ବାଣିଜ୍ୟ

UPIରୁ ନେଇ LPG,FD ଯାଏ…ଜୁନ ପହିଲାରୁ ବଦଳିଗଲା ଏହି ୧୦ ନିୟମ, ପକେଟ ହେବ କି ଖାଲି?

ନୂଆଦିଲ୍ଲୀ,୧।୬: ଜୁନ ମାସ ଆପଣଙ୍କ ବଜେଟ ପାଇଁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କାରଣ ଜୁନ ୧ ୨୦୨୫ ରୁ ଅନେକ ଆର୍ଥିକ ଏବଂ ଉପଭୋକ୍ତା-ସେବା ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏଥିରେ ବ୍ୟାଙ୍କ FD, କ୍ରେଡିଟ କାର୍ଡ, LPG…

ମାସ ଆରମ୍ଭରୁ ଶସ୍ତା ହେଲା ସୁନା, ଜାଣନ୍ତୁ ୧୦ଗ୍ରାମ୍‌ ପାଇଁ ଦେବାକୁ ପଡିବ କେତେ ଟଙ୍କା

ନୂଆଦିଲ୍ଲୀ,୧।୬: ମାସ ଆରମ୍ଭରୁ ଶସ୍ତା ହୋଇଛି ସୁନା। ବିଶ୍ୱ ସ୍ତରରେ ଉତ୍ତେଜନାର ବାତାବରଣ ମଧ୍ୟରେ, ଗତ ଗୋଟିଏ ସପ୍ତାହ ମଧ୍ୟରେ ସୁନା ମୂଲ୍ୟ ହ୍ରାସ ପାଇଛି। ଦେଶରେ ସୁନା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି। ସୋମବାର ଏବଂ ରବିବାର ମଧ୍ୟରେ, ସୁନାର…

କମିଲା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରରେ ଦେବାକୁ ପଡିବ କେତେ ଟଙ୍କା

ନୂଆଦିଲ୍ଲୀ,୧।୬: ଜୁନ ମାସର ପ୍ରଥମ ଦିନରେ ଦେଶର ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଖବର ମିଳିଛି। ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଯେତେବେଳେ କି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଲଗାତାର ତୃତୀୟ ମାସ ପାଇଁ…

RBI ରିପୋର୍ଟ: ୨୦୦, ୫୦୦ ନକଲି ନୋଟ ବୃଦ୍ଧି, ଅସଲି ନୋଟ ଚିହ୍ନିବା ପାଇଁ ଜାଣନ୍ତୁ ଏହି ୧୭ଟି କଥା

ମୁମ୍ବାଇ,୩୦।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ₹୨୦୦ ଏବଂ ₹୫୦୦ ମୂଲ୍ୟର ନକଲି ନୋଟ (ଫେକ ଇଣ୍ଡିଆନ କରେନ୍ସି ନୋଟ୍ସ – FICNs) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ₹୫୦୦…

ଆର୍ଥିକ ବର୍ଷ ୨୫ରେ ବ୍ୟାଙ୍କ ଠକେଇ ତିନି ଗୁଣା ବୃଦ୍ଧି ପାଇ ୩୬,୦୧୪ କୋଟି ଟଙ୍କା: RBI

ମୁମ୍ବାଇ,୨୯।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ବାର୍ଷିକ ରିପୋର୍ଟରେ ଜଣାଇଛି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ୧୯୪% ବୃଦ୍ଧି ପାଇ ପ୍ରାୟ ତିନି ଗୁଣ ହୋଇ ୩୬,୦୧୪ କୋଟି ଟଙ୍କାକୁ ପହଞ୍ଚିଛି। ଗତ ଆର୍ଥିକ ବର୍ଷ…

PF ଠାରୁ ମାଗଣା ଆଧାର ଅପଡେଟ୍ ପର୍ଯ୍ୟନ୍ତ: ଜୁନ୍ ୨୦୨୫ ରେ ହେବ ୫ ଟି ପ୍ରମୁଖ ଆର୍ଥିକ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯ା୫: ଜୁନ୍ ୧, ୨୦୨୫ ଠାରୁ, ସାରା ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବ, ଯାହା ସଞ୍ଚୟ, କ୍ରେଡିଟ୍ କାର୍ଡ ନିୟମ ଏବଂ ଭବିଷ୍ୟନିଧି ପାଣ୍ଠି (PF) ପ୍ରବେଶ ଭଳି ଦିଗଗୁଡ଼ିକୁ ପ୍ରଭାବିତ କରିବ। ଲାଇଭ୍ ହେବ EPFO…

ଆଉ ଏକ ନୂଆ ରେକର୍ଡ କରିବ ଭାରତ: ଖୁବଶୀଘ୍ର ୧ ଟ୍ରିଲିୟନ ଡଲାର ଛୁଇଁବ ରପ୍ତାନି

ନୂଆଦିଲ୍ଲୀ,୨୭।୫: ଭାରତର ମୋଟ ପଣ୍ୟ ଏବଂ ସେବା ରପ୍ତାନି ଆର୍ଥିକ ବର୍ଷ ୨୬ରେ ଗତ ଆର୍ଥିକ ବର୍ଷର ୮୨୫ ବିଲିୟନ ଡଲାରରୁ ୨୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୧ ଟ୍ରିଲିୟନ ଡଲାର ହେବ ବୋଲି ଆଶା କରାଯାଉଛି। ଏହାର ମୁଖ୍ୟ…

ଅର୍ଥନୀତିରେ ଜାପାନକୁ ପଛରେ ପକାଇଲା ଭାରତ: ଜୀବନଶୈଳୀ ସହ ସମାନ ପାଇଁ ଲାଗିବ ଏତିକି ବର୍ଷ

ନୂଆଦିଲ୍ଲୀ,୨୭।୫: ଭାରତ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରି ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାର ଗୌରବ ଅର୍ଜନ କରିଛି। ଭାରତର ଅର୍ଥନୈତିକ ଅଗ୍ରଗତି ଏକ ବଡ଼ ସଫଳତା ଭାବେ ବିବେଚିତ ହେଉଛି। ତେବେ, ଜାପାନୀ ଜୀବନଶୈଳୀର…

ଆୟକର ରିଟର୍ଣ୍ଣ ଦାଖଲ ଶେଷ ତାରିଖ ବୃଦ୍ଧି କଲେ ସରକାର: ଜାଣନ୍ତୁ ନୂଆ ତାରିଖ

ନୂଆଦିଲ୍ଲୀ,୨୭।୫: ଆୟକର ବିଭାଗ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖକୁ ୩୧ ଜୁଲାଇ ୨୦୨୫ରୁ ବୃଦ୍ଧି କରି ୧୫ ସେପ୍ଟେମ୍ବର ୨୦୨୫ କରିଛନ୍ତି। ଆୟକର ରିଟର୍ଣ୍ଣ ଫର୍ମଗୁଡ଼ିକର ବିଜ୍ଞପ୍ତି ଜାରି କରିବାରେ ବିଳମ୍ବ ହେବା…

ଭାରତରେ ପୁଣି ବଢ଼ିଲା ସୁନା ମୂଲ୍ୟ: ଜାଣନ୍ତୁ ୨୪ କ୍ୟାରେଟ ଦାମ୍ କେତେ

ନୂଆଦିଲ୍ଲୀ,୨୭।୫: ଭାରତରେ ସୁନା ମୂଲ୍ୟ ୨୭ ମେ’ରେ ସାମ୍ପ୍ରତିକ ବଜାରର ଉତ୍ଥାନ-ପତନକୁ ଅନୁସରଣ କରିଛି, ତୀବ୍ର ହ୍ରାସ ପରେ ବିଭିନ୍ନ ସ୍ତର ମୂଲ୍ୟରେ ବୃଦ୍ଧି ଘଟିଛି। ମଙ୍ଗଳବାର ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ଗ୍ରାମ ୯,୮୧୩ ଟଙ୍କା ଥିଲା, ଯେଉଁଥିରେ…

୨୦୨୪ରେ ୧୪% ବୃଦ୍ଧି ପାଇଛି ଟେଲିଭିଜନ ବିଜ୍ଞାପନ; ଶୀର୍ଷରେ ଏହି ବ୍ରାଣ୍ଡ

ନୂଆଦିଲ୍ଲୀ,୨୬ା୫: ଟିଏମ୍‌ ଆଡ଼୍‌ଏକ୍ସ ରିପୋର୍ଟ ଅନୁଯାୟୀ ୨୦୨୪ରେ ଭାରତର ଟେଲିଭିଜନ ବିଜ୍ଞାପନ ପରିମାଣ ଦୀର୍ଘକାଳୀନ ପୁନରୁଦ୍ଧାର ଦେଖାଇଛି, ଯାହା ୨୦୨୦ ତୁଳନାରେ ୧୪% ବୃଦ୍ଧି ପାଇଛି। ତେବେ, ୨୦୨୩ ତୁଳନାରେ ପରିମାଣ ୪% ହ୍ରାସ ପାଇଛି, ଯାହା ସମ୍ପ୍ରତି ମାନ୍ଦାକୁ ଇଙ୍ଗିତ…

ଏଣିକି ଇପିଏଫ୍‌ରେ ମିଳିବ ୮.୨୫% ସୁଧ, ଜାଣନ୍ତୁ ଆକାଉଣ୍ଟକୁ ଆସିବ କେତେ ଟଙ୍କା?  

ନୂଆଦିଲ୍ଲୀ,୨୫ା୫: କେନ୍ଦ୍ର ସରକାର ୨୦୨୫ ଆର୍ଥତ୍କ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ୍‌) ଜମା ଉପରେ ୮.୨୫ ପ୍ରତିଶତ ସୁଧହାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବ ଆର୍ଥତ୍କ ବର୍ଷର ସୁଧହାରକୁ ଚଳିତ ଆର୍ଥତ୍କ ବର୍ଷରେ କାଏମ ରଖିବା ପାଇଁ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?