ବାଣିଜ୍ୟ

ଗୁଣାତ୍ମକ ଉତ୍ପାଦକୁ ବୈଦ୍ୟନାଥର ଗୁରୁତ୍ୱ

ଭୁବନେଶ୍ୱର,୧୩।୪: ବର୍ତ୍ତମାନର ଚଳଚଞ୍ଚଳ ସମୟ ମଧ୍ୟରେ ଆମେ ଉଭୟ ଆମର ସ୍ବାସ୍ଥ୍ୟ ଓ ସମୟସୀମାକୁ ଠିକ୍‌ ଭାବେ ପରିଚାଳନା କରିପାରୁ ନ ଥିବାବେଳେ କମ୍‌ ବୟସରେ ଭିନ୍ନ ଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଏପରିକି ରୋଗୀ ରୋଗରୁ ନିରାକରଣ ପାଇଁ…

ସୁନା ଦର ଛୁଇଁଲା ୭୪ ହଜାର

ଭୁବନେଶ୍ୱର,୧୨।୪: ବଢିଚାଲିଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମକୁ ୬୭ ହଜାର ୨୦୦ ଟଙ୍କା ରହିଛି। ଗୁରୁବାର…

ଇନ୍‌ଭେସ୍‌କୋ ସହ ଆଇଆଇଏଚ୍‌ଏଲ୍‌ର ସହ ଭାଗିତା

ଭୁବନେଶ୍ୱର,୧୨।୪: ଇଣ୍ଡସ୍‌ଇଣ୍ଡ୍‌ ଇଣ୍ଟରନ୍ୟାଶନାଲ ହୋଲ୍‌ଡିଂସ୍‌ ଲିମିଟେଡ୍‌ (ଆଇଆଇଏଚ୍‌ଏଲ୍‌) ଏବଂ ଇନ୍‌ଭେସ୍‌କୋ ଲିମିଟେଡ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ସ୍ଥାପନକୁ ନେଇ ନିକଟରେ ସହଭାଗିତା ସ୍ଥାପନ ହୋଇଛି। ଏପରିକି ଇନ୍‌ଭେସ୍‌କୋ ଆସେଟ୍‌ ମ୍ୟାନେଜମେଣ୍ଟ ଇଣ୍ଡିଆ ଲିମିଟେଡ୍‌ (ଆଇଏଏମ୍‌ଆଇଏଲ୍‌)ର ୬୦% ଅଂଶଧନକୁ ଆଇଆଇଏଚ୍‌ଏଲ୍‌ ଅଧିଗ୍ରହଣ…

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦ର ଅନାବରଣ

ଭୁବନେଶ୍ୱର,୧୨।୪(ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦ରେ ଅନେକ ବୈଶିଷ୍ଟ୍ୟ ସାଙ୍ଗକୁ ଆଧୁନିକ ଫିଚର…

ବଜାରରେ ପାନାସୋନିକ୍‌ର ନୂତନ ଏସି ରେଞ୍ଜ

ଭୁବନେଶ୍ୱର,୧୨।୪: ଦେଶର ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ ତଥା ବିବିଧ ଟେକ୍ନୋଲୋଜି କମ୍ପାନୀ ପାନାସୋନିକ୍‌ ଲାଇଫ୍‌ ସଲ୍ୟୁସନ୍ସ ଇଣ୍ଡିଆ (ପିଏଲ୍‌ଏସ୍‌ଆଇଏନ୍‌ଡି)ର ନୂତନ ଏୟାର କଣ୍ଡିସନର(ଏସି)ର ୨୦୨୪-ଲାଇନ ଅପର ଉନ୍ମୋଚନ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର…

ଏକ୍ସସାଇଡ୍‌ ସହ ହ୍ୟୁଣ୍ଡାଇର ବୁଝାମଣା

ଭୁବନେଶ୍ୱର,୧୨।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଆଇଏଲ୍‌) ଏବଂ ଏକ୍ସସାଇଡ୍‌ ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେହିକଲ ବା ଇଭି)ର କାରବାର ବୃଦ୍ଧି ପାଇଁ…

ବିଏକୁ ଓଡ଼ିଶାର ଶ୍ରେଷ୍ଠ ୫ଜି ନେଟ୍‌ୱର୍କ ପୁରସ୍କାର

ଭୁବନେଶ୍ୱର,୧୨।୪: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ (ବିଏ)କୁ ନିକଟରେ ଓଡ଼ିଶାର ଶ୍ରେଷ୍ଠ ୫ଜି ନେଟ୍‌ଓ୍ବର୍କ ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି। ଏପରିକି ନେଟ୍‌ୱର୍କ ଓ ଗ୍ରାହକଙ୍କ ପାଇଁ ସ୍ବାଧୀନ ବିଶ୍ୱସ୍ତରୀୟ ମାନକ ଓପନ୍‌ ସିଗ୍‌ନାଲ ପକ୍ଷରୁ ଓଡ଼ିଶା…

ରେଲଓ୍ବେ ଆଣିବ ‘ସୁପର ଆପ୍‌’, ଗୋଟିଏ ସ୍ଥାନରେ ମିଳିବ ସମସ୍ତ ସୁବିଧା

ଭୁବନେଶ୍ୱର,୧୨।୪(ଅନୁରାଧା ମହାରଣା): ଭାରତୀୟ ରେଳ ଦେଶର ଗୋଟିଏ କୋଣକୁ ଅନ୍ୟ କୋଣକୁ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗତ କିଛି ବର୍ଷ ମଧ୍ୟରେ ରେଳବାଇ ଟେକ୍ନୋଲୋଜି ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ଖୋଜି ପାଇଛି। ବର୍ତ୍ତମାନ ଭାରତୀୟ ରେଳପଥ…

ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଡାଉନ୍‌, ଖୋଲୁନାହିଁ ଆକାଉଣ୍ଟ

ନୂଆଦିଲ୍ଲୀ,୧୧।୪: ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର) ଡାଉନ୍‌ ହୋଇଛି। ଗୁରୁବାର ସକାଳ ୧୦.୪୧ରେ ପ୍ଲାଟଫର୍ମ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା। ଫଳରେ ବ୍ୟବହାରକାରୀ ଟୁଇଟ୍‌ ପୋଷ୍ଟ କରିବା ଏବଂ ପେଜ୍‌ ଖୋଲିବାରେ ଅସମର୍ଥ ହୋଇଥିଲେ। ଏବେ ଡାଉନ୍‌…

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତଠାରୁ ବହୁ ପଛରେ ଆମେରିକା

ନୂଆଦିଲ୍ଲୀ,୧୧।୪: ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତ କ୍ରମାଗତ ଭାବରେ ନୂତନ ଉଚ୍ଚତାରେ ଛୁଇଁବାରେ ଲାଗିଛି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବୁଧବାର ଡିଜିଟାଲ ପେମେଣ୍ଟରେ ଭାରତର ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି ଯେ ଦେଶରେ ଏକ ମାସ ମଧ୍ୟରେ ୟୁନିଫାଏଡ୍…

ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ସହ କାବିଲର ବୁଝାମଣା

ନୂଆଦିଲ୍ଲୀ,୧୧।୪: ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ଅଗ୍ରଣୀ ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି) ବା ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଏବଂ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍‌ ବା କାବିଲ…

ସିୟୁରେ ଦିନିକିଆ ଜାତୀୟ କର୍ମଶାଳା

ନୂଆଦିଲ୍ଲୀ,୧୧।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସେଞ୍ଚୁରିଅନ ୟୁନିର୍ଭସିଟ୍‌ (ସିୟୁ)ର ଅଗ୍ରଣୀ ଅନୁଷ୍ଠାନ ସ୍କୁଲ ଅଫ୍‌ ପାରାମେଡିକ୍ସ ଆଣ୍ଡ ଆଲିଏଡ୍‌ ହେଲ୍‌ଥ ସାଇନ୍ସ ପକ୍ଷରୁ ଏକ ଦିନିକିଆ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ଓ୍ବାର୍ଲଡ ହେଲ୍‌ଥ ଡେ-୨୦୨୪ର ଥିମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri