Budget 2024: ବଜେଟ୍ ଅଭିଭାଷଣରେ ଚେସ୍ ଗ୍ରାଣ୍ଡ ମାଷ୍ଟର ପ୍ରଜ୍ଞାନାନନ୍ଦଙ୍କୁ ପ୍ରଶଂସା କଲେ ଅର୍ଥମନ୍ତ୍ରୀ ସୀତାରମଣ
ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ କ୍ରମାଗତ ଷଷ୍ଠ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଏହା ଅନ୍ତରୀଣ…
Budget 2024: ୩କୋଟି ମହିଳା ପାଇବେ ‘ଲକ୍ଷପତି ଦିଦି’ ମାନ୍ୟତା
ନୂଆଦିଲ୍ଲୀ,୧।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ ୩ କୋଟି ମହିଳା ସରକାରଙ୍କ ‘ଲକ୍ଷପତି ଦିଦି ଯୋଜନା’ର ଲାଭ ପାଇବେ। ଏଥିପାଇଁ ସରକାର ବଜେଟରେ ଆବଣ୍ଟନ ମଧ୍ୟ ବୃଦ୍ଧି କରିବେ। ଆସନ୍ତୁ ଜାଣିବା ଏହି…
Interim Budget 2024: ଆଶାକର୍ମୀ-ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ଖୁସି ଖବର, ଅର୍ଥମନ୍ତ୍ରୀ କଲେ ବଡ ଘୋଷଣା
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୃଷକ, ମହିଳାଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଏଥିସହ ବଜେଟରେ ଆଶାକର୍ମୀଙ୍କ, ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି।…
ଜାଣନ୍ତୁ ଏଥର ବଜେଟ୍ରେ ଯୁବକ, ମହିଳା, କୃଷକଙ୍କ ପାଇଁ କଣ ରହିଛି
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସକାଳ ୧୧ଟାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ସରକାରଙ୍କ ସଫଳତାକୁ ଅର୍ଥମନ୍ତ୍ରୀ ବଜେଟରେ ଗଣନା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଯୁବକ, କୃଷକ ଏବଂ ମହିଳା ଏବଂ ସାଧାରଣ ଜନତାଙ୍କ ପାଇଁ ନିରନ୍ତର କାର୍ଯ୍ୟ…
ଆର୍ଥିକ ନିଅଣ୍ଟ ୫.୧ ପ୍ରତିଶତ ହେବା ଆକଳନ…
ନୂଆଦିଲ୍ଲୀ,୧।୨ : ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ନାହିଁ। ଗତ ୧୦ ବର୍ଷ ମଧ୍ୟରେ ଆୟକର ସଂଗ୍ରହ ତିନି ଗୁଣା ବୃଦ୍ଧି ପାଇଛି।…
ଆୟକରରେ ହେବନାହିଁ କୌଣସି ପରିବର୍ତ୍ତନ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୧।୨: କ୍ରମାଗତ ଷଷ୍ଠ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆୟକର ହାରରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଘୋଷଣା କରିଛନ୍ତି। ଆମଦାନି କର ସମେତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ପାଇଁ ସମାନ ଟିକସ ହାର…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଲାକ୍ଷାଦ୍ଵୀପରେ ହେବ ବିପୁଳ ନିବେଶ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୧।୨: ଦେଶର ପର୍ଯ୍ୟଟନ କ୍ଷେତ୍ରରେ ସରକାର ଯଥେଷ୍ଟ ବିନିଯୋଗ କରିବେ ବୋଲି ଗୁରୁବାର ଅନ୍ତରୀଣ ବଜେଟ୍ ୨୦୨୪ ଭାଷଣରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ପର୍ଯ୍ୟଟନ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର କେନ୍ଦ୍ରଶାସିତ ଅଞ୍ଚଳ…
Budget 2024: ପ୍ରତିମାସରେ ମିଳିବ ୩୦୦ୟୁନିଟ ମାଗଣା ବିଜୁଳି
ନୂଆଦିଲ୍ଲୀ.୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ୨୦୨୪ ଉପସ୍ଥାପନ କରୁଛନ୍ତି। ଏଥିରେ ସେ ନିର୍ବାଚନ ପୂର୍ବରୁ ଥିବା କିଛି ମାସ ପାଇଁ ଆୟବ୍ୟୟର ଅଟକଳ ଘୋଷଣା କରୁଛନ୍ତି। ଏହି କାମଚଳା ବଜେଟ୍ ଉପସ୍ଥାପନବେଳେ ନିର୍ମଳା କହିଛନ୍ତି, ସର୍ଭାଇକାଲ କ୍ୟାନସର…
ହେକ୍ଟର ପିଛା ମାଛ ଉତ୍ପାଦନ ତିନିରୁ ପାଞ୍ଚ ଟନ ବୃଦ୍ଧି ପାଇବ, ସୃଷ୍ଟି ହେବ ୫୫ ଲକ୍ଷ ନିଯୁକ୍ତି ସୁଯୋଗ…
ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି’ମତ୍ସ୍ୟ ସମ୍ପଦକୁ ମଧ୍ୟ ମଜବୁତ କରାଯାଉଛି। ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଦ୍ୱିଗୁଣିତ ହେବ । ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ହେକ୍ଟର ପିଛା…
୩୮ ଲକ୍ଷ କୃଷକ ପିଏମ କିଷାନ ସମ୍ପଦ ଯୋଜନାର ପାଇଛନ୍ତି ଲାଭ, ଅମଳ ପରବର୍ତ୍ତୀ କ୍ଷତିକୁ ରୋକିବା ପାଇଁ ଯୋଜନା…
ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି’ ୩୮ ଲକ୍ଷ କୃଷକ ପିଏମ କିଷାନ ସମ୍ପଦ ଯୋଜନା ଦ୍ୱାରା ଲାଭ ପାଇଛନ୍ତି । ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି…
Budget 2024 Live: ୧୦ ବର୍ଷରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଛନ୍ତି
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ବଜେଟ ଉପସ୍ଥାପନ କରୁଛନ୍ତି। ଏହି ଅବସରରେ ସେ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି। ୧୦ ବର୍ଷରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି।…
ଆସନ୍ତା ପାଞ୍ଚ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ ୨ କୋଟି ଘର: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୧।୨: ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ଶେଷ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ କହିଛନ୍ତି ଯେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ବିକାଶର ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛି। ଯାହା ସର୍ବଦଳୀୟ,…
Archives


