ବାଣିଜ୍ୟ

କେୟାର ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର ,୧୪।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ ଚିକିତ୍ସା କ୍ଷେତ୍ରରେ ଆଉ ଏକ ନୂଆ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କରିଛି। ଏପରିକି କେୟାର ହସ୍ପିଟାଲ ଭୁବନେଶ୍ୱରରେ ଏକ ବିରଳ ଅସ୍ତ୍ରୋପ୍ରଚାର ସଫଳତା ସହ…

ଆଇଓବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର ,୧୪।୭ (ଅଭୟ ଦାଶ): ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ନୂତନ ଶାଖା (ନବରଙ୍ଗପୁର ଶାଖା) ନିକଟରେ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲାର ରାମମନ୍ଦିର ନିକଟସ୍ଥ ଚାମୁରିଆଗୁଣ୍ଡା ରୋଡ୍‌ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ବିଡିଓ ସୁନିଲ…

ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ଅଭିବୃଦ୍ଧି

ଭୁବନେଶ୍ୱର,୧୪।୭(ଅନୁରାଧା ମହାରଣା): ବ୍ୟକ୍ତିଗତ ଆୟକର ସଂଗ୍ରହ କର୍ପୋରେଟ ଟିକସ ସଂଗ୍ରହକୁ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ ୧ରୁ ଜୁଲାଇ ୧୧ ମଧ୍ୟରେ (୨୦୨୪-୨୫) ମଧ୍ୟରେ ସମୁଦାୟ ନିଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇ…

ଯଦି ଅମ୍ବାନୀ ପ୍ରତିଦିନ ୩କୋଟି ଟଙ୍କା ଖର୍ଚ୍ଚ କରନ୍ତି, ଏତିକି ଦିନରେ ଶେଷ ହୋଇଯିବ ତାଙ୍କର ପୁରା ସମ୍ପତ୍ତି

ନୂଆଦିଲ୍ଲୀ,୧୩।୭: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସବୁବେଳେ ଲାମଲାଇଟରେ ରହିଥା’ନ୍ତି। ସମ୍ପ୍ରତି, ଆଜିକାଲି ସେ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ବିଷୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ବିବାହ ଦେଶର ସବୁଠାରୁ ମହଙ୍ଗା…

ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ ମେଡ୍‌ଜେନୋମ୍‌

ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଡାଇଗ୍ନୋଷ୍ଟିକ ଲାବ୍‌ ଶୃଙ୍ଖଳା ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସର ଏକ ଅଂଶଧନକୁ ଗ୍ଲୋବାଲ ଜେନୋମିକ୍ସ-ଡ୍ରିଭେନ ଡାଇଗ୍ନୋଷ୍ଟିକ୍ସ ଆଣ୍ଡ ରିସର୍ଚ୍ଚ ସର୍ଭିସ୍‌ କମ୍ପାନୀ ‘ମେଡ୍‌ଜେନୋମ୍‌’ ନିକଟରେ ଅଧିଗ୍ରହଣ କରିଛି। ଏ ନେଇ ମଧ୍ୟ…

ଏସ୍‌ବିଆଇର ନୂତନ ଡିଜିଟାଲ ସେବା

ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଡିଜିଟାଲ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ମ୍ୟୁଚୁଆଲ ଫଣ୍ଡ ବଦଳରେ ଅନ୍‌ଲାଇନ ଋଣ ସୁବିଧାର ଶୁଭାରମ୍ଭ କରାଯାଇଛି। ଏସ୍‌ବିଆଇର ଇଣ୍ଟଟରନେଟ୍‌ ବ୍ୟାଙ୍କିଙ୍ଗ୍‌…

ଶେଷ ଦିନରେ ୧.୨ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ନୂଆଦିଲ୍ଲୀ,୧୩।୭ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟୁଛି। ଫଳରେ ଶେୟାର ବଜାରର ନିବେଶକ ଓ ପୁଞ୍ଜିବଜାର କାରବାରରେ ଅଭିବୃଦ୍ଧି ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର ଫଳାଫଳ ଅନୁଯାୟୀ ଉଭୟ ବମ୍ବେ ଷ୍ଟକ୍‌…

ଆଦାନୀ ୱିଲ୍‌ମାର୍‌ର ନୂତନ ଟିଭିସି

ନୂଆଦିଲ୍ଲୀ,୧୩।୭ (ଅଭୟ ଦାଶ): ଆଦାନୀ ୱିଲ୍‌ମାର୍‌ ଲିମିଟେଡ୍‌ ପକ୍ଷରୁ ନୂତନ ଟେଲିଭିଜନ କମର୍ସିଆଲ (ଟିଭିସି)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଓଡ଼ିଶାରେ ଆଧାର ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍‌ ପାଇଁ ନୂଆ ଟିଭି ବିଜ୍ଞାପନ ଉନ୍ମୋଚନ କରିଛି। ଏହି ବିଜ୍ଞାପନରେ…

ବଢିଲା ଶିଳ୍ପ ଉତ୍ପାଦନ

ଭୁବନେଶ୍ୱର,୧୩।୭(ଅନୁରାଧା ମହାରଣା): ଦେଶରେ ଶିଳ୍ପ ଉତ୍ପାଦନର ଗତି ବୃଦ୍ଧି ପାଇଛି। ମେ ୨୦୨୪ ପାଇଁ ଘୋଷିତ ତଥ୍ୟ ଅନୁଯାୟୀ, ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ ଇଣ୍ଡେକ୍ସ (ଆଇଆଇପି) ୫.୯ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଖଣି ଏବଂ ବିଦ୍ୟୁତ୍‌ କ୍ଷେତ୍ର ଉତ୍ପାଦନରେ ଉତ୍କୃଷ୍ଟ ଅଭିବୃଦ୍ଧି…

ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୮%

ଭୁବନେଶ୍ୱର,୧୩।୭(ଅନୁରାଧା ମହାରଣା): ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣି ଥରେ ୫ ପ୍ରତିଶତ ଅତିକ୍ରମ କରିଛି। ଜୁନ୍‌ ୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୦୮ ପ୍ରତିଶତ ହୋଇଛି ଯାହା ମେ ୨୦୨୪ ରେ ୪.୮୦ ପ୍ରତିଶତ…

Jio, Airtel ଏବଂ VI ର ସବୁଠୁ ଶସ୍ତା ପ୍ଳାନ୍; ଯେଉଁଥିରେ ଆକ୍ଟିଭ ରହିବ ସିମ

ମୁମ୍ବାଇ,୧୨।୭: ନିକଟରେ ଭାରତର ସମସ୍ତ ଟେଲିକମ କମ୍ପାନୀ ସେମାନଙ୍କର ରିଚାର୍ଜ ପ୍ଳାନ୍ ମୂଲ୍ୟ ବଢ଼ାଇଛନ୍ତି। ଚଳିତ ମାସ ଆରମ୍ଭରେ କମ୍ପାନୀ ଗୁଡ଼ିକ ନୂଆ ମୂଲ୍ୟ ଲାଗୁ କରିଛନ୍ତି। ପ୍ରାୟ ଅଢେଇ ବର୍ଷ ପରେ କମ୍ପାନୀଗୁଡ଼ିକ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛନ୍ତି। ଯାହା…

ଇନ୍‌ଫୋଜୋନ୍‌ର ଏକ୍ସକ୍ଲୁସିଭ ରିଟେଲ୍‌ ଶପ୍‌

ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଓଡ଼ିଶାର ସର୍ବବୃହତ୍‌ କମ୍ପ୍ୟୁଟର ଓ ଆସେସରିଜ୍‌ ଡିଷ୍ଟ୍ରିବ୍ୟୁଟର ‘ଇନ୍‌ଫୋଜୋନ୍‌’ର ପ୍ରଥମ ଏକ୍ସକ୍ଲୁସିଭ ରିଟେଲ୍‌ ଶପ୍‌ ଗୁରୁବାର ଭୁବନେଶ୍ୱର ଶହୀଦନଗରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?