାର୍ଟଫୋନର ପଛକୁ କଷ୍ଟମାଇଜ କରିପାରିବେ। ଏହି ଟେକ୍ନୋଲୋଜିର ସାହାଯ୍ୟରେ ୟୁଜର୍ସମାନେ ନିଜ ଫୋନ ପଛ ପଟରେ ସମୟ, ମୁଡ୍‌ ଏବଂ ଅନ୍ୟାନ୍ୟ ଫିଚରଗୁଡିକୁ ମ୍ୟାଟ୍ରିକ୍ସ ଆରେଞ୍ଜମେଣ୍ଟରେ ପ୍ରଦର୍ଶିତ କରିପାରିବେ। କମ୍ପାନୀ ଦାବି କରିଛି ଯେ ଏହି ଫିଚର ସାହାଯ୍ୟରେ ୟୁଜର୍ସମାନେ ବ୍ୟାଟେରୀ ବ୍ୟବହାର ନ କରି ନିଜ ଫୋନର ପଛ ପ୍ୟାନେଲକୁ କଷ୍ଟମାଇଜ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri