ବାଣିଜ୍ୟ

ୟୁକୋ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ୟୁକୋ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଜୁନ୍‌ ଶେଷ ସୁଦ୍ଧା ହୋଇଥିବା ବ୍ୟାଙ୍କର ପ୍ରଥମ…

ଦିନିକିଆ ବାୟୋମେଡିକାଲ ଆଣ୍ଡ ରିସର୍ଚ୍ଚ ଓ୍ବାର୍କଶପ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବା ପିଆର୍‌ଏମ୍‌ଏମ୍‌ସିଏଚ୍‌ ବାରିପଦା ଏବଂ ଆଇସିଏମ୍‌ଆର୍‌୍‌-ଆର୍‌ଏମ୍‌ଆର୍‌ସି ଭୁବନେଶ୍ୱରର ମିଳିତ ସହଭାଗିତାରେ ଏକ ଦିନିକିଆ କର୍ମଶାଳା ‘ଜୈବ ଚିକତ୍ସା ଏବଂ ସ୍ବାସ୍ଥ୍ୟ ଗବେଷଣା’…

ଡ୍ରିମ୍‌ସରେ ଏଆଇଏମ୍‌ଏସ୍‌ର ରାଜ୍ୟ ସମ୍ମିଳନୀ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଆସୋସିଏଶନ୍‌ ଅଫ ଇଣ୍ଡିଆନ୍‌ ମ୍ୟାନେଜମେଣ୍ଟ ସ୍କୁଲ(ଏଆଇଏମ୍‌ଏସ୍‌)ର ଓଡ଼ିଶା ରାଜ୍ୟ ଶାଖାର ଏକ ଦିନିକିଆ ସମ୍ମିଳନୀ ଓ ଆଲୋଚନାଚକ୍ର ସୋମବାର କଟକର ଟାଙ୍ଗୀସ୍ଥିତ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।…

ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ୧୧୭ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ବିଓବି କଟକ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ମଧ୍ୟ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ…

ରୁକ୍‌ ନା ନେହି ହୈ’ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ନୂତନ ଅଭିଯାନ ‘ରୁକ୍‌ ନା ନେହି ହୈ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପ୍ୟାରିସ୍‌ ଅଲିମ୍ପିକ୍‌-୨୦୨୪ ଗେମ୍‌ ଆରମ୍ଭ ହେବା ପୂର୍ବରୁ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା…

ଏସ୍‌ବିଆଇର ସାଇବର ସଚେତନତା

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ଭୁବନେଶ୍ୱର ମଣ୍ଡଳରେ ଯୋଗ ଦେଇ ପ୍ରଶିକ୍ଷଣ ନେଉଥିବା ବିଭିନ୍ନ ରାଜ୍ୟର ୭୪ ଜଣ ବ୍ୟାଙ୍କ ପ୍ରୋବେସନାରୀ ଅଫିସର(ବ୍ୟାଙ୍କ ପିଓ)ଙ୍କୁ ନେଇ ଏକାମ୍ର ଐତିହ୍ୟ କ୍ଷେତ୍ରରେ…

ନିଯୁକ୍ତି ସୃଷ୍ଟିରେ ଏଆଇ ବାଧକ

ଭୁବନେଶ୍ୱର, ୨୩।୭(ଅନୁରାଧା ମହାରଣା): କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଏକ ବଡ଼ଧରଣର ରୋଜଗାର ସଙ୍କଟ ସୃଷ୍ଟି କରିବ ବୋଲି ସାରା ବିଶ୍ୱରେ ବିଭିନ୍ନ ସମୟରେ ଆଲୋଚନା ହେଉଛି। ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେରେ ମଧ୍ୟ ଏଆଇର ପ୍ରଭାବକୁ…

୨୦୩୦ ସୁଦ୍ଧା ବାର୍ଷିକ ୭୮.୫ ଲକ୍ଷ ନିଯୁକ୍ତି ସୃଷ୍ଟି ଆବଶ୍ୟକ

ଭୁବନେଶ୍ୱର, ୨୩।୭(ଅନୁରାଧା ମହାରଣା): ସଂସଦରେ ‘ଅର୍ଥନୈତିକ ସମୀକ୍ଷା ୨୦୨୩-୨୪’ ଉପସ୍ଥାପନ କରି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ଚତୁର୍ଥ ଶିଳ୍ପ ବିପ୍ଳବ ବିଶ୍ୱର ଶ୍ରମ ବଜାରକୁ ବ୍ୟାଘାତ ଏବଂ କ୍ରମାଗତ ଭାବରେ ପରିବର୍ତ୍ତନ କରୁଛି…

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୩।୭ (ଅଭୟ ଦାଶ): କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନ (କାର୍ଯ୍ୟ ଦିବସ)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ…

ବଜାରରେ କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ଅଗ୍ରଣୀ ହୋମ୍‌ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ତଥା କେଣ୍ଟ ହେଲ୍‌ଥ କେୟାର ପ୍ରଡକ୍ଟସର ନୂତନ ଉତ୍ପାଦ ‘କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ସହ ବଜାର ପ୍ରବେଶ ମଧ୍ୟ କରାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ…

ଆର୍ଥିକ ସର୍ଭେ ପୂର୍ବରୁ ଶେୟାର ବଜାର ଲାଲ୍; ଖସିଲା ସେନସେକ୍ସ, ନିଫ୍ଟି

ମୁମ୍ବାଇ,୨୨।୭: ଭାରତୀୟ ଶେୟାର ମାର୍କେଟରେ ସୋମବାର ଆରମ୍ଭରୁ ଧିମା ରହିଛି। ସପ୍ତାହର ପ୍ରଥମ ବାଣିଜ୍ୟ ଦିନ ଏବଂ ମୌସୁମୀ ଅଧିବେଶନ ଆରମ୍ଭ, ସେପଟେ କେନ୍ଦ୍ର ବଜେଟ ମଧ୍ୟ ଆସିବାକୁ ଯାଉଛି। ଏହି ଅବସରରେ ବ୍ୟାଙ୍କ ନିଫ୍ଟି ସମେତ ଆଇଟି ଏବଂ ଅଟୋ…

ସୋନି ବ୍ରାଭିଆ ୩ ଟିଭି ସିରିଜ

ଭୁବନେଶ୍ୱର, ୨୨ା୭ (ଅଭୟ ଦାଶ): ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରାଭିଆ ୩ ସିରିଜ୍‌ ଟିଭିକୁ ନିକଟରେ ଉନ୍ମୋଚନ କରାଯାଇଛି। ଏପରିକି ଏହି ସିରିଜ୍‌ରେ ଆକର୍ଷଣୀୟ ଡିଜାଇନ, ଅତୁଳନୀୟ ଛବିର ମାନ, ଉନ୍ନତ ସାଉଣ୍ଡ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?