ରେକର୍ଡ ସ୍ତରରେ ରୁପା ଦର
ଭୁବନେଶ୍ୱର,୧୦।୬: ସାରା ଦେଶରେ ବିବାହ ଓ ଶୁଭ କାର୍ଯ୍ୟ ଜାରି ରହିଥିଲା ବେଳେ ରୁପା ଦର ରେକର୍ଡ ସ୍ତରରେ ପହଞ୍ଚିଛି। ରୁପା ଓ ସୁନା ଦର ବୃଦ୍ଧି ମଧ୍ୟରେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଆଶାଆଶଙ୍କାରେ ରହିଛନ୍ତି। ନୂଆଦିଲ୍ଲୀ ବଜାରରେ ରୁପା…
ଗତ ୭ ବର୍ଷରେ ୨୨୬ ମିଲିୟନ ଭାରତୀୟ ଦାରିଦ୍ର୍ୟରୁ ମୁକ୍ତ: ବିଶ୍ୱ ବ୍ୟାଙ୍କ ରିପୋର୍ଟ
ନୂଆଦିଲ୍ଲୀ,୮ା୬: ଭାରତ ଗତ ୭ ବର୍ଷ ମଧ୍ୟରେ ଦାରିଦ୍ର୍ୟ ନିର୍ମୂଳନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଶ୍ୱ ବ୍ୟାଙ୍କର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୨୦୧୫-୧୬ ରୁ ୨୦୨୨-୨୩ ମଧ୍ୟରେ ପ୍ରାୟ ୨୨୬ ମିଲିୟନ ଭାରତୀୟ ଅତି ଦାରିଦ୍ର୍ୟରୁ ମୁକ୍ତି…
HDFC ବ୍ୟାଙ୍କ ସିଇଓଙ୍କୁ ସସ୍ପେଣ୍ଡ କରିବାକୁ ଦାବି, ୨୫ କୋଟି ଟଙ୍କା ହଡ଼ପ ଅଭିଯୋଗ
ନୂଆଦିଲ୍ଲୀ,୮।୬: ଲୀଳାବତୀ ହସ୍ପିଟାଲ ଟ୍ରଷ୍ଟ ଆର୍ଥିକ ଠକେଇ ପାଇଁ HDFC ବ୍ୟାଙ୍କର ସିଇଓ ଶଶିଧର ଜଗଦୀଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତାଙ୍କ ବିରୋଧରେ ଜଣେ ଟ୍ରଷ୍ଟ ସଦସ୍ୟଙ୍କ ବାପାଙ୍କୁ ହଇରାଣ କରିବା ପାଇଁ ପ୍ରଚୁର ପରିମାଣର ଟଙ୍କା ନେଇଥିବା ଅଭିଯୋଗ…
ଡାର୍କ ପାଟର୍ନ କ’ଣ? ଯେଉଁଥିରୁ ଇ-କମର୍ସ ପ୍ଲାଟ୍ଫର୍ମ ମୁକ୍ତ ହେବାକୁ ‘ସିସିପିଏ’ ଜାରି କଲା ଆଡ୍ଭାଇଜରି…
ନୂଆଦିଲ୍ଲୀ, ୮।୬: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ସମସ୍ତ ଇ-କମର୍ସ ପ୍ଲାଟ୍ଫର୍ମଗୁଡ଼ିକୁ ବିଭ୍ରାନ୍ତିକର ଏବଂ ଅନୁଚିତ ବାଣିଜ୍ୟ ଅଭ୍ୟାସରେ ଲିପ୍ତ ନ ରହିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଶନିବାର ଖାଉଟି ବ୍ୟାପାର, ଖାଦ୍ୟ…
ଟ୍ରମ୍ପ-ମସ୍କ କଳିରେ ଭାରତର ଏଣ୍ଟ୍ରି? ବିଶ୍ୱରେ ଚହଳ
ଓାଶିଂଟନ, ୭।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ‘ବିଗ ବ୍ୟୁଟିଫୁଲ ବିଲ’ ନୀତି ଆମେରିକୀୟ ରାଜନୀତିରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି ବିଲ୍ରେ ଟ୍ୟାକ୍ସ କମେଇବା, ସୀମା ସୁରକ୍ଷା ବୃଦ୍ଧି ଏବଂ ମେଡିକେଡ ଓ ଖାଦ୍ୟ…
RBIର ବଡ଼ ଉପହାର: ଏଣିକି ଘର-କାର ଲୋନ୍ ହେବ ଶସ୍ତା
ନୂଆଦିଲ୍ଲୀ,୬।୬: ଋଣ ନେଉଥିବା କିମ୍ବା ଋଣ ଉପରେ EMI ଦେଉଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ବଜାର ଆଶାଠାରୁ ଅଧିକ ରେପୋ ରେଟ୍ ହ୍ରାସ କରିଛି। ଜୁନ ୪ ତାରିଖରେ ଆରମ୍ଭ ହୋଇଥିବା…
ରେପୋ ରେଟ୍ ୫୦ ବେସିସ ପଏଣ୍ଟ ହ୍ରାସ କଲା RBI, ଅର୍ଥନୀତିକୁ ଉତ୍ସାହିତ କରିବାକୁ ପଦକ୍ଷେପ
ମୁମ୍ବାଇ,୬ା୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍କୁ ୫୦ ବେସିସ ପଏଣ୍ଟ ହ୍ରାସ କରିଛି। ଏହି ନିଷ୍ପତ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱି-ମାସିକ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ସର୍ବସମ୍ମତି କ୍ରମେ ନିଆଯାଇଛି। ଏହି…
ଫ୍ଲିପକାର୍ଟକୁ ମିଳିଲା RBI ମଞ୍ଜୁରୀ: ଗ୍ରାହକଙ୍କୁ ସିଧାସଳଖ ପ୍ରଦାନ କରିପାରିବ ଋଣ
ମୁମ୍ବାଇ,୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଓ୍ଵାଲମାର୍ଟ ମାଲିକାନାରେ ଥିବା ଇ-କମର୍ସ ଦିଗ୍ଗଜ ଫ୍ଲିପକାର୍ଟକୁ ଏକ ନନ୍-ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ (NBFC) ଲାଇସେନ୍ସ ପ୍ରଦାନ କରିଛି, ଯାହା ଏହାକୁ ଗ୍ରାହକ ଏବଂ ବିକ୍ରେତାମାନଙ୍କୁ ସିଧାସଳଖ ଋଣ ପ୍ରଦାନ କରିବାରେ ସକ୍ଷମ କରିବ।…
ଟାଟା’କୁ ମିଳିଲା ଆପଲ୍ର ବଡ଼ ଅର୍ଡର: ଭାରତରେ ଆଇଫୋନ୍, ମ୍ୟାକବୁକ୍ ପାଇଁ କରିବ ଏହି କାମ
ନୂଆଦିଲ୍ଲୀ,୫।୬: ଆପଲ୍ ଭାରତରେ ଆଇଫୋନ୍ ଓ ମ୍ୟାକବୁକ୍ର ମରାମତି କାର୍ଯ୍ୟ ପାଇଁ ଟାଟା ଗ୍ରୁପକୁ ନିଯୁକ୍ତ କରିଛି। ଯାହା ଉଭୟଙ୍କ ମଧ୍ୟରେ ସହଭାଗିତାର ବିସ୍ତାର ଏବଂ ଏହି ଭାରତୀୟ କମ୍ପାନୀର ଆପଲ୍ର ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳାରେ ଗଭୀର ଭୂମିକାକୁ ସୂଚାଇଛି। ଏହି…
Gold Price: ସୁନାର ମୂଲ୍ୟରେ ହୋଇପାରେ ବଡ଼ ହ୍ରାସ, କିଣିବା ପୂର୍ବରୁ ଏହି ରିପୋର୍ଟ ନିଶ୍ଚିତ ପଢ଼ନ୍ତୁ
ନୂଆଦିଲ୍ଲୀ,୪।୬: ସୁନାର ମୂଲ୍ୟ ଏବେ ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଏବଂ ଆଗାମୀ ଦୁଇ ମାସ ମଧ୍ୟରେ ଏହାରେ ୧୨ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏହି ଅନୁମାନ କୌଣସି ଅନ୍ୟ ନୁହେଁ, ବରଂ Quant Mutual Fund ଦ୍ୱାରା…
୩୫,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଫୋକ୍ସଓ୍ୱାଗେନ୍
ନୂଆଦିଲ୍ଲୀ,୪।୬: ଜର୍ମାନ ଗାଡ଼ି ନିର୍ମାତା କମ୍ପାନୀ ଫୋକ୍ସଓ୍ୱାଗେନ୍ ୨୦୩୦ ସୁଦ୍ଧା ଜର୍ମାନୀରେ ୩୫,୦୦୦ ଚାକିରୀ ହ୍ରାସ କରିବାକୁ ଯୋଜନା କରୁଛି। ଅର୍ଥ ସଞ୍ଚୟ କରିବାର ଏକ ବଡ଼ ଯୋଜନାର ଅଂଶ, ବିଶେଷ କରି ବିଶ୍ୱବ୍ୟାପୀ ଆହ୍ୱାନ ଏବଂ ଯୁକ୍ତରାଷ୍ଟ୍ରରୁ ସମ୍ଭାବ୍ୟ ନୂଆ…
୫୦୦ ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପ୍ଡେଟ୍: ସରକାର ଜାରି କଲେ ଏହି…
ନୂଆଦିଲ୍ଲୀ,୪ା୬: ଗୋଟିଏ ସପ୍ତାହ ଧରି ଗଣମାଧ୍ୟମରେ ୫୦୦ ଟଙ୍କିଆ ନୋଟ ବନ୍ଦ ହେବାର ଖବର ପ୍ରସାରିତ ହେଉଛି। କୁହାଯାଉଥିଲା ଯେ, ଆଗାମୀ ଦିନରେ ସରକାର ଏହାକୁ ବନ୍ଦ କରିପାରନ୍ତି। ଏହା ପଛରେ କାରଣ ଦର୍ଶାଯାଇଛି ଯେ, RBI ନିର୍ଦ୍ଦେଶାବଳୀ, ଯେଉଁଥିରେ ସମସ୍ତ…

