ବାଣିଜ୍ୟ

ଇସ୍ତଫା ଦେଲେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସିଇଓ ସୁରିନ୍ଦର ଚାୱଲା

ନୂଆଦିଲ୍ଲୀ,୯।୩: ଷ୍ଟକ ଏକ୍ସଚେଞ୍ଜରେ କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଟିଏମ ପେମେଣ୍ଟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସୁରିନ୍ଦର ଚାୱଲା ଏପ୍ରିଲ ୮ ରେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଭଲ କ୍ୟାରିୟର ଆଶା ଅନୁସନ୍ଧାନ କରିବାକୁ ଚାୱଲା…

ପଣ୍ୟ ପରିବହନରେ ଏପିଏସ୍‌ଇଜେଡ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୯।୪: ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ସ୍ପେଶିଆଲ ଇକୋନମିକ୍‌ ଜୋନ ବା ଏପିଏସ୍‌ଇଜେଡ୍‌ ପଣ୍ୟ ପରିବହନରେ ଉଲ୍ଲେଖନୀୟ ସଫଳତା ହାସଲ ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ବିଶ୍ୱବ୍ୟାପୀ ୪୨୦…

ଷ୍ଟେଶନରେ ମିଳିବ ଅଟା, ଚାଉଳ

ଭୁବନେଶ୍ୱର,୯।୪(ଅନୁରାଧା ମହାରଣା): ଏଣିକି ଦେଶର ରେଳ ଷ୍ଟେଶନଗୁଡ଼ିକରେ ଅଟା ଏବଂ ଚାଉଳ ମିଳିବ। ଏକ ପାଇଲଟ ପ୍ରୋଜେକ୍ଟ ଅଧୀନରେ ଭାରତୀୟ ରେଳପଥ ଷ୍ଟେଶନରେ ଥିବା ଲୋକଙ୍କୁ ଅଟା ଏବଂ ଚାଉଳ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି। ଷ୍ଟେଶନରେ ଯାତ୍ରୀମାନଙ୍କୁ ଅଟା ଏବଂ…

ୟୁପିଆଇ ମାଧ୍ୟମରେ ଏଟିଏମ୍‌ରୁ ଉଠିବ ଟଙ୍କା

ଭୁବନେଶ୍ୱର,୯।୪(ଅନୁରାଧା ମହାରଣା): ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ୟୁପିଆଇ (ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ) ସମ୍ବନ୍ଧରେ ଏକ ବଡ଼ ଘୋଷଣା କରିଥିଲେ। ତାଙ୍କ କହିବାନୁସାରେ, ଖୁବ ଶୀଘ୍ର ୟୁପିଆଇ ବ୍ୟବହାରକାରୀମାନେ ନିଜ ଫୋନରେ ୟୁପି ଆପ…

ଦୀପକ ଏଇଏସ୍‌ଏଲ୍‌ର ନୂଆ ଏମ୍‌ଡି ତଥା ସିଇଓ

ନୂଆଦିଲ୍ଲୀ,୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ପରୀକ୍ଷା ପ୍ରସ୍ତୁତିକାରୀ ସଂସ୍ଥା (ଟେଷ୍ଟ ପ୍ରିପାରେଟୋରି ସର୍ଭିସେସ) ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ(ଏଇଏସ୍‌ଏଲ୍‌)ର ନୂଆ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦୀପକ ମେହରୋତ୍ରା…

ଘରୋଇ ବଜାରରେ ଇନ୍ଧନ ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୯।୪: ଘରୋଇ ବଜାରରେ କ୍ରମାଗତ ଭାବେ ଇନ୍ଧନ ଚାହିଦା ବୃଦ୍ଧି ଘଟିବା ସହ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରି କି ୨୦୨୩-୨୪ ଆର୍ଥିକବର୍ଷ ଶେଷ ସୁଦ୍ଧା ଘରୋଇ ବଜାରରେ ଇନ୍ଧନ ଚାହିଦା ୫% ବୃଦ୍ଧି ପାଇଥିଲାବେଳେ ବ୍ୟବହାରରେ ୦.୬% ବାର୍ଷିକ ଭିତ୍ତିରେ…

ରିୟୁଟୋ ଶିମିଜୁ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ

ଭୁବନେଶ୍ୱର,୮।୪:ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ନିର୍ଦ୍ଦେଶକ (ବିକ୍ରୟ ଓ ବିପଣନ/ମାର୍କେଟିଂ ଆଣ୍ଡ ସେଲ୍‌ସ) ଭାବେ ରିୟୁଟୋ ଶିମିଜୁ ନିକଟରେ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ୟୁଇଚି ମୁରାଟାଙ୍କ ସ୍ଥାନରେ ରିୟୁଟୋ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପରିକି…

ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର

ଭୁବନେଶ୍ୱର,୮।୪ (ଅଭୟ ଦାଶ):ସନ୍ଧ୍ୟା ହେଲେ ସହରବାସୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ରେ ଭିଡ଼ ଜମାଉଛନ୍ତି। କାରଣ ଗୋଟିଏ ପଟରେ ସାରା ଦେଶର ଭଳିକି ଭଳି ହ୍ୟାଣ୍ଡଲୁମ୍‌ ପୋଷାକ ସାଙ୍ଗକୁ ହାଣ୍ଡିକ୍ରାଫ୍ଟ ସାମଗ୍ରୀ ସୁଲଭ ମୂଲ୍ୟରେ ପାଉଥିତ୍ବାବେଳେ…

‘ନନ୍ଦଘର’ ଜରିଆରେ ଗୋଷ୍ଠୀ ସଶକ୍ତୀକରଣ

ଭୁବନେଶ୍ୱର,୭।୪: ବେଦାନ୍ତ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ଅନୀଲ ଅଗ୍ରୱାଲ ଫାଉଣ୍ଡେଶନର ଫ୍ଲାଗ୍‌ଶିପ ପ୍ରୋଗ୍ରାମ ବା ମହିଳା ଏବଂ ଶିଶୁ କଲ୍ୟାଣ ପ୍ରକଳ୍ପ ‘ନନ୍ଦଘର’ ଜରିଆରେ ଗୋଷ୍ଠୀ ସଶକ୍ତୀକରଣକୁ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ସ୍ବାସ୍ଥ୍ୟସେବା ଓ ଶିଶୁ ଯତ୍ନ କ୍ଷେତ୍ରରେ ନନ୍ଦଘରକୁ…

ମହଙ୍ଗା ହେଉଛି ଡ଼ାଲି

ଭୁବନେଶ୍ୱର,୭।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ପିଆଜ, ଆଳୁ, ଟମାଟୋ, ଖାଇବା ତେଲ ଆଦି ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହେଉଥିବାବେଳେ ଡାଲି ମୂଲ୍ୟ ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଡାଲି କଳାବଜାର ଏବଂ ବେଆଇନ ମହଜୁଦ ଆଶଙ୍କା…

୭୧ ହଜାର ଡେଇଁଲା ସୁନା ଦର 

ଭୁବନେଶ୍ୱର,୬।୪: ବଢ଼ିବାରେ ଲାଗିଛି ସୁନା ଦର। ଶନିବାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୬୫ ହଜାର…

ଇସ୍ତଫା ଦେଲେ ୱିପ୍ରୋ ସିଇଓ ଥିଏରି ଡେଲାପୋର୍ଟ, ଶ୍ରୀନିବାସ ପାଲିଆ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ,୬।୪: ୱିପ୍ରୋ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ କମ୍ପାନୀ ଷ୍ଟକ୍ ଏକ୍ସଚେଞ୍ଜରେ ଜଣାଇଛି। ଏଥିସହିତ ୱିପ୍ରୋ ଶ୍ରୀନିବାସ ପାଲିଆଙ୍କୁ କମାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରିଛି। ସେ ଥିଏରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri