ବାଣିଜ୍ୟ

ବେଦାନ୍ତ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ

ଭୁବନେଶ୍ୱର,୨୨।୩: (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଛତିଶଗଡ଼ ଏବଂ ଓଡ଼ିଶା ୟୁନିଟ୍‌ଗୁଡ଼ିକରେ ମଧ୍ୟ ବିଶ୍ୱ ବନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଛତିଶଗଡ଼ର କୋର୍ବା ଜିଲାରେ ଅବସ୍ଥିତ…

‘ଗତାନୁଗତିକ ପନ୍ଥା ନ ଆପଣେଇ ନିଜେ ସୃଜନଶୀଳ ହେବା’

ବ୍ରହ୍ମପୁରସ୍ଥିତ ନିଷ୍ଟ ବିଶ୍ୱବିଦ୍ୟାଳୟ ଦେଶର ଅଗ୍ରଣୀ ଅନୁଷ୍ଠାନ ମଧ୍ୟରୁ ଗୋଟିଏ। ନିଷ୍ଟ ବିଶ୍ୱବିଦ୍ୟାଳୟ ପରିଚାଳନା କରୁଥିବା ଏସ୍‌ଏମ୍‌ ଚାରିଟେବଲ ଟ୍ରଷ୍ଟର ପ୍ରତିଷ୍ଠାତା ଡ. ସୁକାନ୍ତ କିଶୋର ମହାପାତ୍ର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସୁପରିଚିତ। ସେ ଏନ୍‌ଆଇଟି ରାଉରକେଲାରୁ ଇଞ୍ଜିନିୟରିଂ ସାରିବା…

IPLରେ କେଉଁଠୁ ଆସେ ଏତେ ଟଙ୍କା? କିଭଳି ମାଲାମାଲ ହୁଏ ବିସିସିଆଇ-ଫ୍ରାଞ୍ଚାଇଜ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୩: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍‌ ଆଇପିଏଲ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟ ଚକାଚକ୍‌ ରଙ୍ଗ, ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ ପିକନିକ୍‌…

ଏଲ୍‌ଜିର ନୂତନ ଉତ୍ପାଦ ‘ଏଲ୍‌ଜି ମୁଡ୍‌ ଅଫ୍‌ ଟିମ୍‌’ ଉନ୍ମୋଚିତ

ଭୁବନେଶ୍ୱର,୨୧।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ କଞ୍ଜୁମର ଡୁରାବେଲ ବ୍ରାଣ୍ଡ୍‌ ‘ଏଲ୍‌ଜି ଇଲେକ୍ଟ୍ରୋନିକ୍ସ’ର ନୂତନ ଉତ୍ପାଦ ଏଲ୍‌ଜି ମୁଡ୍‌ ଅଫ୍‌ ଟିମ୍‌ ରେଫ୍ରିଜରେଟରର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଲାକ୍‌ମୀ ଫ୍ୟାଶନ ଉଇକ୍‌ ଅବସରରେ ବ୍ରାଣ୍ଡ୍‌ର ଉକ୍ତ…

ଚଳିତ ବର୍ଷର ଶିକ୍ଷା ବୃତ୍ତି ଘୋଷଣା କଲା ଆକାଶ, ପୂରଣ କରିବ ଆଶାୟୀଙ୍କ ସ୍ବପ୍ନ

ବ୍ରହ୍ମପୁର,୨୧ା୩(ସ୍ମୃତି ରଞ୍ଜନ ମହାଲିକ): ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟସ୍ତରରେ ଅଗ୍ରଣୀ ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ଆସନ୍ତା ଏପ୍ରିଲ ମାସରେ ନୂଆ ସେସନ ଆରମ୍ଭ ହେବା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଡାକ୍ତର ଓ ଇଞ୍ଜିନିୟର ହେବା ନିମନ୍ତେ ସେମାନଙ୍କ…

ଟାଟା ଷ୍ଟିଲ୍‌କୁ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୨୧।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅନ୍ୟତମ ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ସହ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଆଇଟିସି ସଷ୍ଟେନେବିଲିଟି…

ରବିବାର ହୋଇଥିଲେ ବି ୩୧ରେ ଖୋଲାରହିବ ବ୍ୟାଙ୍କ

ଭୁବନେଶ୍ୱର,୨୧।୩ (ଅନୁରାଧା ମହାରଣା): ମାର୍ଚ୍ଚ ୩୧ ରବିବାର ହୋଇଥିଲେ ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିଷ୍ପତ୍ତି ନେଇଛି। ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ…

୨୦୩୦ ସୁଦ୍ଧା ୧୦ଲକ୍ଷ ଇଭି ବିକ୍ରି ଲକ୍ଷ୍ୟ

ନୂଆଦିଲ୍ଲୀ,୨୧।୩ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ‘ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌’ ଏବଂ ଅନ୍ତଃ ରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ‘ଏମ୍‌ଜି ମୋଟର୍ସ ଇଣ୍ଡିଆ’ର ମିଳିତ ସହଯୋଗ (ଜଏଣ୍ଟ ଭେଞ୍ଚର ବା ଜେଭି)ରେ ଏକ ସର୍ବବୃହତ୍‌ ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେଇକିଲ ବା…

ମାର୍ଚ୍ଚ ୩୧ ରେ ଖୋଲା ରହିବ ସମସ୍ତ ବ୍ୟାଙ୍କ: ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର,୨୦।୩: ମାର୍ଚ୍ଚ ୩୧ ତାରିଖରେ ଭାରତର ବ୍ୟାଙ୍କଗୁଡିକର ସମସ୍ତ ଶାଖା ଖୋଲା ରଖିବାକୁ ଅନୁରୋଧ କରିଛନ୍ତି ଭାରତ ସରକାର। ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ବିଭିନ୍ନ ସରକାରୀ କାରବାର ସମ୍ପୂର୍ଣ୍ଣ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ରିଜର୍ଭ ବ୍ୟାଙ୍କ…

ଭୋଟର ଆଇଡି କାର୍ଡ ପାଇଁ ଅନ୍‌ଲାଇନ୍‌ରେ କିଭଳି କରିବେ ଆବେଦନ, ଜାଣନ୍ତୁ ଉପାୟ…

ନୂଆଦିଲ୍ଲୀ,୨୦।୩: ଭୋଟ ଦେବା ସମସ୍ତ ଭାରତୀୟ ନାଗରିକଙ୍କ ଅଧିକାର। ୧୮ ବର୍ଷ ନଚେତ ତା’ଠାରୁ ଅଧିକ ବୟସର ନାଗରିକ ଦେଶରେ ଭୋଟ୍‌ ଦେବାର ଅଧିକାର ରହିଛି। ତେବେ ଭୋଟ ଦେବା ଲାଗି ଭୋଟର ଆଇଡି କାର୍ଡର ଆବଶ୍ୟକତା ପଡ଼ିଥାଏ। ଦେଶରେ ସାଧାରଣ…

ଭାଜପା ଠାରୁ ଅଧିକ ଖର୍ଚ୍ଚ କରିଛି କଂଗ୍ରେସ, ଆସନ ପିଛା ୧୨କୋଟି!

ନୂଆଦିଲ୍ଲୀ,୨୦।୩: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ସବୁ ଦଳ ଅଣ୍ଟା କସିଲେଣି। ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନରେ ପାଖାପାଖି ସାଢେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏବେ ସବୁ ବଦଳି ଯାଇଛି । ଏବେ ସାଧାରଣ ନିର୍ବାଚନରେ…

ଏକଦା ପଞ୍ଚମ ଶ୍ରେଣୀରେ ହୋଇଥିଲେ ଫେଲ୍‌; ଏବେ ଛିଡ଼ା କରିଛନ୍ତି ୧.୪୦ ଲକ୍ଷ କୋଟିର କମ୍ପାନୀ ‘ଜୋମାଟୋ’

ଭାରତରେ ‘ଜୋମାଟୋ’ର ଚିନ୍ତାଧାରା ନୂଆ ଥିଲା, ଏଥିଯୋଗୁ କମ୍ପାନୀକୁ ଲାଭ ମିଳିଥିଲା। ଏହାର ପ୍ରତିଷ୍ଠାତା ଥିଲେ ଦୀପିନ୍ଦର ଗୋଏଲ ଏବଂ ପଙ୍କଜ ଚଢ୍ଢା । ୨୦୧୮ରେ ପଙ୍କଜ ‘ଜୋମାଟୋ’ରୁ ଅଲଗା ହୋଇଥିଲେ। ଏଣୁ ଦୀପିନ୍ଦର ଏବେ କମ୍ପାନୀର ସିଇଓ ଅଛନ୍ତି। ଦୀପିନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?